Bignews ନିର୍ଭୟା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ ରିଖିଲେ ସୁପ୍ରିମକୋର୍ଟ OPA Jul 9, 2018 0 ଭୁବନେଶ୍ୱର : ସମଗ୍ର ଦେଶ ଓ ବିଶ୍ୱର ଚହଳ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସବୁ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମ୍କୋର୍ଟ ଆଜି କାଏମ ରଖିଛନ୍ତି । ହାଇକୋର୍ଟଙ୍କ ରାୟ… Read More...
Odisha ଲାଗିଲା କଟକଣା: ରଥଯାତ୍ରାରେ ସେବାୟତଙ୍କୁ ଭକ୍ତଙ୍କଠାରୁ ଦାନ ଦକ୍ଷିଣା ମନା OPA Jul 9, 2018 0 ଭୁବନେଶ୍ୱର : ଏଥର ରଥଯାତ୍ରାରେ ସେବାୟତଙ୍କୁ ଭକ୍ତଙ୍କଠାରୁ ଦକ୍ଷିଣା ନେବା ମନା । ରଥଯାତ୍ରା ସମୟରେ ସେବାୟତମାନେ କୌଣସି ଦାନ ଦକ୍ଷିଣା ଭକ୍ତଙ୍କଠାରୁ ନେଇ ପାରିବେ ନାହିଁ । ଭକ୍ତ କିଛି ଦକ୍ଷିଣା ଦେବାକୁ ଚାହିଁଲେ ତାହା… Read More...
Odisha କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ପରେ ବଢିଲା ଚିନାବାଦାମ କ୍ରୟର ସରକାରୀ ସମୟ ସୀମା OPA Jul 9, 2018 0 ଭୁବନେଶ୍ୱର : ରାଜ୍ୟର ଚିନାବାଦାମ ଚାଷୀ ମାନେ ଆଗାମୀ ୧୯ ତାରିଖ ଯାଏ ମାର୍କଫେଡକୁ ଚିନାବାଦାମ ବିକ୍ରୀ କରି ପାରିବେ । ଚାଷୀ ମାନଙ୍କ ଠାରୁ ଚିନାବାଦାମ କିଣିବା ପାଇଁ ଶେଷ ତାରିଖକୁ ବଢାଇବା ପାଇଁ କେନ୍ଦ୍ର ମନ୍ତ୍ରୀ… Read More...
Crime ଆତ୍ମା ବଖାଣିଲା ହତ୍ୟା କାହାଣୀ : ସ୍ରୀ ଦେହରେ ସ୍ୱାମୀ ଆତ୍ମା କହଲା ବାକିଟଙ୍କା ମାଗିବାରୁ ମାରିଦେଲେ,ମାମଲା ରୁଜ୍ଜୁ… OPA Jul 9, 2018 0 କେନ୍ଦ୍ରାପଡା : ଆତ୍ମା ବଖାଣିଲା ମୃତ୍ୟୁ କାହାଣୀ । ବାକି ଟଙ୍କା ମାଗିବାରୁ କିପରି ମିଳିମିଶା ମାରିଦେଲେ । ଖାଲି ମାରିଦେଲେନି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଦେଲେ । କାଳେ ଧରାପଡିଯିବେ ସେଥିଲାଗି ସହଯୋଗକରି ଶବ ଦାହ ବି… Read More...
Crime ସେକ୍ସ ରାକେଟରେ ସେଲିବ୍ରେଟି : ସପ୍ତାହକୁ ଲକ୍ଷେ ଟଙ୍କା ଚୁକ୍ତିରେ ଆସୁଥିଲେ ହିରୋଇନ,ଗ୍ରାହକଙ୍କ ପିଛା ୨୦ ହଜାର… OPA Jul 9, 2018 0 ହାଇଦ୍ରାବାଦ : ସେକ୍ସ ରାକେଟରେ ହିରୋଇନ । ପରଦାରେ ରୋମାନ୍ସ କରୁଥିବା ଏହି ହିରୋଇନ ମାନେ ରିଅଲ ଲାଇଫରେ ବି ରୋମାନ୍ସ କରି କମାଉଥିଲେ ମୁଠା ମୁଠା ଟଙ୍କା । ସେକ୍ସ ର୍ୟାକେଟ ସହ ମିଶିଥିଲା ଗ୍ଲାମର ଓ ସେଲିବ୍ରେଟି ମାନେ ।… Read More...
