Bignews କାଳିଆ ଯୋଜନା ଦେଶର ସବୁଠାରୁ ବଡ ଯୋଜନା – ନବୀନ OPA Jan 15, 2019 0 ଭୁବନେଶ୍ବର : କାଳିଆ ଯୋଜନାକୁ ସାରା ଦେଶରେ ଏକ ଆଦର୍ଶ ଯୋଜନା ବୋଲି କହିଛନ୍ତି ନବୀନ। ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ଓଡିଶା କୃଷି କର୍ମଶାଳାରେ ଉଦବୋଧନ ଦେଇ ନବୀନ କାଳିଆ ଯୋଜନାକୁ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ !-->… Read More...
Odisha ବଲାଙ୍ଗୀରରେ ୧୫୪୫ କୋଟିର କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ OPA Jan 15, 2019 0 ବଲାଙ୍ଗୀର : ମୋଦିଙ୍କ ଫୋକସରେ ପଶ୍ଚିମଓଡିଶା । ୧୫୪୫ କୋଟିର ପ୍ୟାକେଜ୍ ନେଇ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗୀରରେ ପହଞ୍ଚିବା ପରେ ସରକାରୀ!-->… Read More...
Bignews ବିକାଶ ଅର୍ଥ ଖର୍ଚ୍ଚ ହୋଇ ପାରୁନି, ଶୋଇଛନ୍ତି ସରକାର : ମୋଦି OPA Jan 15, 2019 0 ବଲାଙ୍ଗିର : ମୋଦିଙ୍କ ଫୋକସରେ ଓଡିଶା। ବଲାଙ୍ଗିର ପଥରଚେପାରେ ଉଦବୋଧନ ଦେଇ ପୁଣି ବିକାଶର କଥା ଦୋହରାଇଛନ୍ତି ମୋଦି। ଗୋଟିଏ ମାସ ଭିତରେ ଓଡିଶାରେ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାମର ଆରମ୍ଭ ହୋଇଛି ବୋଲି ମୋଦି!-->… Read More...
Bignews ୧୧୭୨ ସ୍କୁଲର ଲକ୍ଷେ ୧୫ ହଜାର ଛାତ୍ର ଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ OPA Jan 14, 2019 0 ସବୁ ଓଡିଆ ମାଟି ମାକୁ ଭଲ ପାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ ହେଉଛି ସବୁ ଓଡ଼ିଆଙ୍କ ପ୍ରିୟ ସଙ୍ଗୀତ। ଏହା କେବଳ ଏକ ସଙ୍ଗୀତ ନୁହେଁ, ୪ କୋଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ।!-->!-->!-->… Read More...
Politics ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ: ଧର୍ମେନ୍ଦ୍ର OPA Jan 14, 2019 0 ଗଞ୍ଜାମ ଜିଲ୍ଲାର ବୁଗୁଡା ଓ ପାତ୍ରପୁରରେ ଜବାବ ମାଗୁଛି ଓଡିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀଭୁବନେଶ୍ୱର : ଓଡିଶାରେ ଦୁର୍ନୀତିର ଦାନବକୁ ଦାନାପାଣି ନବୀନ ବାବୁ ଦେଉଛନ୍ତି । ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର!-->!-->!-->… Read More...
Odisha ବାହାଘର ଶୋଭାଯାତ୍ରା ବେଳେ ମାଡିଗଲା ବୋଲେରୋ ୩ ମୃତ OPA Jan 14, 2019 0 ସୁନ୍ଦରଗଡ : ବାହାଘର ଶୋଭାଯାତ୍ରା ସମୟରେ ଏକ ଦୁଖଦ ଘଟଣା ଘଟିଛି । ରାସ୍ତା କଡରେ ଶୋଭାଯାତ୍ରା ଯାୁଥିବାବେଳେ ବୋଲେରୋ ମାଡିଯାଇ ସେଥିରେ ୩ ଜମଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ସୁନ୍ଦରଗଡରେ । ସୁନ୍ଦରଗଡ ଲେଫ୍ରିପଡା!-->… Read More...
Politics ଆଶ୍ରମସ୍କୁଲରେ ୮ମ ଶ୍ରେଣୀର ଛାତ୍ରୀ ମାଆ ହେବା ପ୍ରସଙ୍ଗ : ଯୋର ଧରିଲା ରାଜନୀତି OPA Jan 14, 2019 0 ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପିଭୁବନେଶ୍ୱର : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ ଘଟଣାକୁ ନେଇ ବିରୋଧୀ କିନ୍ତୁ ସନ୍ତୁଷ୍ଟ ନୁହନ୍ତି ।ବିଭାଗୀୟ!-->!-->!-->… Read More...
Odisha କାନ୍ଦୁଛି କୁଆଁରୀ ମା : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ OPA Jan 14, 2019 0 ୪ଜଣଙ୍କୁ ନିଲମ୍ବନ, ୬ଜଣଙ୍କୁ ବହିଷ୍କା. ୧୪ ଜଣଙ୍କୁ ବଦଳିକନ୍ଧମାଳ : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ । ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକ!-->!-->!-->… Read More...
Odisha କେନ୍ଦ୍ରାପଡା ସମଲିଙ୍ଗୀ ବିବାହ ଘଟଣା : ଦୁଇ ଯୁବତୀଙ୍କ ବୟାନ ଆମକୁ ଅଗଲା କଲେ ଆତ୍ମ ହତ୍ୟା କରିବୁ OPA Jan 14, 2019 0 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ ନୂଆ ମୋଡ ନେଇଛି । ଜଣେ ଯୁବତୀଙ୍କ ବାପା ଥାନାରେ ମାମଲା ରୁଜ୍ଜୁ କରିବା ପରେ ଆଜି ଦୁଇ ଯୁବତୀଙ୍କୁ ଡାକି କାଉନ ସେଲିଙ୍ଗ କରିଛି ପୋଲିସ । ପଟ୍ଟାମୁଣ୍ଡାଇ ଏସଡପିିଓ ଦୁଇ!-->… Read More...
Bignews ଧୋକାବାଜ ନବ ! ହାତ ପଛରୁ ଛୁରୀ ମାରି ବିଜେଡିରୁ ଲଢିବେ ନିର୍ବାଚନ OPA Jan 13, 2019 0 ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି - ନବଭୁବନେଶ୍ୱର : ବିଧାୟକ ନବ ଦାସ ଧୋକା ବାଜ । ତାଙ୍କ କଥା ଗୋଟେ କାମ ଆଉ ଗୋଟେ । ନିଜ ସ୍ୱାର୍ଥ ପାିଁ ସବୁ କରିପାରିବେ । ତାଙ୍କ କଥଆ ଓ!-->!-->!-->… Read More...