Bignews ଏବେ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟସେବାରେ ମାଗଣା ଚିକିତ୍ସା ସୁବିଧା OPA Jan 18, 2019 0 ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ମିଳିବ ମାଗଣା ସ୍ୱାସ୍ଥ୍ୟସେବାଭୁବନେଶ୍ୱର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି । ଏଣିକି ରାଜ୍ୟର ସମସ୍ତ ସରକାରୀ!-->!-->!-->… Read More...
More News ମୁଖ୍ୟମନ୍ତ୍ରୀଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ସମ୍ବର୍ଦ୍ଧନା OPA Jan 17, 2019 0 ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନିକଟରେ ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଦାବି କରିଆସୁଥିବା ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରକୁ!-->… Read More...
Odisha ନିପାଣିଆ ଡଙ୍ଗାବୁଡ଼ି ଘଟଣା : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା… OPA Jan 17, 2019 0 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ଠାରେ ଚଳିତ ମାସ ୨ ତାରିଖରେ ଡଙ୍ଗାବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ!-->… Read More...
Odisha ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣା : ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ OPA Jan 17, 2019 0 ଭୁବନେଶ୍ବର : ନୟାଗଡ ଓଡଗାଁ ସହରରେ ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା!-->… Read More...
Politics ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି : ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା OPA Jan 17, 2019 0 ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ!-->!-->!-->… Read More...
Odisha ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ OPA Jan 17, 2019 0 ପୁରୀ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ । ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ନେଇ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ!-->… Read More...
National ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ OPA Jan 17, 2019 0 ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାପଞ୍ଚକୁଲା : ଡେରା ସଚ୍ଚା ସଉଦା ରାମ ରହିମକୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଶୁଣାଇଛନ୍ତି!-->!-->!-->… Read More...
Bignews ଆକ୍ସନ ମୁଡରେ କଂଗ୍ରେସ : ନବ ଦାସଙ୍କ ଇସ୍ତଫା ଆଉ ବହିଷ୍କାର ପରେ ବିଧାୟକ ଯୋଗେଶ ସିଂହକୁ ନିଲମ୍ବନ OPA Jan 17, 2019 0 ଭୁବନେଶ୍ବର : ନବ ଦାସଙ୍କ ଇସ୍ତଫା ପରେ ଆକ୍ସନ ମୁଡରେ କଂଗ୍ରେସ । ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ। ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗରେ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଗତକାଲି ଶୃଙ୍ଖଳା କମିଟି!-->… Read More...
Politics ପଶ୍ଚିମ ଓଡିଶା ପଲିଟିକ୍ସରେ ଟ୍ୟୁଷ୍ଟ : ଏକାଠି ହେଲେ ନବ – କିଶୋର OPA Jan 17, 2019 0 ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀକୁ ଏକାଠି କଲେ ପ୍ରଣବ- ସଂଜୟଝାରସୁଗୁଡ଼ା : ପଶ୍ଚିମ ଓଡିଶା ପଲିଟିକ୍ସରେ ଟ୍ୟୁଷ୍ଟି । ଏକାଠି ହେଲେ ଦୁଇ ପାରମ୍ପରିକପ୍ରତିଦ୍ୱନ୍ଦୀ କିଶୋର- ନବ । ବିଜେଡି ଜିଲ୍ଲା ସଭାପତି କିଶୋରମହାନ୍ତି!-->!-->!-->… Read More...
Politics ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର କାଳିଆ ସମାବେଶ ସଜବାଜ OPA Jan 17, 2019 0 ଭୁବନେଶ୍ବର : ମୋଦିଙ୍କ ପରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଭୁବନେଶ୍ବରରେ ରାହୁଲଙ୍କ କାର୍ଯ୍ୟକ୍ରମ ବେଳେ ପୁରୀରେ କାଳିଆ ଯୋଜନା କାର୍ଯ୍ୟକ୍ରମରେ ଲକ୍ଷେ ଚାଷୀଙ୍କ ସମାବେଶ ଆୟୋଜନ!-->… Read More...