Odisha ଆଲବମ କୁଇନରୁ ମାତା,କ୍ୟାସେଟ କମ୍ପାନୀ ମାଲିକରୁ ବାବା,ଜାଣନ୍ତୁ କିଏ ଏହି ବାବା ମାତା କାହିଁକି ଚର୍ଚ୍ଚା OPA Jan 17, 2019 0 ଶେଷର ନାଗ ଉପରେ ବିରାଜିଛନ୍ତି ବାବା, ପଦ୍ମ ପାଖୁଡ଼ା ଉପରେ ବସିଛନ୍ତି ମାତା ମହାଲକ୍ଷ୍ମୀଜୟପୁର :ବାବା ଅନନ୍ତ କେଶରୀ ସମ୍ରାଟ୍ ବିଶ୍ବ ସୃଷ୍ଟିକର୍ତ୍ତା । ଶେଷର ନାଗ ଉପରେ ବିରାଜିଛନ୍ତି ବାବା । ଆଉ ପାଖରେ ପଦ୍ମ!-->!-->!-->… Read More...
Odisha ପାଗଳର ଆକ୍ରମଣରେ ୨ ମୃତ୍ୟୁ ୫ ଗୁରୁତର OPA Jan 17, 2019 0 ନୟାଗଡ : ମାନସିକ ବିକୃତର ଆକ୍ରମଣରେ ଦୁଇ ମୃତ , ୫ ଜଣ ଗୁରୁତର । ଦୁଇ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର । ପାଗଳର ଆକ୍ରମଣରେ ପୋଲିସ ବି ବର୍ତ୍ତି ନାହିଁ । ନୟାଗଡ ଓଡଗାଁରେ ଘଟିଥିବା ଏହି ଘଟଣା!-->… Read More...
Entertainment ହେଲେନଙ୍କ ‘ମୁଙ୍ଗ୍ଡ଼ା’ଗୀତରେ ନାଚିବେ ସୋନା OPA Jan 16, 2019 0 ମୁମ୍ବାଇ : ଫିଲ୍ମ ‘କଳଙ୍କ’ର ଶୁଟିଂରେ ବ୍ୟସ୍ତ ସୋନାକ୍ଷୀ ସିହ୍ନାଙ୍କ ପାଦ ଏବେ ତଳେ ଲାଗୁନାହିଁ । ଅଭିଷେକ ବର୍ମନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ସୋନାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ।!-->… Read More...
Odisha ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସିଡିପିଓ ସ୍ତରରେ ୯୩ ନୂଆ ପ୍ରୋଗ୍ରାମର ପଦବୀ ସୃଷ୍ଟି ହେବ OPA Jan 16, 2019 0 ଭୁବନେଶ୍ୱର : ରାଜ୍ୟର ଆଇସିଡିଏସ କାର୍ଯ୍ୟକୁ ଅଧିକ କ୍ରୀୟାଶୀଳ ଓ ସୃଙ୍ଖଳିତ କରିବାକୁ ସିଡିପିଓ ସ୍ତରରେ ୯୩ଟି ନୂଆ ପ୍ରୋଗ୍ରାମର ପଦବୀ ସୃଷ୍ଟି ହେବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା!-->… Read More...
Bignews ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ, ଏମସରେ ଭର୍ତ୍ତି, ୧୮ରେ ଓଡିଶା ଗସ୍ତ ବାତିଲ OPA Jan 16, 2019 0ଭୁବନେଶ୍ୱର : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ । ଅମିତ ଶାହ ସ୍ୱାଇନ ଫ୍ଲୁରେ ଆକ୍ରନ୍ତ ହୋଇଛନ୍ତି । ଚିକିସ୍ତା ପାଇଁ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ!-->!-->!-->… Read More...
Odisha କଏନ ଚୋରା ଚାଳଣ ପଛର ଗୁମର :୧ଟଙ୍କା କଏନରୁ ରୋଜଗାର୧୦ରୁ ୧୪ ଟଙ୍କା କେମିତି ? OPA Jan 16, 2019 0 ଭୁବନେଶ୍ୱର : କୋଲକାତାରୁ ଓଡ଼ିଶା ଚାଲାଣ ହେଉଥିବା ଏତେ ପରିମାଣର କଏନ୍ ଦେଖି ତାଜୁବ ହୋଇଯାଇଛନ୍ତି ଖୋଦ୍ ତଦନ୍ତକାରୀ ଟିମ୍ । ରାଜ୍ୟ ପୋଲିସ ବିଭାଗ ମଧ୍ୟ ଏହି କଏନ୍ କାରବାରର ରହସ୍ୟ ଖୋଜିବାକୁ ଚେଷ୍ଟା କରୁଛି । ତେବେ!-->… Read More...
Crime ମାଆକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ୭ବର୍ଷର ଶିଶୁକୁ ହତ୍ୟା କଲା ପ୍ରେମିକ OPA Jan 16, 2019 0 ବ୍ରହ୍ମୁପୁର : ମାଆକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ୭ବର୍ଷର ଶିଶୁକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା । ଜେରା ପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ । ଗଲା ୧୨ତାରିଖରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ସନାନନ୍ଦ!-->… Read More...
Odisha “କାଳିଆ” ପାଇଁ ୬୦ ଲକ୍ଷ ଆବେଦନକାରୀ OPA Jan 16, 2019 0 ଭୁବନେଶ୍ୱର: ସରିଲା “କାଳିଆ” ଆବେଦନ ତାରିଖ । ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା କାଳିଆ ଲାଗି ଆବେଦନ ଶେଷ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ଲାଗି ୬୦ଲକ୍ଷ ଲୋକ ଆବେଦନ!-->… Read More...
Politics କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ, ବିଜେଡିରେ ମିଶିବେ OPA Jan 16, 2019 0 ଭୁବନେଶ୍ବର : କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ । ପିସିସି କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି!-->… Read More...
Bignews ପ୍ରଶ୍ନ ପତ୍ର ଭାଇରାଲ ପରେ ବାତିଲ ହେଲାOTET ପରୀକ୍ଷା OPA Jan 16, 2019 0ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ କୁ ଚିଠି ଲେଖିଛନ୍ତି ବୋର୍ଡ କତୃପକ୍ଷକଟକ : ପ୍ରଶ୍ନପତ୍ର ଲିକ୍ ହେଲା । ଆଉ ସେଥିପାଇଁ ଆଜି ପ୍ରଥମ ସିଟିଂ ପରେ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାକୁ!-->!-->!-->… Read More...