Crime ପ୍ରେମ ପାଇଁ ନିଜ ପୁଅକୁ ମାରିଲା ମା OPA Jan 27, 2019 0 ନୂଆଦିଲ୍ଲୀ : ପ୍ରେମ ପାଇଁ ମା ଯେ ରାକ୍ଷସୀ ପାଲଟି ପାରେ ସଭଳି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରେମ ପାଇଁ ନିଜ ପୁଅକୁ ହତ୍ୟା କରିବାକୁ ପଛାଇନି ମା । ନିଜ ପୁଅର ସାଙ୍ଗକୁ ପ୍ରେମକରୁଥିବା ମା ପ୍ରେମିକକୁ!-->… Read More...
Politics ସକାରାତ୍ମକ ଏଜେଣ୍ଡା ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ଦେବାଳିଆ ହୋଇଯାଆନ୍ତି – ମୋଦି OPA Jan 27, 2019 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ତାମିଲନାଡୁ ଏବଂ କେରଳ ଗସ୍ତଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଥିଲେ | କୋଚି ଏବଂ ତ୍ରିଚୁରରେ ସେ ଜନସଭାକୁ ସମ୍ବୋଧିତ!-->!-->!-->… Read More...
Bignews କନ୍ୟାଶ୍ରମରୁ ରାତି ଅଧରେ ହଷ୍ଟେଲ ଛାଡିଲେ ୨୯ ଅନ୍ତେବାସୀ : ଗଲେ କୁଆଡ଼େ OPA Jan 27, 2019 0 ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା କନ୍ୟାଶ୍ରମରୁ ରାତି ଅଧରେ ହଷ୍ଟେଲ ଛାଡିଲେ ୨୯ ଅନ୍ତେବାସୀ। ଗତ ରାତିରେ ଛାତ୍ରୀମାନେ ହଷ୍ଟେଲ ଛାଡିଥିବା ବେଳେ ବର୍ତମାନ ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରିନି।!-->… Read More...
Politics ୨୦୧୯ ନିର୍ବାଚନ ଇସ୍ତାହାର ପାଇଁ ସବୁ ଦଳର କସରତ ଇସ୍ତାହାର ଲାଗି ଜନମତ ଲୋଡିଲେ OPA Jan 27, 2019 0 ଭୁବନେଶ୍ବର : ନିର୍ବାଚନ ଆସିବା ସହିତ ଏବେ ଆରମ୍ଭ ହେଲାଣି ଇସ୍ତାହାର ପ୍ରତିଯୋଗିତା । କଂଗ୍ରେସ ଓ ବିଜେପି କୃଷିଋଣ ଛାଡ ନେଇ ଘୋଷଣା କରିସାରିଥିଲେ ବି ନିର୍ବାଚନ ଇସ୍ତାହାରକୁ ଗୁରୁତ୍ବ ଦେଉଛନ୍ତି । କଂଗ୍ରେସ ବିଭିନ୍ନ!-->… Read More...
Bignews ରଙ୍ଗେଇଲୁଣ୍ଡାରେ ୧ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ OPA Jan 27, 2019 0 ରଙ୍ଗେଇଲୁଣ୍ଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ୧ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହା ସହିତ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ରେ ଆୟୋଜିତ!-->… Read More...
Politics ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ବହୁ କର୍ମୀ ବିଜେଡିରେ ମିଶିଲେ OPA Jan 27, 2019 0 ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର!-->… Read More...
Politics ରାଜନୀତି ଚେସ୍ ବୋର୍ଡରେ ଗୀତା ମେହେଟାଙ୍କ ପଦ୍ମଶ୍ରୀ ପୁରସ୍କାର ବିବାଦ OPA Jan 26, 2019 0 ଭୁବନେଶ୍ୱର : ପଦ୍ମଶ୍ରୀ ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟାଙ୍କର ନା । କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ତାଙ୍କ ନା ରଖିଥିବା ଜାଣିବା ପରେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ!-->… Read More...
Odisha ଜମ୍ମୁ କାଶ୍ମୀରର ସୀମାରେ ସହିଦ ହେଲେ ଓଡିଆ ଯବାନ ହେମନ୍ତ ପଣ୍ଡା OPA Jan 26, 2019 0 ଖୋର୍ଦ୍ଧା : ଜମ୍ମୁ କାଶ୍ମୀରର ବାରମୂଳା ସୀମାରେ ସହିଦ ହୋଇଛନ୍ତି ଓଡିଆ ଯବାନ ହେମନ୍ତ କୁମାର ପଣ୍ଡା । ଆଜି ସକାଳେ ସୀମା ଆରପଟୁ ହୋଇଥିବା ଗୁଳିମାଡରେ ଆଜି ସକାଳେ ସେ ସହିଦ ହୋଇଛନ୍ତି ।ସହିଦ ହେମନ୍ତଙ୍କ ନିଜ ଗାଁ ହେଉଛି!-->… Read More...
Politics ହାତୀ ପିଠିରେ ବସିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ବିଏସପିରେ ମିଶିବ OPA Jan 26, 2019 0 ଭୁବନେଶ୍ୱର : ହାତୀ ପିଠିରେ ବସିବେ ହାତ ଛାଡିଥିବା ପୂର୍ବତନ ବିଧାୟକ କୃଣ୍ଣଚନ୍ଦ୍ର ସଗରିଆ । କଂଗ୍ରେସରୁ ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବହୁଜନ ସମାଜପାର୍ଟି(ବିଏସ୍ପି)ରେ!-->… Read More...
Odisha ଜାତୀୟ ପତାକା ଅବତରଣ ବେଳେ ଅଘଟଣ : ୧୧ କେଭି ତାର ଲାଗି ଶ୍ରମିକଙ୍କ ମୃତ୍ୟୁ OPA Jan 26, 2019 0 ନବରଙ୍ଗପୁର : ଜାତୀୟ ପତାକା ଅବତରଣ ବେଳେ ଅଘଟଣ । ଜାନୁଆରୀ ୨୬ ଶନିବାର ଜାତୀୟ ପତାକା ଅବତରଣ ବେଳେ ଉମରକୋଟରେ ୧୧ କେଭି ତାର ଲାଗି ଜଣେ ଶ୍ରମିକଙ୍କ ଜୀବନ ଯାଇଛି । ଶ୍ରମିକ ଜଣକ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ଆଜି!-->… Read More...