Bignews ଜାନୁଆରି ୧୫ ଯାଏ ବଢ଼ିଲା କାଳିଆ ଯୋଜନା ଆବେଦନ ଅବଧି OPA Jan 9, 2019 0ଭୁବନେଶ୍ବର : ବଢ଼ିଲା କାଳିଆ ଯୋଜନା ଆବେଦନ ଅବଧି। କାଳିଆ ଯୋଜନାରେ ସାମିଲ ହେବା ଲାଗି ଚାଷୀମାନଙ୍କ ମଧ୍ୟରେ ବିଶେଷ ଆଗ୍ରହକୁ ଦେଖି ସରକାର ଆବେଦନ ତାରିଖ ବଢ଼ାଇଛନ୍ତି। ପୂର୍ବରୁ ଆବେଦନ ଅବଧି ଜାନୁଆରି!-->!-->!-->… Read More...
Politics ୨୫ରେ କଟକ ଆସିବେ ରାହୁଲ : ନିରଞ୍ଜନ OPA Jan 9, 2019 0 ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଦେବେ ଉଦବୋଧନକଟକ : ନିଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଆସନ୍ତା ୨୫ତାରିଖରେ କଟକ ଆସିବେ ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।!-->!-->!-->!-->!-->… Read More...
National ପୁଣି ଫେରିଲେ ଆଲୋକ, ସିବିଆଇ ନିର୍ଦ୍ଦେଶକ ଭାବେ ବର୍ମା ପୁନଃ ଅବସ୍ଥାପିତ OPA Jan 9, 2019 0 ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶନୂଆଦିଲ୍ଲୀ : ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।!-->!-->!-->… Read More...
National ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍ : ସବର୍ଣ୍ଣ ଙ୍କ ପାଇଁ କୋଟା OPA Jan 9, 2019 0 କୋଟା ପ୍ରସଙ୍ଗ ଓଡିଶା ରାଜନୀତିର ଗୋଟି ପାଲଟିବାକୁ ଯାଉଛିଭୁବନେଶ୍ବର : ସବର୍ଣ୍ଣ ଙ୍କ ପାଇଁ କୋଟା ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍ । ଜାତି ଆଧାରରେ ନୁହେଁ ବରଂ ଗରିବୀ ଆଧାରରେ କୋଟା ବ୍ୟବସ୍ଥା ଘୋଷଣା କରି !-->!-->!-->… Read More...
Crime ଖୋଲିଲା ମୃତ୍ୟୁ ରହସ୍ୟ : ସ୍ବାମୀ ସ୍ତ୍ରୀଙ୍କ ଠେଲାପେଲାରୁ ଯାଇଛି ନିକିତାଙ୍କ ଜୀବନ OPA Jan 8, 2019 0 କଟକ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଜେଲ୍ ଗଲେ ଅଭିଯୁକ୍ତ ସ୍ବାମୀ ଲିପନ୍ ସାହୁ । ପୋଲିସର ଜେରା ବେଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଠେଲାପେଲାରୁ ନିକିତା ଛାତରୁ ପଡ଼ିଯାଇଥିବା ସ୍ବୀକାର କରିଥିଲେ ଲିପନ୍ ।!-->… Read More...
Odisha ବାଘ ଘରେ କୁମ୍ଭିର ନାଟ,ତନାଘନା ଆରମ୍ଭ OPA Jan 8, 2019 0 ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀରଭୁବନେଶ୍ବର : ବାଘ ଖୁଆଡରେ କୁମ୍ଭୀର ନାଟ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀର । ଧଳା ବାଘ ସମ୍ରାଟ ଓ ରେଣୁକା!-->!-->!-->… Read More...
Politics ଚାଷୀ ପ୍ରସଙ୍ଗେର ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା କଂଗ୍ରେସ,କେନ୍ଦ୍ର ଓ ରାଜ୍ୟକୁ କଲା ଟାର୍ଗେଟ OPA Jan 8, 2019 0 ଭୁବନେଶ୍ବର : ଚାଷୀ ପ୍ରସଙ୍ଗରେ ପଛରେ ପଡିନି କଂଗ୍ରେସ । ଚାଷୀ ଓ ଚାଷ ପ୍ରସଙ୍ଗେର ରାସ୍ତାକୁ ଓହ୍ଲାଇଛି ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ମାରଣ ବୋଲି କଂଗ୍ରେସ କହିଛି । ଚାଷୀଙ୍କ ବିଭିନ୍ନ ଦାବି ନେଇ!-->… Read More...
Politics ଚାଷ ଓ ଚାଷୀ ପ୍ରସଙ୍ଗରେ ସଚିବାଳୟ ଘେରିଲା ବିଜେପି OPA Jan 8, 2019 0ଭୁବନେଶ୍ବର : ଭୁବନେଶ୍ବରରେ ଚାଷ ଓ ଚାଷୀ ରାସ୍ତାକୁ ଓହ୍ଲାଇଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କୁ ଧାନର ଉଚିତ ମୁଲ୍ୟ ନେଦବା, ମଣ୍ଡିରେ ଅବ୍ୟବସ୍ଥା, କଟନି ଛଟନି ବାହାନାରେ ଚାଷୀଙ୍କୁ ଠକେଇ ପ୍ରତିବାଦ!-->!-->!-->… Read More...
Bignews ଏମଏସପି ଦାବିରେ ଦିଲ୍ଲୀରେ ଗର୍ଜିଲା ବିଜେଡି, ରାଷ୍ଟ୍ରପତିଙ୍କୁ ଦେଲା ସ୍ମାରକ ପତ୍ର OPA Jan 8, 2019 0 ଦିଲ୍ଲୀ : ରାଜ୍ୟ ରାଜନୀତିରେ ଚାଷ ଓ ଚାଷୀ ପ୍ରସଙ୍ଗ ପହଁଚିଛି ଦିଲ୍ଲୀରେ । ଏମଏସପି ବୃଦ୍ଦି ଦାବିନେଇ ଦିଲ୍ଲୀରେ ବିଶାଳ ସମାବେଶ ଆୟୋଜନ କରି କେନ୍ଦ୍ର ସରକାଙ୍କୁ ଘେରିଛି ବିଜେଡି । ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ବିଜେଡି!-->… Read More...
Bignews ଧର୍ମଘଟ ପାଇଁ କାଲି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର OPA Jan 7, 2019 0 ଭୁବନେଶ୍ୱର : ଆସନ୍ତାକାଲି ଧର୍ମଘଟକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଉଭୟ ସ୍କୁଲ କଲେଜ କାଲି ବନ୍ଦ ରହିବ । ଏ ସମ୍ପର୍କରେ ରାଜ୍ୟ ସରକାର ଆଜି!-->… Read More...