Bignews ପ୍ରିୟଙ୍କା ଗାନ୍ଧିଙ୍କ ଅଫିସିଆଲ୍ ପଲିଟିକାଲ ଏଣ୍ଟ୍ରି : କଂଗ୍ରେସର ମହାସଚିବ ନିଯୁକ୍ତ OPA Jan 23, 2019 0 ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବନୂଆଦିଲ୍ଲୀ : ନିର୍ବାଚନ ଆଗରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍ । ପ୍ରିୟଙ୍କା ଗାନ୍ଧି ହେଲେ କଂଗ୍ରେସର ମହାସଚିବ । ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ।!-->!-->!-->… Read More...
Bignews ୨୪ରେ ୨୪ ଘଣ୍ଟା କେବୁଲ ଟିଭି ପ୍ରସାରଣ ବନ୍ଦ OPA Jan 22, 2019 0 କେବୁଲ ଅପରେଟର ପାଳିବେ କଳା ଦିବସନୂଆଦିଲ୍ଲୀ : ଜାନୁଆରୀ ୨୪ରେ ସାରା ଦେଶରେ ବନ୍ଦ ରହିବ କେବୁଲ ସେବା । ଟ୍ରାଇର ନୂଆ ନିୟମକୁ ବିରୋଧ କରି ୨୪ରେ କେବଲ ଅପରେଟର କଳା ଦିବସ ପାଳନ କରିବେ । ଅଲ୍ ଇଣ୍ଡିଆ କେବୁଲ ଅପରେଟର!-->!-->!-->… Read More...
Politics ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ OPA Jan 22, 2019 0 ବାଚସ୍ପତିଙ୍କୁ ଭେଟି ଦେଲେ ଇସ୍ତଫା ପତ୍ରଭୁବନେଶ୍ୱର: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଏହି ଇସ୍ତଫା ପତ୍ର ଦେଇଛନ୍ତି । ଯୋଗେଶ!-->!-->!-->… Read More...
Crime କାଳ ହେଲା କ୍ଲୋଜ ରିଲେସନ: ଡାଇରୀ ଖୋଲିବ ଅଳକା ହତ୍ୟାକାଣ୍ଡ ଘଟଣାର ଗୁମର OPA Jan 22, 2019 0 ଭୁବନେଶ୍ବର : ଏବେବି ରହସ୍ୟ ଘେରରେ ଅଳକା ହତ୍ୟାକାଣ୍ଡ ଘଟଣା । ତେବେ ଧିରେ ଧିରେ ଏହାର ଗୁମର ଫିଟିବାରେ ଲାଗିଛି । ସାଙ୍ଗ ହୋଇ କିଭଳି ନିଜ ସାଙ୍ଗକୁ ବିଭତ୍ସଭାବେ ହତ୍ୟା କଲେ । ତାର ସୁରକା କିଛିକାଂଶରେ ପୋଲିସ ଜାଣିବାକୁ!-->… Read More...
Politics କୋଷ୍ଟାଲ ହାଇଓ୍ବେ ପଲିଟିକ୍ସ : ବିଜେଡି ବିଜେପି ମୁହାଁମୁହିଁ OPA Jan 22, 2019 0ଭୁବନେଶ୍ବର : କୋଷ୍ଟାଲ ହାଇଓ୍ବେ କୁ ନେଇ ବିଜେଡି ବିଜେପି ମୁହାଁମୁହିଁ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଦିଘା - ଗୋପାଳପୁର କୋଷ୍ଟାଲ ହାଇୱେ କାର୍ଯ୍ୟ ଆଗଉ ନଥିବାରୁ ଦିଲ୍ଲୀରେ ପ୍ରେସ ମିଟ କରି!-->!-->!-->… Read More...
Bignews ୨୩ଜିଲ୍ଲାରେ ୧୦୨ ଡିଜିଟାଲ ଡିସପେନସାରୀ ପ୍ରତିଷ୍ଠା ନିମନ୍ତେ ରାଜିନାମା ସ୍ୱାକ୍ଷରିତ OPA Jan 22, 2019 0 ଅପହଂଚ ଇଲାକାରେ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବାଭୁବନେଶ୍ୱର : ରାଜ୍ୟର ଦୁର୍ଗମ ଅଚଂଳଗୁଡିକରେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ମନେହେଉଥିବା ବେଳେ ଆଜି ସେ!-->!-->!-->… Read More...
Odisha ଭଦ୍ରକଠାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି OPA Jan 22, 2019 0 ଭଦ୍ରକଠାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାରଙ୍କ ଜମି ଯୋଗାଇବାରେ ବିଳମ୍ବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଇଣ୍ଡିଆନ ଅଏଲ୍ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ!-->… Read More...
Odisha ପୋଇଗୁଡା ଟ୍ରକ ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ OPA Jan 22, 2019 0 ଭୁବନେଶ୍ବର : ପୋଇଗୁଡା ଟ୍ରକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ!-->… Read More...
Politics ଶଙ୍ଖ ଧରିଲେ ପ୍ରଣୟ ସାହୁ, କଂଗ୍ରେସ ଛାଡି ନବୀନ ନିବାସରେ ବିଜେଡିରେ ମିଶିଲେ OPA Jan 22, 2019 0 ଭୁବନେଶ୍ବର : ଶଙ୍ଖ ଧରିଲେ ପ୍ରଣୟ ସାହୁ । ଗାଇସିଲାଟ୍ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସର ବିଜେପୁର ଉପନିର୍ବାଚନ ପରାଜିତ ପ୍ରାର୍ଥୀ ପ୍ରଣୟ ସାହୁ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ!-->… Read More...
Bignews ଘାଟିରୁ ଓଲଟିଲା ମିନି ଟ୍ରକ୍,୧୨ ମୃତ୍ୟୁ, ୨୦ରୁ ଅଧିକ ଆହତ,୫ ଗୁରୁତର OPA Jan 22, 2019 0କନ୍ଧମାଳ : ଘାଟିରୁ ଓଲଟିଲା ମିନି ଟ୍ରକ୍ । ଘଟଣାସ୍ଥଳରେ ୮ ଜଣଙ୍କରୁ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ୪ ଜମଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ୧୨ରେ ପଙଁଚିଛି । ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।!-->!-->!-->… Read More...