ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ,ବଢିଲା ପାରିଶ୍ରମିକ ଓ ସହାୟତା

ଅବସର ବୟସସୀମା ୬୨କୁ ବୃଦ୍ଧି କଲେ ରାଜ୍ୟ ସରକାରଭୁବନେଶ୍ବର : ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ବଢିଲା ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ । ଅବସର ବେଳେ ପାଇବେ ସ୍ବତନ୍ତ୍ର ସହାୟତା ।…
Read More...

୨୬ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ମିଳିବ କାଳିଆ ଟଙ୍କା

ଭୁବନେଶ୍ବର : ୨୬ ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୬ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ଖାଦ୍ୟ ଓ ଯୋଗାଣମନ୍ତ୍ରୀ…
Read More...

ବିଜେପିକୁ ଟକ୍କର ଦେବାକୁ ୟୁପିରେ ଏସପି-ବିଏସପି ମହାମେଣ୍ଟ

ଏସପି -ବିଏସପି ମେଣ୍ଟ ସମାନ ସମାନ ୩୮-୩୮ଟି ଆସନରେ ଲଢିବେନୂଆଦିଲ୍ଲୀ : ୧୯ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ଉତ୍ତରପ୍ରେଦଶରେ ଏସପି-ବିଏସପି ମହାମେଣ୍ଟର ଘୋଷଣା। ୨୫ ବର୍ଷପରେ ବିଜେପି ବାଟ ଓଗାଳିବାକୁ ପୁଣି…
Read More...

ମଥୁରାନଗରୀରେ ଚାଲିଲା କଂସଙ୍କ ରାଜୁତି

ବରଗଡ଼ ଧନୁଯାତ୍ରା ଉଦ୍ଘାଟିତବରଗଡ଼ : ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏଥିସହ ମଥୁରାନଗରୀରେ କଂସଙ୍କ ରାଜତ୍ୱ ଆରମ୍ଭ ହୋଇଛି ।…
Read More...

ମ୍ୟାଲେରିଆ ହ୍ରାସ କରିବାରେ ଓଡିଶା ରେକର୍ଡ କରିଛି: ସ୍ୱାସ୍ଥ୍ୟମନ୍ତ୍ରୀ

୨୦୩୦ ପୂର୍ବରୁ ମ୍ୟାଲେରିଆ ଶୂନ୍ୟ ଓଡ଼ିଶାଭୁବନେଶ୍ୱର : ଓଡ଼ିଶାରେ ରେକର୍ଡ ପରିମାଣରେ ମ୍ୟାଲେରିଆ ହ୍ରାସ ପାଇଛି । ଏହି ରେକର୍ଡ ପରିମାଣ ହ୍ରାସ ପଛରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଓ ୪୭ ହଜାର ଆଶା କର୍ମୀଙ୍କ ଅକ୍ଳାନ୍ତ…
Read More...

ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ପଦରୁ ବିତାଡ଼ିତ ଆଇପିଏସ୍ ଅଧିକାରୀ ଅବଶେଷରେ ଇସ୍ତଫା ଦେଇଛନ୍ତି । ତାଙ୍କୁ ଗତକାଲି ସିବିଆଇ ନିର୍ଦ୍ଦେଶକ ପଦରୁ ବହିଷ୍କାର କରାଯାଇ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ…
Read More...

କୃଷି ଓଡ଼ିଶା ପାଇଁ ମାସ୍କଟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଲୋଗୋ ଉନ୍ମୋଚିତଭୁବନେଶ୍ୱର : କୃଷି ଓଡ଼ିଶା ପାଇଁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋଗୋ ଉନ୍ମୋଚନ କରିଛନ୍ତି । ସେହିଭଳି ଚଳିତ ବର୍ଷର କୃଷି ଓଡ଼ିଶାର ପ୍ରତୀକ ଭାବେ କନ୍ଦମୂଳ ମାସ୍କଟର…
Read More...

କ୍ୟାରେବିଆନ ଆଇଲେଣ୍ଡରେ ହନିମୁନ କରିବେ ପ୍ରିୟଙ୍କା- ନିକ

ମୁମ୍ବାଇ: ବାହାଘର ପରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଓ ତାଙ୍କ ବିଦେଶୀ ବର ନିକ ଏବେ ନିଜ ପାଇଁ ସମୟ ବାହାର କରିଛନ୍ତି । ପରିବାର ସହ ନୂଆ ବର୍ଷ ପାଳନ କରିବା ପରେ ଏବେ ଦୁହେଁ ହନିମୁନ ଟ୍ରିପରେ…
Read More...

ବଲାଙ୍ଗୀର ଗସ୍ତରେ ଆସି ଓଡିଶାକୁ ୧୫୫୦ କୋଟି କେନ୍ଦ୍ରୀୟ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସକ ଭିତରେ ତୃତୀୟ ଥର ଲାଗି ଓଡିଶା ଗସ୍ତରେ ଆସୁଛନ୍ତି । ୧୫ରେ ବଲାଙ୍ଗୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଅନେକ କେନ୍ଦ୍ରୀୟ…
Read More...

ଗରିବ ପରିବାରକୁ ମାଗଣା ୪ଟି ଏଲଇଡି ବଲବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ନୂଆ ଯୋଜନା ଅନୁସାରେ ସରକାର ପ୍ରତି ଘରେ ଏଲଇଡି ବଲବ ଜଳାଇବେ । ନୂଆଯୋଜନାରେ ରାଜ୍ୟ ସରକାର ପ୍ରତି ଗରିବ ପରିବାରକୁ ୪ଟି ଏଲଇଡି ବଲବ ମାଗଣା…
Read More...