ବିଜେଡିରେ ଘର ବାହୁଡା : ରଘୁ ପରେ କିଏ ?

ଭୁବନେଶ୍ବର: ଘର ସଜାଡିବା ଆରମ୍ଭ କଲାଣି ବିଜେଡି  । ୨୦୧୯ ପୂର୍ବରୁ ଦଳର ସ୍ଥିତିକୁ ମଜଭୁତ କରିବାକୁ କିଛି ଦଳଛଡା ଓ ଦଳରୁ ବିଦା ହୋଇଥିବା ନେତା ବିଜେଡିକୁ ଫେରିବେ । ତେବେ କିଏ ଫେରିଲେ ଦଳ ଲାଭରେ ରହିବ ସେନେଇ କେସ୍ ଟୁ…
Read More...

ଆଇନଜୀବୀମାନେ ଅବହେଳିତଙ୍କୁ ନ୍ୟାୟ ଦେବା ସହ ଗରିବର ସ୍ୱର ହୁଅନ୍ତୁ : ରାଷ୍ଟ୍ରପତି

କଟକ: ଆଇନଜୀବୀମାନେ ଅବହେଳିତଙ୍କୁ ନ୍ୟାୟ ଦେବା ସହ ଗରିବର ସ୍ୱର ହୁଅନ୍ତୁ। ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦେଶର ଚିତ୍ର ବଦଳାଇଛନ୍ତି। ନ୍ୟାୟ ପ୍ରଦାନରେ କୋର୍ଟଙ୍କୁ ସାହାଯ୍ୟ କରିବା ଓକିଲଙ୍କ ଦାୟିତ୍ୱ ବୋଲି ଆଜି ରାଷ୍ଟ୍ରପତି…
Read More...

ଆନନ୍ଦ ଭବନ ବିଂଗ୍ୟାପନରେ ରାଷ୍ଟ୍ରପତିଙ୍କ ଫଟୋ ନଥିବା କୁ ନେଇ ଆପତ୍ତି ଉଠାଇଲା ବିଜେପି

କଟକ: ରାଷ୍ଟ୍ରପତିଙ୍କ ଆନନ୍ଦ ଭବନ ଉଦଘାଟନ ଲାଗି ଖବର କାଗଜରେ ବିଂଗ୍ୟାପନ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ବିଂଗ୍ୟାପନରେ ରାଷ୍ଟ୍ରପତିଙ୍କ ଫଟୋ ନଥିବା ନେଇ ଆପତ୍ତି ଉଠାଇଛି ବିଜେପି ।    ଓଡିଆ  ଭାଷା …
Read More...

ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି

କଟକ: ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ…
Read More...

ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି

କଟକ: ଐତିହାସିକ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭାରତୀୟ ସ୍ବାଧୀନତା ସଂଗ୍ରାମ ସମୟରେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ…
Read More...

ଗୁମୁଡୁମାହା ଗୁଳିକାଣ୍ଡ ଘଟଣା: ରିପୋର୍ଟ ଦାଖଲ କଲେ  ତଦନ୍ତ କମିଶନ

ଭୁବନେଶ୍ବର : ବହୁଚର୍ଚ୍ଚିତ ଫୁଲବାଣୀ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ତଦନ୍ତ କମିଶନ ଶନିବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟ ଗୃହ ବିଭାଗକୁ ଜନାବ ମହମ୍ମଦ ଅଜମଲଙ୍କ ତଦନ୍ତ କମିଶନ ରିପୋର୍ଟ…
Read More...

ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ, ୬୬ ଯାତ୍ରୀ  ମୃତ୍ୟୁ

ଭୁବନେଶ୍ବର  :  ଇରାନ୍ ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ । ୬୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ଆଜି ଅପରାହ୍ନରେ ଏହି ବିମାନଟି ତେହରାନ୍ ରୁ ୟାସୁଜ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି…
Read More...

ବିଜେପୁରରେ ଜବତ ୪୦ ଲକ୍ଷ ୫୦ ହଜାର ଟଙ୍କା କାହାର? ବିଜେଡି- ବିଜେପି ଅଠାବୋଳା ବୋଳି

ଭୁବନେଶ୍ବର, ବିଜେପୁର ଉପନିର୍ବାଚନରେ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ ପରେ ଗତକାଲି ପୁଣି ଜବତ ହୋଇଛି ୪୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଘଟଣାକୁ ନେଇ ଉଭୟ ବିରୋଧୀ ପରସ୍ପର ଉପରେ ଆରୋପ…
Read More...

୬ଦାବିକୁ ସମ୍ମତି : ଆନ୍ଦେ।ଳନରୁ ଓହରିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ବର : ୧୦ ଦିନ ପରେ ଆନ୍ଦେ।ଳନରୁ ଓହରିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ମାର୍ଚ ୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା  ଆନ୍ଦେ।ଳନ। ସଚିବାଳୟରେ ଉଭୟ ଶିକ୍ଷା ବିଭାଗ ଏବଂ ମିଳିତ ମଞ୍ଚର ଏକ…
Read More...

ଶାଶୁ ବୋହୁ କଳିରୁ ଅଘଟଣ : ଶାଶୁର ଅବସ୍ଥା ସଂଙ୍କଟାପନ୍ନ, ୧୦ମାସର ନାତୁଣୀ  ଗୁରୁତର

ଢେଙ୍କାନାଳ : ଶାଶୁ ବୋହୁ କଳିରୁ ଘଟିଛି ଅଘଟଣ ।  ଆଉ ଏହି ଅଭାବନୀୟ ଘଟଣା ସୃଷ୍ଟି କରିଛି କରୁଣ ପରିଣତି ।  କିରୋସିନ ନିଆଁରେ ଗୋଟିଏ ପରିବାରର ଶାଶୁର ଅବସ୍ଥା ସଂଙ୍କଟାପନ୍ନ ହୋଇପଡିଥିବା ବେଳେ ବୋହୁ ସମେତ ୧୦ମାସର ନାତୁଣୀ  …
Read More...