Crime ଦଶମ ଶ୍ରେଣୀର ପ୍ରେମିକାକୁ ଚିଠି ନଦେବାରୁ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ପେଟ୍ରୋଲ ଢାଳି ପୋଡିଦେଲା ଦ୍ୱାଦଶ ଶ୍ରେଣୀର… OPA Jul 8, 2018 0 ହାଇଦ୍ରାବାଦ : ପ୍ରେମିକାକୁ ଚିଠି ନଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ତା ନିଜ ସ୍କୁଲର ୮ମ ଶ୍ରେଣୀରେ ପଢୁଥିବା ଜଣେ ଜୁନିୟର ଛାତ୍ରକୁ ଜିଅନ୍ତା ଜାଳି ଦେଇଛି । ଆନ୍ଧ୍ରପ୍ରଦେଶରେ ଘଟିଥିବା ଏହି ଘଟଣା କେବଳ ଆନ୍ଧ୍ର… Read More...
National ମାଲାୟଲମ ଭାଷାଭାଷୀ ମାନଙ୍କର କଠିନ ପରିଶ୍ରମ ପାଇଁ ଦେଶ ବିଦେଶରେ ସ୍ୱତବ ସ୍ଥାନ ସୃଷ୍ଟି କରି ପାରିଛନ୍ତି –… OPA Jul 8, 2018 0 ଭୁବନେଶ୍ୱର : ମାଲାୟଲମ ଓ ଓଡିଆ ସଂସ୍କୁତି ମଧ୍ୟରେ ବହୁତ ସମାନତା ରହିଛି । ସେ ସାଂସ୍କୁତିକ କ୍ଷେତ୍ର ହେଉ ଅବା ଧାର୍ମିକ ଅଥବା ସାମାଜିକ ଚାଲିଚଳଣୀ ସବୁକ୍ଷେତ୍ରରେ ଆମର ସାମଞ୍ଜସ୍ୟ ରହିଛି । କେରଳର ମାଲାୟଲମ ଭାଷାଭାଷୀ… Read More...
More News ବଢିବ ରାଜ୍ୟ କଂଗ୍ରେସ ସେବାଦଳର କଳେବର ,କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ-ନିରଞ୍ଜନ OPA Jul 8, 2018 0 ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ଓ… Read More...
Entertainment କାହିଁକି କ୍ୟାଟ୍ରିନାଙ୍କୁ ଡରିଲେ ସେ।ନାକ୍ଷୀ ? OPA Jul 8, 2018 0 ମୁମ୍ବାଇ : ବଲିୟଡ ବିୟୁଡି ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସେ।ନାକ୍ଷୀ ଡରିଲେ । ତାହା ପୁଣି ଜିମରେ ୱାର୍କ ଆଉଟ ବେଳେ। ଏମିତି ଖବର ଏବେ ବଲିଡରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ସେ।ନାକ୍ଷୀ କାହାକୁ ଡରିଲେ ତାହା ହିଁ ହେଉଛି… Read More...
Odisha ସର୍ଗଦ୍ବାରରେ ଭଉଣୀଙ୍କ ଶେଷକୃତ୍ୟ ପରେ ସଂହଦ୍ବାର ଆଗରେ ମୁଣ୍ଡିଆ ମାରୁ ମାରୁ ଟଳି ପଡିଲେ ଭାଇ OPA Jul 8, 2018 0 ଭୁବନେଶ୍ବର : ଭଉଣୀଙ୍କ ମୃତ୍ୟୁ ପରେ ଶେଷ କୃତ ପାଇଁ ସ୍ବର୍ଗ ଦ୍ବାର ଆସିଥିଲେ ଭାଇ । ସ୍ବର୍ଗଦ୍ବାରରେ ଶେଷକୃତ୍ୟ ପରେ ସିଂହଦ୍ବାର ପାଖରେ ମୁଣ୍ଡିଆ ମାରୁ ମାରୁ ଟଳି ପଡିଲେ । ଏମିତି ଅଭାବନିୟ ଘଟଣା ଘଟିଛି ପୁରୀ ସିଂହ ଦ୍ବାର… Read More...