ଚଳନ୍ତା କ୍ୟାବରେ ଅର୍ଧଉଲଗ୍ନ ହେଲେ ମହିଳା ଯାତ୍ରୀ, ତାପରେ କଣ କଲେ ଦେଖନ୍ତୁ ଭିଡିଓ

https://youtu.be/gGevM41VyL4ନୂଆଦିଲ୍ଲୀ : ଚଳନ୍ତା ଗାଡିରେ ଯାତ୍ରୀ ମାନଙ୍କୁ ଡ୍ରାଇଭର ମାନେ ଖରାପ ବ୍ୟବହାର କରିବା ସହ ଲୁଟ କରି ଛାଡି ଦେବାରଅଭିଯୋଗ ଅନକେ ସମୟରେ ହୋଇଥାଏ । ହଲେ ଏହାର ଓଲଟା ଘଟଣା ସାମ୍ମନାକୁ…
Read More...

ହଜାର ହଜାର ଦର୍ଶକଙ୍କ ଆଗରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କାହିଁକି ?

ନୂଆଦିଲ୍ଲୀ : ପଡିଆ ଚାରିପଟେ ହଜାର ହଜାର ଦର୍ଶକ । ହେଲେ ଦର୍ଶକଙ୍କୁ ଖାତିର ନାହିଁ । ପଡିଆକୁ ସିଧା ଦୈଡି ଦୈଡି ପସିଗଲେ ଗ୍ଲାମର କୁଇନ ଅନୁଷ୍କା ଶର୍ମା । ବିରାଟ ବି ପଡିଆରେ ଥିଲେ ତାଙ୍କ ପାଖକୁ ଯାଇ ଆଲିଙ୍ଗନ କଲେ ।…
Read More...

ଟ୍ରେଡ ୟୁନିଅନଗୁଡ଼ିକର ୨ ଦିନିଆ ବନ୍ଦ ଡାକରା ,କଂଗ୍ରେସ ଓ ବିଜେଡିର ସମ୍ମର୍ଥନ

ଭୁବନେଶ୍ବର : ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିଅନଗୁଡ଼ିକ। ତେବେ ଏହାକୁ ବାମ ସମର୍ଥିତ କୃଷକ ସଂଘ । ଦୁଇ ଦିନ ବନ୍ଦ। ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ କିନ୍ତୁ ସମର୍ଥନ କରୁଛନ୍ତି…
Read More...

କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି : ସବର୍ଣ୍ଣଙ୍କ ପାଇଁ ସରକାରୀ ଚାକିରିରେ ୧୦ % ସଂରକ୍ଷଣ

ଭୁବନେଶ୍ବର : ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ । ଉଚ୍ଚ ଜାତିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ଦେଇଛି ମଞ୍ଜୁରୀ। ପୂର୍ବରୁ ଏନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ତେବେ…
Read More...

ପିଲାଙ୍କ ମୁହଁ ଦେଖିବା ଆଗରୁ ଚାଲିଗଲା ବାପା ମବାବୀର

ସାତକୋଶିଆରେ ଚୁଆ ଜନ୍ମ ଦେଲା  ବାଘୁଣୀଅନୁଗୋଳ :  ଗତବର୍ଷ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ମହାବଳ ମହାବୀରର ମୃତ୍ୟୁ।  ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା…
Read More...

୨୫ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ,ଉପକୂଳ ଓଡିଶାରେ ହେବ ସମାବେଶ

ଭୁବନେଶ୍ବର : ଆସନ୍ତା ୨୫ରେ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ରାହୁଲଗାନ୍ଧୀ । ଦଳୀୟ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ରାହୁଲ । ରାଜ୍ୟରେ ୨୦୧୯ ନିର୍ବାଚନ ଲାଗି ବିଗୁଲ ଫୁଙ୍କିବେ ରାହୁଲଗାନ୍ଧୀ…
Read More...

ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ

କନ୍ଧମାଳ : ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ । କନ୍ଧମାଳ ଜିଲ୍ଲା କୋଟଗଡ଼ ଝରିଆପଦା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ କଲରାପତରିଆ ବାଘର ଗତିବିଧିକୁ ନେଇ ଲୋକେ ଆତଙ୍କିତ । କଲରାପତରିଆ ବାଘ ୨ଟି ବଳଦକୁ…
Read More...

୭୨ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ମାଟିରେ ଭାରତର ଇତିହାସନୂଆଦିଲ୍ଲୀ  :  ଅଷ୍ଟ୍ରେଲିଆ ମାଟିରେ ଭାରତର ଇତିହାସ । ୭୨ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ୧୯୪୭ପରେ ଯେବେଠୁ ଟିମ୍ ଇଣ୍ଡିଆ…
Read More...

ନିକିତା ମୃତ୍ୟୁ ରହସ୍ୟ : ପରିବାର ଅଭିଯୋଗ ପରେ ବଦଳିଲା ପୋଲିସର ତଦନ୍ତ ଦିଗ

ଛାତ ଉପରେ ସ୍ବାମୀ- ସ୍ତ୍ରୀଙ୍କ ଭିତରେ ହୋଇଥିଲା ଝଗଡାକଟକ : ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ ମାମଲାରେ ଆଜି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବ ପୋଲିସ। ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ…
Read More...

ଝାଡ଼ଖଣ୍ଡରେ ଓଡିଆ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

ରାଉରକେଲା : ଝାଡ଼ଖଣ୍ଡରେ ଓଡିଆ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତାଙ୍କ ପୁରୁଷ ବନ୍ଧୁ ଏବଂ ଅନ୍ୟ କିଛି ସହଯୋଗୀଙ୍କ ନାଁରେ ରାଉରକେଲା ଜିଆରପି ଥାନାରେ ପୀଡିତା ଛାତ୍ରୀ ଜଣକ ଅଭିଯୋଗ…
Read More...