ମାଟି ତଳୁ ବାହାରିଲା ଅଧାପୋତା ନବଜାତ ଶିଶୁ କନ୍ୟା

କୋରାପୁଟ : ଏତେ ସଚେତନତା ପରେ ବି କିଛି ଲୋକଙ୍କ ପାଇଁ କେମିତି କନ୍ୟା ସନ୍ତାନ ଅଲୋଡ଼ା ହୋଇପଡ଼ିଛନ୍ତି ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଜୟପୁର କେବିଡି ଗାଁରେ । ଗାଁ ନିକଟରେ ଥିବା ଏକ ପୋଲ ନିକଟରୁ ମାଟିରେ ପୋତା…
Read More...

ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ପରଲୋକ । ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ…
Read More...

ଘର ଢିଙ୍କି କୁମ୍ଭିର : ଅଡୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ

କର୍ଣ୍ଣାଟକ : ଘର ଭିତରେ ହିଁ ଅଡୁଆ। ଏମିତି ଅଡୁଆରେ ପଡ଼ିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ । ଗୋଟିଏ ପଟେ କଂଗ୍ରେସ ସମର୍ଥନରେ ସରକାର ଚଳାଉଛନ୍ତି ଏଚ.ଡି କୁମାରସ୍ବାମୀ । କିନ୍ତୁ କଂଗ୍ରେସର ଚାପ…
Read More...

“ଏ ସବୁ ବିଲକୁଲ ବକୱାସ” ରାହୁଲଙ୍କ ଆକ୍ଷେପର ଦିଲ୍ଲୀରେ ଏମିତି ଜବାବ ଦେଲେ ନବୀନ

ଦିଲ୍ଲୀ : ଭୁବନେଶ୍ବରରେ ରାହୁଲଙ୍କ ଆକ୍ଷେପର ଦିଲ୍ଲୀରେ ଜବାବ ଦେଲେ ନବୀନ । ଓଡ଼ିଶା ଗସ୍ତରେ ଆସିଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ଏବଂ ନବୀନଙ୍କୁ ସମାନ୍ତରଳ ଭାବେ ଆକ୍ଷେପ କରିଥିଲେ । କହିଥିଲେ, ନବୀନ…
Read More...

ବଣେଇ ଗୁଣି ପାଇଁ ହତ୍ୟା ଘଟଣାରେ ୬ ଗିରଫ, ତିନି ମହିଳା ଫେରାର

ବଣେଇ : ବଣେଇରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି କୂଅରେ ଫିଙ୍ଗିବା ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ ଜଣଙ୍କୁ ଗିରଫ କରିଛି କୋଇଡା ଥାନା ପୋଲିସ । ଘଟଣାରେ ସଂକୃକ୍ତ ଆଉ ୩ ଜଣ ମହିଳା…
Read More...

ଜାନୁୟାରୀ ୨୯ ଓ ଫେବୃଆରି ୩ରେ ଅଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ସପ୍ତାହକ ଭିତରେ ଦୁଇ ଥର ଓଡିଶା ଆସିବେ । ଜାନୁୟାରୀ ୨୯ରେ ଶାହଙ୍କ ଗସ୍ତ ହେବ । ଏହା ପରେ ପୁଣି ଥରେ ଫେବ୍ରୁଆରି ୩ରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ…
Read More...

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ତାଲିମ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ତାଲିମ ଦେବେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଏହି ତାଲିମ ଦେବାର ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ପ୍ରଥମେ…
Read More...

୨୦୧୯ ନିର୍ବାଚନରେ ଓଡିଶା ସମେତ ୧୪ ରାଜ୍ୟରେ ପ୍ରାର୍ଥୀ ଦେବ ଟିଏମସି

ଓଡିଶାରେ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ କଲା ଘୋଷଣାଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ୧୪ ରାଜ୍ୟରେ ଲୋକସଭା ଓ ବିଧାନସଭା ଲଢିବ ତୃଣମୂଳ କଂଗ୍ରେସ( ଟିଏମସି) । ଓଡିଶାରେ ବି ଟିଏମସି ଲୋକ ସଭା ଓ…
Read More...

ଝାରସଗୁଡାରେ ଧରାହେଲା ଜାଲ ନୋଟ ତିନି ଗିରଫ, ଦେଖନ୍ତୁ ଟଙ୍କା ଛପା ମେସିନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଚିଖିଲାପାଲି ଗାଁରେ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ରେଙ୍ଗାଲି ପୋଲିସ । ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସେମାନଙ୍କ ଠାରୁ ୧୧୦ ଖଣ୍ଡ 500…
Read More...

ସାତ କୋଶିଆରେ ପୁଣି ଛଡା ଯିବ ସୁନ୍ଦରୀ ! ଜଗିବାକୁ ଶିମିଳିପାଳରୁ ଆସିଲେ ହାତୀ

ଅନୁଗୋଳ/ କରଞ୍ଜିଆ : ପୁଣି ସାତକୋଶିଆକୁ ଫେରବ ସୁନ୍ଦରୀ । ଇନକ୍ଲୋଜରୁ ହେବ ମୁକ୍ତ । ଏନଟିସିଏର ନିଷ୍ପତ୍ତି ଅନୁସାରେ ପ୍ରକ୍ରିୟା ଆରମ୍ଭ ହୋଇଛି । ବନ ବିଭାଗ ଚତୁରତା ସହ କାମ ଆରମ୍ଭ କରିଛଇ । ଏଥର ସୁନ୍ଦରୀକୁ ଛଡାଯିବ ।…
Read More...