ତୋଗାଡିଆଙ୍କ ଇମୋସନାଲ ଲେଟର

ଭୁବନେଶ୍ବର : ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କୁ କାହóକି ଭେଟିବାକୁ ଚାହୁଁଛନ୍ତି ଭିଏଚପିର ପ୍ରବୀଣ ତୋଗାଡିଆ। ପ୍ରଧାନମନ୍ରୀ ମୋଦିଙ୍କ ନାଁରେ କି ଇମୋସନାଲ ଚିଠି ଲେଖିଛନ୍ତି ତୋଗାଡିଆ। ୟୁି ଓ ବିହାର ଉପ ନିର୍ବାଚନରେ…
Read More...

ଶଙ୍ଖ ଧରିବେ ହାତ ବିଧାୟକ ନବ ଦାସ

ଝାରସୁଗୁଡା : ଝାରସୁଗୁଡା ବିଧାୟକ ନବ ଦାସ ଶଙ୍ଖ ଫୁଙ୍କିବାକୁ ସଜବାଜ ହେଉଥିବା ଇଶାରା ଦେଲେଣି ା ନିକଟରେ ଝାରସୁଗୁଡାରେ ବିଜୁ ଏକ୍ସପ୍ରେସ୍ େଓ୍ବ ଉଦ୍ଘାଟନୀ ସମାରୋହରେ ନବ ବାବୁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ…
Read More...

ଆବାସ ନାଁରେ ଅୟସ: ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର େଯାଜନାରେ ଦୁର୍ନୀତି

ରାୟଗଡ଼ା : ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର େଯାଜନାରେ ଦୁର୍ନୀତି ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଦ୍ର୍ଧେଶ ପରେ ସାରା ରାଜ୍ୟରେ ଭିଜିଲାନ୍ସ ତନାଘନା ତଦନ୍ତ ଚଳାଇଛି। ରାୟଗଡ଼ା ଜିଲ୍ଲାରେ ମଧ୍ଯ ଇନ୍ଦିରା ଆବାସ େଯାଜନାରେ…
Read More...

ବଢୁଛି ବୈଜୟନ୍ତଙ୍କ ଅଡୁଆ

କେନ୍ଦ୍ରାପଡ଼ା : ବିଜେଡିରୁ ତଡା ଖାଇବା ପରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଓରଫ ଜୟ ପଣ୍ଡାଙ୍କ ଲାଗି ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି। ବୈଜୟନ୍ତଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏବେ ସମସ୍ତେ ତାଙ୍କୁ ଘେରିବା…
Read More...

ନୟାଗଡ ଛାଡିବେ ଅରୁଣ !

ଭୁବନେଶ୍ବର : ରୋଚକ ମୋଡରେ ନୟାଗଡ ରାଜନୀତି। ଏଠାରେ ନେତାଙ୍କୁ ଘାରିଛି ଛାୟା ଭୟ। େଯଉଁଥି ାଇଁ ନେତାମାନେ ଏବେ ପରସ୍ପରକୁ ରାଜନୈତିକ ସ୍ତରରେ ସନ୍ଦେହ କରିବା ଆରମ୍ଭ କଲେଣି। ବିଧାୟକ ଅରୁଣ ସାହୁ ଏଥିରେ ଘାରି ହେଉଥିବା…
Read More...

ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା ।…
Read More...

ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା ।…
Read More...

ICT-IOC ଓ SDI ,ଭୁବନେଶ୍ୱରର ୨ଟି ଅନୁଷ୍ଠାନ ଓଡିଆ ଯୁବପୀଢୀଙ୍କ ରୋଜଗାର ଓ ଉଦ୍ୟମୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ…

ଭୁବନେଶ୍ବର:ଆଇଆଇଟି ଭୁବନେଶ୍ବରର ସମାବର୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଆଇସିଟି) ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାµସର ଶୁଭ ଉଦଘାଟନ ଓ ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ (ଏସଡିଆଇ)…
Read More...

ଆଇଆଇଟି ଷଷ୍ଠ ସମାବର୍ତ୍ତନ ଉତ୍ସବ: ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରାକୁ ସାକାର କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ…

ଭୁବନେଶ୍ୱର: ଭୁବନେଶ୍ୱର ଅରଗୁଳ କ୍ୟାମ୍ପସ ଠାରେ ଆଇଆଇଟି ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଆଇଆଇଟି ଛାତ୍ରଛାତ୍ରୀ ମାନଙ୍କୁ ସମାଜ ସେବା କରିବା ସହ ଛାତ୍ରଛାତ୍ରୀମାନେ…
Read More...

ଗେଟ୍ ୨୦୧୮: ଅଲ୍ ଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ ଜ୍ୟୋତିରଞ୍ଜନ

ଭୁବନେଶ୍ୱର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି…
Read More...