ପୁଣି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌

ବଲାଙ୍ଗିର: ପୁଣି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି। ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ଏହାର ‘ସେଟ୍‌-ଡି’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ମୋବାଇଲରୁ ମୋବାଇଲ୍‌କୁ…
Read More...

ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ ମିଳିବ ଜେଡ୍‌-ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ: ବିପଦ ଆଶଙ୍କା ଥିବା କଥା ସଦ୍ୟ ଗୁଇନ୍ଦା ସମୀକ୍ଷାରୁ ଜଣାପଡ଼ିବା ପରେ ଭାରତୀୟ ବାୟୁସେନା ଏବଂ ନୌସେନାର ମୁଖ୍ୟମାନେ ଜେଡ୍‌-ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପାକିସ୍ତାନ…
Read More...

୩୯୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗସ୍ତ କରି ସମାବେଶରେ ଯୋଗ ଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଭଦ୍ରକ-ଚାନ୍ଦବାଲି ଉନ୍ନତିକୃତ ରାସ୍ତା, ପାଇକରାପୁର ୧୩୨/୩୩ କେ. ଭି. ଗ୍ରିଡ୍‌…
Read More...

ଏପ୍ରିଲ ୨ରେ ଦିଆଯିବ କାଳିଆ ଯୋଜନାର ୨ୟ କିସ୍ତି ଟଙ୍କା: ମୁଖ୍ୟମନ୍ତ୍ରୀ

ଯାଜପୁର: କାଳିଆ ଯୋଜନା ଦେଶକୁ ବାଟ ଦେଖାଉଛି । ଏହି ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଏପ୍ରିଲ ୨ରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବଡଚଣାଠାରେ ଆୟୋଜିତ ହୋଇଥିବା ଜନସମାବେଶରେ ଯୋଗ ଦେଇ…
Read More...

ଭିଡିଓ କନଫରେନ୍ସିଂ ଜରିଆରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଯାଜପୁର ଜିଲ୍ଲାର ବଡଚଣା ବ୍ଲକର ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ ଉଚ୍ଚଶିକ୍ଷା…
Read More...

‘କାଳିଆ’ ଯୋଜନାରେ ୩୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି: ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଏଯାଏଁ ୩୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ୧୦ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କହିଛନ୍ତି। ରାଉରକେଲାର…
Read More...

ଦେଶର ବୀରପୁତ୍ର ପାଇଲଟ୍ ଅଭିନନ୍ଦନଙ୍କୁ ସଲାମ କଲେ ଆଫଗାନୀ ଭାଇଜାନ୍

ନୂଆଦିଲ୍ଲୀ: ଦେଶର ବୀରପୁତ୍ର ପାଇଲଟ୍ ଅଭିନନ୍ଦନଙ୍କୁ ନେଇ ବିଶ୍ୱବ୍ୟାପି ଚର୍ଚ୍ଚା ଲାଗି ରହିଛି । ଅନ୍ୟପଟେ ଦେଶକୁ ଫେରିବା ନେଇ ଚାରିଆଡେ ଖୁସିର ଲହରି ଖେଳିଯାଇଛି । ତେବେ ଅଭିନନ୍ଦନଙ୍କର ଲେଉଟାଣିଙ୍କୁ ନେଇ ସବୁବେଳେ…
Read More...

ସ୍ୱଦେଶରେ ପାଦ ଥାପିଲେ ପାଇଲଟ୍ ଅଭିନନ୍ଦନ: ଦେଶରେ ଖୁସିର ଲହରି

ନୂଆଦିଲ୍ଲୀ: ଦୀର୍ଘ ୨ଦିନ ପାକିସ୍ତାନରେ ରହିବା ପରେ ପରିଶେଷରେ ଆଜି ସ୍ୱଦେଶରେ ପାଦ ଥାପିଛନ୍ତି ପାଇଲଟ୍ ଅଭିନନ୍ଦନ । ଏହାପରେ ଦେଶରେ ଖୁସିର ଲହରି ଖେଳିଯାଇଛି । ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ…
Read More...

୫ଦିନର ଶିଶୁକନ୍ୟାଙ୍କୁ ଚେଙ୍ଖ ଦେଇଥିବା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବାହ୍ମଣୀ ଥାନା ଅନ୍ତର୍ଗତ ତୁମରନ ଗାଁରେ ଜଣେ ଶିଶୁକନ୍ୟାକୁ ଚେଙ୍ଖ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ହେବା ପାଇଁ ଶିଶୁଟିକୁ ଚେଙ୍ଖ ଦିଆଯାଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା…
Read More...

ମାର୍ଚ୍ଚ ୩ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ୩ ଦିନ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବୋଲି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ଦୁଇ ଦିନ ଯାଏ ଓଡ଼ିଶାର ପାଗ ମୁଖ୍ୟତ‍ଃ ଶୁଖିଲା…
Read More...