ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : ପିୟୂଷ ଗୋଏଲଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ୍ୱ ମୋଦି ସରକାରଙ୍କ ଶେଷ ଅତିରିକ୍ତ ବଜେଟ ଅରୁଣ ଜେଟଲିଙ୍କ ପରିବତ୍ତେ ପିୟୁଷ ଗୋଏଲ ସଂସଦରେ ଉପସ୍ଥାପନ କରିବେ । କାହିଁକିନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବା…
Read More...

ଗଣତନ୍ତ୍ରର ସୁରକ୍ଷା ପାଇଁ ଫେବୁଆରୀ ୧୦ ତାରିଖରୁ ୧୭ ଜନ ଅଦାଲତ କରିବ ବିଜେପି

୨୧ଟି ଲୋକସଭାରେ ଲୋକଙ୍କ ପାଖକୁ ଯିବାକୁ ନେଲା ସଂକଳ୍ପକଟକ : ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନ କାରଣରୁ ସାରା ଓଡିଶାରେ ଆଜି ଲୋକମାନେ ତ୍ରାହିତ୍ରାହି ଡାକିଲେଣି । ଚାଷୀ, ମହିଳା, ଯୁବକ ସମସ୍ତେ…
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ : ବ୍ୟାଙ୍କ କ୍ୟାସିୟରଙ୍କୁ ମର୍ଡର

ଗଂଜାମ : ବ୍ୟାଙ୍କ କ୍ୟାସିୟରଙ୍କୁ ମର୍ଡର । ଗଂଜାମ ଧରାକୋଟ ଥାନା ମୁଣ୍ଡମରାଇ ଗାଁ ପାହାଡ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।ମୃତକ ହେଲେ ଛତ୍ରପୁରର ବିନୟ କୁମାର ବେହେରା । ପ୍ରେମ ବ୍ୟାପାରାକୁ ନେଇ ଏହି ହତ୍ୟାକାଣ୍ଡ…
Read More...

ନ୍ୟୁଜିଲାଣ୍ଡ ଦିନିକିଆରେ ଭାରତ ୮ ଓ୍ଵିକେଟରେ ବିଜୟୀ

ନାପିଏର : ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ବେଶ୍‌ ସୁଖଦ ହୋଇଛି । ଆଜି ନାପିଏର ଠାରେ ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ(୭୫ ରନ୍‌) ଓ ବିରାଟ କୋହଲିଙ୍କ…
Read More...

ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଚଳ କରାଯାଉ । ଏମିତି ଦାବିରେ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ…
Read More...

୨୯ରେ ଓଡିଶା ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା । କଟକ ଜିଲ୍ଲା ସାଲେପୁର କୁଲିଆଠାରେ ଶ୍ରୀ ଶାହା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କର ସମାବେଶରେ ଯୋଗ ଦେବେ ।…
Read More...

ନିର୍ବାଚନ ପୂର୍ବରୁ ବିଜେଡି କ୍ୟାମ୍ପେନ୍‌ର ନୂଆ ଷ୍ଟ୍ରାଟେଜି : ସେଲ୍‌ଫି ୱିଥ୍‌ ସିଏମ୍‌

ମୟୁରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ।ଭୁବନେଶ୍ବର :ଯେ କୌଣସି ବ୍ୟକ୍ତି ଏବେ ନବୀନଙ୍କ ସହ ସେଲ୍‌ଫି ନେଇପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଶ୍ରୀକାନ୍ତଙ୍କୁ ନେଇ ବଢୁଛି କଂଗ୍ରେସ ହାଇଡ୍ରାମା : ୨୫ରେ ହେବ ପୋଲ ଖୋଲା ଖୋଲି

ବହିଷ୍କାରକୁ ନେଇ ଉଠିଲା ପ୍ରଶ୍ନ, ଶ୍ରାକାନ୍ତଙ୍କ ପୋଲ ଖୋଲିବାକୁ ଚ୍ୟାଲେଞ୍ଜ ଦେଲେ ଜିତେନ୍ଦ୍ର ସିଂହଭୁବନେଶ୍ବର : ଶ୍ରୀକାନ୍ତଙ୍କ ବହିଷ୍କାରକୁ ନେଇ ଏବେବି କଂଗ୍ରେସରେ ଦ୍ବନ୍ଦ୍ବ । ତାଙ୍କୁ ଯେଉଁ କାରଣ ପାଇଁ…
Read More...

ପୁଣି ସମଲିଙ୍ଗୀ ବିବାଦକୁ ନେଇ ଥାନାରେ ହାଇଡ୍ରାମା

କଳାହାଣ୍ଡି : କଳାହାଣ୍ଡି ଜୟପାଟଣାରେ ପୁଣି ସମଲିଙ୍ଗୀ ବିବାହ ମାମଲାକୁ ନେଇ ଥାନାରେ ହାଇଡ୍ରାମା । ନାବାଳିକା ପ୍ରେମିକାକୁ ସାଙ୍ଗରେ ନେବାକୁ ଥାନାରେ ବସି ରହିଛି ସମଲିଙ୍ଗି ପ୍ରେମିକ । ଉଭୟଙ୍କ ପରିବାର ପୋଲିସ ଆପୋସ…
Read More...

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ : ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେଦେଶବାସୀ

କଟକ : ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ । ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦେଶବାସୀ । ଲାଲକିଲ୍ଲାରେ ନେତାଜୀ ମ୍ୟୁଜିୟମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଟକ…
Read More...