Crime ସମ୍ବଲପୁର ଶାସନ ଗାଁରେ ଗଣଦୁଷ୍କର୍ମର ଶିକାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ OPA May 24, 2018 0 ସମ୍ବଲପୁର : ସମ୍ବଲପୁର ଶାସନ ଗାଁରେ ଗଣଦୁଷ୍କର୍ମର ଶିକାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଘର ମଝିରେ ଝୁଲନ୍ତା ଅବସ୍ଥାରେ ପୀଡ଼ିତାଙ୍କ ମୃତ ଦେହ ମିଳିଛି। ପୋଲିସ୍ ମୃତଦେହ ଜବତ କରି, ପରିବାରକୁ ହସ୍ତାନ୍ତର କରିଛି ।… Read More...
Odisha ରେକର୍ଡ ଭାଙ୍ଗୁଛି ତେଲ ଦର : ଭାଟ ଛାଡକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁ ମୁହିଁ OPA May 24, 2018 0 ଭୁବନେଶ୍ବର : ସବୁଦିନ ରେକର୍ଡ ଭାଙ୍ଗୁଛି ତେଲ ଦର । ଲୋକେ ତ୍ରାହି ତ୍ରାହି ଡାକିଲେଣି, ହେଲେ ଟିକସକୁ ହିସାବ ଛିଣ୍ତୁନି। ରାଜ୍ୟ ସରକାର ଭାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି କି କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ଛାଡ… Read More...
Odisha ଫୁଟବଲ୍ ଭଳି ଗଡ଼ାଇ ହାତୀ ଛାଡ଼ି ପଳାଇଲା, ବଞ୍ଚି ଗଲେରଘୁନାଥ OPA May 24, 2018 0 ଗଞ୍ଜାମ : ଗାଁ ଭିତରେ ପଶିଲେ ହାତୀ । ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ତେବେ ଗାଁ ପିଲାଏ ସେମାନଙ୍କୁ ରଗେଇ ଦେବାକୁ ଜଣଙ୍କୁ ଆକ୍ରମଣ କରିଛି ଗୋଟେ ହାତୀ । ଗ୍ରହ ତେଜ୍ ବା ହାତୀର ମୁଡ୍, ଦମେ ଫୁଟବଲ୍ ଭଳି ଗଡ଼ାଇବା ପରେ ହାତୀ… Read More...
Politics ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା : ବିଜେଡ଼ି OPA May 23, 2018 0 ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଅଣାୟତ ହୋଇପଡ଼ିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ଆଜି… Read More...
Politics ପଂଚମ ଦିନରେ ବିଜେପି ମହିଳା ସୁରକ୍ଷା ଯାତ୍ରା, ନାରୀମାନେ ନିଜର ଅଧିକାର ପାଇଁ ପ୍ରତିବାଦ କରନ୍ତୁ-ମହିଳାମୋର୍ଚ୍ଚା OPA May 23, 2018 0 ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା… Read More...
Odisha କୂଅରୁ ଉଦ୍ଧାର ହେଲେ ମା ଓ ୨ ଛୁଆ ଭାଲୁ OPA May 23, 2018 0 ନବରଙ୍ଗପୁର : ପାକଲା ଆମ୍ବ ଖାଇବାକୁ ତୋଟାକୁ ଆସିଥିଲେ । ଦୁଇ ଛୁଆଙ୍କୁ ଧରି ରାତିରେ ଆସିଥିଲା ମାଆ ଭାଲୁ । ହେଲେ ଆମ୍ବ ଖାଇଛନ୍ତି କି ନାହିଁ, କୂଅରେ ପଡ଼ିଗଲେ ମାଆ, ଛୁଆ ତିନିଟା ଯାକ । ସକାଳ ଯାଏଁ କୂଅ ଭିତରେ ବହେ… Read More...
National ତୁତିକୋରିନ୍ରେ ପୁଣି ହିଂସା ,ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ OPA May 23, 2018 0 ତାମିଲନାଡୁ : ତୁତିକୋରିନ୍ରେ ଆଜି ପୁଣି ହିଂସା । ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଆହତ ହୋଇଛନ୍ତି । ବେଦାନ୍ତର କପର୍ କମ୍ପାନୀ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ଗତକାଲି… Read More...
Odisha ସଟଲ ଟ୍ରେନ ଉପରେ ଛିଣ୍ଡି ପଡିଥିଲା ୩୩କେଭି ବିଦ୍ୟୁତ ତାର, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରେନ ଯାତ୍ରୀ OPA May 23, 2018 0 ଭୁବନେଶ୍ୱର : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରାୟ ଦୁଇ ହଜାର ଟ୍ରେନ ଯାତ୍ରୀ । ପୁରୀରୁ ଆସୁଥିବା ସଟଲ ଟ୍ରେନ ଉପରେ ଛିଣ୍ଡି ପଡିଥିଲା ୩୩କେଭି ବିଦ୍ୟୁତ ତାର । ଲିଙ୍ଗରାଜ ଷ୍ଟେସନଠାରୁ ଦୁଇ କିଲୋମିଟର ଦୂରରେ… Read More...
Odisha ଜୁନ ୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା OPA May 23, 2018 0 ଭୁବନେଶ୍ୱର : ଆସନ୍ତାଜୁନ୍ ୨୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ।୨୨ତାରିଖରୁ ପରୀକ୍ଷା ଆରମ୍ଭ ହୋଇ୨୯ତାରିଖରେ ଶେଷହେବ ।ପରୀକ୍ଷା ପାଇଁଗୁରୁବାରଠାରୁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହୋଇ… Read More...
Politics ଶପଥ ନେଲେ କୁମାରସ୍ବାମୀ : ଏକାଠି ହେଲେ ମୋଦି ବିରୋଧୀ ଯୋଗ ଦେଲେନି କେସିଆର୍ ଏବଂ ନବୀନ OPA May 23, 2018 0 ଭୁବନେଶ୍ବର : କୁମ୍ରାସ୍ବାମୀଙ୍କ ଶପଥ ସମାରୋହରେ ମୋଦି ବିରୋଧୀ ମେଳି । ୧୯ ବେଳକୁ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ଜୋରଦାର୍ ପ୍ରୟାସ । କଂଗ୍ରେସ ସମେତ ସବୁ ଆଞ୍ଚଳିକ ଦଳର ହେବିୱେଟ୍ କରିଛନ୍ତି ଶକ୍ତି ପ୍ରଦର୍ଶନ । କିନ୍ତୁ… Read More...