Entertainment ସନ୍ନି ଲିଓନି ତାଙ୍କ ଶରୀର କେଉଁ ଅଙ୍ଗକୁ ବୀମା କରିବାକୁ ଚାହୁଁଛନ୍ତି ଆଉ କାହିଁକି ? OPA Jan 15, 2019 0 ମୁମ୍ବାଇ : ବଲିଉଡ ୍ଭିନେତ୍ରୀ ସନ୍ନି ଲିଓନୀ ସବୁବେଳେ ନିଜର ଖୋଲମଖୁଲ୍ଲା ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ ନିକଟରେ ନିଜର ଆଉ ଏକ ବୟାନ ଲାଗି ଚର୍ଚ୍ଚାକୁ ଆସିଛନ୍ତି ସନ୍ନି । ତାହା ପୁଣି ନିଜ ଶରୀରର ଏକ ଅଙ୍ଗକୁ!-->… Read More...
Politics ରାଫେଲ୍ ଯୁଦ୍ଧବିମାନ କିଣାରେ କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ ରହିଛି : ସମ୍ବିତ୍ ପାତ୍ର OPA Jan 15, 2019 0 ବଲାଙ୍ଗୀର ବିଜେପି ଜନସଭାରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବୟାନବଲାଙ୍ଗୀର : ଦେଶର ପ୍ରତିରକ୍ଷା ସାମଗ୍ରୀ ବିଶେଷ ଭାବରେ ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ ନେଇ!-->!-->!-->… Read More...
More News ୨୦୧୭ର ବକେୟା ଅନ୍ଲାଇନ୍ କୃଷି ବୀମା ପ୍ରଦାନ ଦାବିରେ ବିଜେଡିର ପ୍ରତିବାଦ OPA Jan 15, 2019 0 ଚୋଲାମଣ୍ଡଲମ୍ କମ୍ପାନୀ ସମ୍ମୁଖରେ ଧାରଣାଭୁବନେଶ୍ୱର : ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଅନ୍ଲାଇନ୍ରେ ବୀମା କରି ଠକାମୀର ଶିକାର ହୋଇଥିବା ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଚାଷୀ!-->!-->!-->… Read More...
National ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ OPA Jan 15, 2019 0ନନ୍ଦୁରବାର : ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି ଜ୍ଝ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଭୂଷଣ ଗାଁରୁ ଆଜି ପାଖାପାଖି ୫୦ ଜଣ ମକର ସଂକ୍ରାନ୍ତି ନିମନ୍ତେ ନଦୀ ଭିତରକୁ ଯାଇଥିଲେ ଜ୍ଝ!-->!-->!-->… Read More...
Politics କଂଗ୍ରେସ ବ୍ରେକିଂର ବ୍ରେକିଂ ନ୍ୟୁଜ,ଟେନସନରେ ପିସିସି ମୁଖିଆ OPA Jan 15, 2019 0 ଦଳ ଛାଡ଼ିବା ଚର୍ଚ୍ଚା ନିଆଁରେ କଂଗ୍ରେସ ବିଧାୟକ ଯୋଗେଶ, ପ୍ରକାଶ, ପ୍ରଫୁଲ୍ଲଭୁବନେଶ୍ବର : ବିଜେଡି-ବିଜେପି ଭିତରେ ସିଧା ଫାଇଟ୍ । କଂଗ୍ରେସର ସ୍ଥିତି ଏବେ ରାହୁଲ ଭରସାରେ । ହେଲେ ଠିକ୍ ରାହୁଲ ଆସିବା ପୂର୍ବରୁ ଏହାର!-->!-->!-->… Read More...
Odisha ପ୍ରୟାଗରାଜରେ ପବିତ୍ର କୁମ୍ଭ ମେଳା ଆରମ୍ଭ OPA Jan 15, 2019 0 ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପବିତ୍ର ପ୍ରୟାଗରାଜ ଠାରେ ଆଜିଠୁ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଲକ୍ଷଲକ୍ଷ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି । ପ୍ରଥମ ଦିନରେ!-->… Read More...
Odisha କନ୍ଧମାଳ ସେବାଶ୍ରମର ଛାତ୍ରୀ ମାଆ ହେବା ଘଟଣା : ଏସପି ଙ୍କୁ ରିପୋର୍ଟ ମାଗିଲେ NCPCR OPA Jan 15, 2019 0 ନୂଆଦିଲ୍ଲୀ : କନ୍ଧମାଳ ସେବାଶ୍ରମର ଛାତ୍ରୀ ପ୍ରସବ ପ୍ରସଙ୍ଗ । କନ୍ଧମାଳ ଏସପି ଙ୍କୁ ରିପୋର୍ଟ ମାଗିଲେ NCPCR । ୭ଦିନ ମଧ୍ୟରେ କମିଶନଙ୍କୁ ରିପୋର୍ଟ ଦେବାକୁ ଏସପିଙ୍କୁ !-->… Read More...
Sports ଆଡିଲେଡ୍ରେ ଟିମ ଇଣ୍ଡିଆର ବିରାଟ ବିଜୟ OPA Jan 15, 2019 0 କଙ୍ଗାରୁ କୋର୍ଟରେ ଟିମ ଇଣ୍ଡିଆର ବାଜିମାତଦିଲ୍ଲୀ : ଆଡିଲେଡ୍ରେ ବିରାଟ ବିଜୟ । କଙ୍ଗାରୁ ଟିମ୍କୁ ୬ ୱିକେଟ୍ରେ ହରାଇ ଦ୍ବିତୀୟ ଦିନିକିଆକୁ କବଜା କରିଛି ଟିମ୍ ଇଣ୍ଡିଆ । ଆଡିଲେଡ୍ରେ ଖେଳାଯାଇଥିବା ଦ୍ବିତୀୟ!-->!-->!-->… Read More...
Odisha “ସୁନେତ୍ର”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ OPA Jan 15, 2019 0ପିଠା କ୍ୟାମ୍ପ୍ରେ ସୁନେତ୍ର ଯୋଜନାରେ ମାଗଣା ଚଷମା ବଣ୍ଟନ, ଜାନୁୟାରୀ ମାସ ପିଠା କ୍ୟାମ୍ପ୍ରେ ୫୮ହଜାରରୁ ଉର୍ଦ୍ଧଙ୍କୁ ମିଳିବ ଚଷମାଭୁବନେଶ୍ବର : ଆଜି ଠୁ ରାଜ୍ୟରେ ଆନୁଷ୍ଠାନିକ ଭାବେ!-->!-->!-->… Read More...
Odisha “ପିଠା” ପାଇଁ ପଞ୍ଚାୟତକୁ ପୁରସ୍କାର ଦେବେ ରାଜ୍ୟ ସରକାର OPA Jan 15, 2019 0ଭୁବନେଶ୍ବର : ପଞ୍ଚାୟତକୁ ପୁରସ୍କାର ଦେବେ ରାଜ୍ୟ ସରକାର । ପ୍ରତି ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତକୁ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦିଆଯିବ । ପୀଠା ଯୋଜନାରେ ଭଲ ପ୍ରଦର୍ଶନ କରିଥିବା ପଞ୍ଚାୟତକୁ!-->!-->!-->… Read More...