Odisha ଟ୍ରକକୁ ପଛରୁ ପିଟିଲା କାର, ୫ ମୃତ OPA Jan 7, 2019 0 କେନ୍ଦ୍ରାପଡ଼ା : ଯାତ୍ରା ଦେଖା କାଳ ହେଲା, ଦୁର୍ଘଟଣା ନେଲା ୫ ଜୀବନ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶର ଅଁଳାବାଙ୍କ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗାଡିରେ ଥିବା ଅନ୍ୟଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି |!-->… Read More...
Politics ପିପିଲି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ : ନିଜ ନୈତିକତା ଦେଖନ୍ତୁ କେନ୍ଦ୍ରମନ୍ତ୍ରୀ-ବିଜେଡି OPA Jan 6, 2019 0 ଭୁବନେଶ୍ୱର : ପିପିଲି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ନୈତିକତାକୁ ଦେଖିବାର ଆବଶ୍ୟକତା ରହିଛି । ଅତୀତରେ ଅପରାଧୀମାନଙ୍କ ସହିତ ଶ୍ରୀ ପ୍ରଧାନଙ୍କ କୋଳାକୋଳିକୁ!-->… Read More...
Politics ଧର୍ମେନ୍ଦ୍ରଙ୍କୁ ଧମକ ! OPA Jan 6, 2019 0 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧମକ ଅଭିଯୋଗ । ନିଜେ କେନ୍ଦ୍ରମନ୍ତ୍ରୀ ଏହି ଅଭିଯୋଗ କରିଛନ୍ତି । ପିପିଲି ପିଡିତାଙ୍କ ପରିବାରକୁ ଭେଟି ଫେରିବାବେଳେ ତାଙ୍କୁ ଧମକ ମିଳିଥିବା ସେ ଗଣମାଧ୍ୟମରେ କହିଛନ୍ତି ।!-->… Read More...
Politics ୧୬ ନୁହେଁ ୧୫ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ OPA Jan 6, 2019 0 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖ ଦିନ ଦିନିକିଆ ଗସ୍ତରେ ବଲାଙ୍ଗୀର ଆସୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକ ବିରାଟ ଦଳୀୟ!-->… Read More...
Odisha କୁଡିଆକୁ ମାଡିଗଲା କାର ୨ ମୃତ,୧ ଗୁରୁତର OPA Jan 6, 2019 0 ରାୟଗଡ଼ା : ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଚେଭ୍ରୋଲେଟ୍- ସ୍ପାର୍କ ଗାଡ଼ି ସାକେଶଠାରେ ୩୨୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଉପରେ ମାଡ଼ିଯିବା ଯୋଗୁଁ ୨ଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡ଼ିଚାଳକ!-->… Read More...
Bignews ଶଶିଙ୍କୁ କୃଷି, ରମେଶଙ୍କୁ ପଞ୍ଚାୟତୀରାଜ ଓ ପାନୀୟ ଜଳଯୋଗାଣ ବିଭାଗର ଅତିରିକ୍ତ ଦାୟୀତ୍ବ OPA Jan 6, 2019 0 ଭୁବନେଶ୍ବର : ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇବାପରେ ତାଙ୍କ ଇସ୍ତଫା ପଦ୍ରକୁ ଗ୍ରହଣ କରିଛନ୍ତି ମୁଖଯମନ୍ତ୍ରୀ । ଏହା ସହ ପ୍ରଦୀପ ମହାରଥୀଙ୍କ ପାଖରେ ଥିବା ଗୁରୁତ୍ବ ପୂଣ୍ଣ ବିଭାଗ କୃଷି,ପଶୁପାଳନ ଓ ମତ୍ସ ସଂପଦ!-->… Read More...
Crime ବନ୍ଦ କୋଠରୀରେ ପୋଲିସ ଅଫିସରଙ୍କ ପୁଅର ମୃତ ଦେହ, ଜାଣନ୍ତୁ କଣ ଆତ୍ମହତ୍ୟାର କାରଣ OPA Jan 6, 2019 0 ମେ।ବାଇଲରେ ଗେମ୍ ଖେଳିବା ନେଇ ଅ।କଟ ? ନା ପାଠ ପଢାରେ ଅତ୍ୟଧିକ ଚାପ ? କେଉଁ କାରଣରୁ ଜୀବନ ହାରିଲା ସପ୍ତମ ଶ୍ରେଣୀର ଛାତ୍ର ଭୁବନେଶ୍ବର : କମିଶନରେଟ ପେ।ଲିସ ସ୍ପେସାଲ ସ୍କ୍ବାଡ ଏସିପି ସଞ୍ଜୀବ ଶତପଥୀଙ୍କ!-->!-->!-->… Read More...
Politics ଚାପ ନୁହେଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲି : ମହାରଥୀ OPA Jan 6, 2019 0 "ମୋ ପାଇଁ ଦଳରେ ଚାପ ନପଡୁ"ଭୁବନେଶ୍ବର : ମନ୍ତ୍ରୀ ପଦରୁ ଇସ୍ତଫାଦେବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜର ପତିକ୍ରିୟା ରଖିଛନ୍ତି । ସାମ୍ବାଦିକ ସମ୍ମଳନୀରେ ପ୍ରଦୀପ ମହାରଥୀ କହିଛନ୍ତି ନିଜ ନୈତିକତା ଦୃଷ୍ଟିରୁ!-->!-->!-->… Read More...
Bignews ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ OPA Jan 6, 2019 0 ପିପିଲି ଗଣ ଦୁଷ୍ମର୍ମ ମାମଲାରେ ଦୋଷୀ ଛାଡ ପାଇବା ପରେ ବିବାଦୀୟ ବୟାନ ଦେଇଥିଲେ ମହାରଥୀଭୁବନେଶ୍ବର : ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି । ପିପିଲି ଗଣଦୁଷର୍ମ ଏବଂ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ!-->!-->!-->… Read More...
National ସଂସଦରେ ପୁଣି ଆଖି ମାରି ଚର୍ଚ୍ଚାରେ ରାହୁଲ OPA Jan 6, 2019 0 ଚିକିତ୍ସା କରାଇନେବା ଦରକାର: ବିଜେପ ରାଫେଲ୍ ଆଲୋଚନାବେଳେ ସଂସଦରେ ଆଖିମାରିଲେ ରାହୁଲନୂଆଦିଲ୍ସଂଲୀ : ସଦରେ ରାହୁଲଙ୍କ ଆଖିମିଟିକା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲାବେଳେ ଚଳିତ ଶୀତ ଅଧିବେଶନରେ ଲୋକସଭାରେ ରାଫେଲ୍!-->!-->!-->… Read More...