୭ରେ ଅତିରିକ୍ତ କାମଚଳା ବଜେଟ୍

ଫୋକସରେ ରହିବ ‘କାଳିଆ’ଭୁବନେଶ୍ୱର : ଫେବୃଆରୀ ୭ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପିତ ହେବ । ନିର୍ବାଚନ ଆଗକୁ ଥିବାରୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ୪ ମାସ ପାଇଁ…
Read More...

ଦାମୋଦର ଗଢ଼ିବେ ‘ଜନତା କ୍ରାନ୍ତି ଦଳ’

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ରାଜ୍ୟ ରାଜନୀତି ବେଶ ସରଗରମ ହେବା ଆରମ୍ଭ କରିଛି । ବହୁ ନେତା ଏବେ ଦଳଡ଼ିଆଁ ଆରମ୍ଭ କରିଥିବାବେଳେ ଆଉ କିଛି ନେତା ନୂଆ ଦଳ ଗଠନ ଯୋଜନାରେ ଅଛନ୍ତି । ଏହାରି…
Read More...

ସବୁ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ପଞ୍ଚାୟତ ସ୍ତରରେ ବୁଲିବ କାଳିଆ ରଥଭୁବନେଶ୍ୱର : କୈଣସି ଚାଷୀଯେମିତି କାଳିଆଯୋଜନାରୁ ବାଦ ନପଡନ୍ତି ସେଥି ପ୍ରତି ଧ୍ୟାନ ଦିଅ । କାଳିଆ ଯୋଜନାରେ ଲବୁ ଚାଷୀଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଅ…
Read More...

କଂସ ବଧ ସହ ସରିଲା ବରଗଡର ୧୧ ଦିନର ଧନୁଯାତ୍ରା

ବରଗଡ : ମଞ୍ଚରୁ ପଡି ମାମୁ ମଲା । କୃଷ୍ଣ ବଳରାମଙ୍କ ଦ୍ୱାରା କଂସ ବଧ ସହ ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି । କୃଷ୍ଣ, ବଳରାମଙ୍କୁ ପାଖରେ ଦେଖି ମହାରାଜା କଂସଙ୍କ ମନେ…
Read More...

ଫାମିଲି ଲାଇଫର ବିରାଟଙ୍କ ସହ ଫନି ଫଟୋ ସେୟାର କଲେ ଅନୁଷ୍କା

ମୁମ୍ବାଇ : ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହେଲି ଓ ବଲିଉଡ ଗ୍ଲାମର ଗର୍ଲ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିଜ ପ୍ରେମ ପାଇଁ ହେଉ କି ବିବାହ ପାଇଁ ଉଭୟ ସବୁବେଳେ ଗଣ ମାଧ୍ୟମର ଶିରୋନାମାରେ…
Read More...

ଆଞ୍ଚଳିକ ରାଜନୀତିରେ ଗଠବନ୍ଧନ : ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ନାଁରେ ଗଢାହେଲା ନୂଆ ମେଣ୍ଟ

ହାତ ମିଳାଇଛନ୍ତି ଉତ୍କଳ ଭାରତର ଖାରବେଳ ସ୍ବାଇଁ ଓ ସମତା କ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀଭୁବନେଶ୍ୱର : ଆଉ ଅଢ଼େଇ ମାସର ଅପେକ୍ଷା ।  ନିର୍ବାଚନକୁ ନଜରରେ ରଖି ଆରମ୍ଭ ହୋଇଗଲାଣି ଭଙ୍ଗାଯୋଡ଼ା, ଦଳଡିଆଁ…
Read More...

ଚିକିତ୍ସାଳୟରେ ପଶି ୧୦ଜଣଙ୍କୁ ଇଞ୍ଜେକସନ୍‌ ଦେବା ଘଟଣା : ଧରାପଡିଲେ ମହିଳା

ସମ୍ବଲପୁର : ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ୍‌ରେ ପଶି,ସନ୍ଦିଗ୍ଧ ମହିଳା ୧୦ଜଣଙ୍କୁ ଇଞ୍ଜେକସନ୍‌ ଓ ସାଲାଇନ୍‌ ଦେବା ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଏହି ମାମଲାରେ ସିସିଟିଭି ଫୁଟେଜ୍‌ ଆଧାରରେ,…
Read More...

ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା ୫ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟର

୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ତାଲିକାଭୁକ୍ତଭୁବନେଶ୍ୱର : ସାଧାରଣ ନିର୍ବାଚନ ଲାଗି ପ୍ରତ୍ସୁତି ଚାଲିଛି । ପ୍ରକାଶ ପାଇଛି ଚୁଡାନ୍ତ ଭୋଟର ତାଲିକା । ଓଡିଶାର ୧୪୭ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ତାଲିକା…
Read More...

ଉଜ୍ଜଳା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ

କେନ୍ଦ୍ରମନ୍ତ୍ରୀ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଓ ଅପରାଧିକ ମାନସିକତାର ବ୍ୟକ୍ତି: ପ୍ରତାପ ଜେନାଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନା ଦୁର୍ନୀତିରେ ବୁଡ଼ି ରହିଛି । ଏହି ଦୁର୍ନୀତିରୁ ସିଧାସଳଖ ଅର୍ଥ ସଂଗ୍ରହ…
Read More...

ବିଜେପି ମହିଳା ମୋର୍ଚ୍ଚାର ନାଲିଚୁଡି ଭେଟି ଶୋଭା ଯାତ୍ରା

ରାଜ୍ୟରେ ମହିଲା ନିର୍ଯ୍ୟାତନ ପ୍ରତିବାଦ,ପିପିଲି ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାରଙ୍କ ବିଫଳତା ବିରୋଧରେଭୁବନେଶ୍ୱର : ଶାସନର ୧୯ବର୍ଷ ପରେ ମଧ୍ୟ ଓଡ଼ିଶାରେ ମହିଳା ଅସୁରକ୍ଷିତ, ଅପମାନିତ ଓ ଉପେକ୍ଷିତ । ପିପିଲିର…
Read More...