ସିମ୍ବକ୍ସ ଫେକ୍ ଆଇଏସଡି କଲ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର:ବ୍ରହ୍ମପୁରରୁ ଫେକ୍ ଆଇଏସଡି କଲ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ସିମ୍ବକ୍ସ ଲଗାଇ ଆଇଏସଡି କଲ ଟ୍ରାଫିକିଂ କରୁଥିବା ଏକ ଗୋଷ୍ଠୀକୁ ଧରାଯିବା ପରେ ଏନେଇ ତନାଘନା ଜୋର ଧରିଛି। ଏହି ଗୋଷ୍ଠୀର ଦେଶ ବିଦେଶର…
Read More...

ପୁଣି ଭର୍ତ୍ତୃହରିଙ୍କ ସ୍ତମ୍ବ : କାହାକୁ ବୁଝାଉଛନ୍ତି ସାଂସଦ,ବୁଝିବ କିଏ ?

ଭୁବନେଶ୍ବର:ବିଜେପି ସହିତ ବିଜେପି ସାଲିସ କରୁ। ଜାତୀୟ ସ୍ତରରେ ବିଜେପିର ହାତ ଛାଡିଥିବା ଦଳ ବିଜେପିର ହାତ ଧରିଲେଣି। ଜାତୀୟ ସମୀକରଣ କଥା ଟିକେ ମୁଖିଆ ବୁଝନ୍ତୁ ବୋଲି ବୁଲେଇ ବଙ୍କେଇ ଲେଖିଛନ୍ତି ଭର୍ତ୍ତୃହରି।…
Read More...

ଟମୋଟ ଦର ୮୦ ପଇସାରୁ ୮୦ ଟଙ୍କା :ଦର ନିୟନ୍ତ୍ରଣକୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ

ଭୁବନେଶ୍ବର:କେତେବେଳେ ଅଭାବି ବିକ୍ରି ତ ପୁଣି କେତେବେଳେ ଚଢାଦର । ୮୦ ପଇସା କିଲୋରୁ ଟମାଟୋ ଦର ୮୦ ଟଙ୍କାରେ ପହିଁଚିଛି । ଏହାକୁ ନେଇ ଏବେ ଖାଉଟିଙ୍କ ଭିତରେ ଅସନ୍ତୋଷ । ହେଲେ ସରକାରଙ୍କ ଦୁଇ ବିଭାଗ ଦୋଷ ଲଦୁଛନ୍ତି। ଦର…
Read More...

ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ:୨୦୦ ମିଟରେ ନିରାସ କଲେ ଓଡିଆ ଖେଳାଳି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ ତମ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପର ଶେଷ ଦିନରେ ଓଡ଼ିଆ ଖେଳାଳି ଦର୍ଶକଙ୍କୁ ନିରାଶ କରିଛନ୍ତି। ୨୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ପଦକ…
Read More...

ଧରା ପଡିଲା ନିଆଳିର କଲିଜା ଖିଆ ଜନ୍ତୁ ,ପାରିଲାନି ବନ ବିଭାଗ, ଗୋଟିଏ ଧରିଲେ ଗାଁ ଲୋକେ ଖସିଗଲେ ୪

ନିଆଳି: ନିଆଳିରେ ଆତଙ୍କ ଖେଳାଇଥିବା ଅଜଣା ଜନ୍ତୁ ଧରାପଡିଛି । ମେଣ୍ଢା ମାରି ଆତଙ୍କ ମଚାଇଥିବା ଅଜଣା ଜନ୍ତୁର ପାଦ ଚିହ୍ନ ସହ ଧରାପଡିଥିବା ଜନ୍ତୁର ପାଦଚିହ୍ନ ମିଶୁଛି।ହେଲେ ଏହି ଜନ୍ତୁ କଣ ତାହା ଜଣା ପଡିନି । ଡିହସିଠାଳ…
Read More...

ହକି ତାରକା ପ୍ରବୋଧ ତିର୍କୀ-ପୋଲିସ ବଚସା ଘଟଣା : ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ବର:ହକି ତାରକା ପ୍ରବୋଧ ତିର୍କୀ-ପୋଲିସ ବଚସା ଘଟଣା ଭିନ୍ନ ମୋଡ ନେଇଛି ।ଓଡିଶାର ଗର୍ବ ଭାରତୀୟ ଦଳର ପୂର୍ବତନ କ୍ୟାପଟେନକୁ ପୋଲିସର ଦୁର୍ବ୍ୟବହାରକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଘଟଣାରେ ପତିକ୍ରିୟା…
Read More...

ଗଣମାଧ୍ୟମରେ ଘଟଣା ବଖାଣିଲେ ହକିଷ୍ଟାର ପ୍ରବୋଧ: ପରିଚୟ ଜାଣିବି ଠେଲା ପେଲା କଲା ପୋଲିସ,ଦୁର୍ବ୍ୟବହାରରେ କାନ୍ଦି…

ଭୁବନେଶ୍ବର: ହକିଷ୍ଟାର ପ୍ରବୋଧ ତିର୍କୀ ଓ ପୋଲିସ ବଚସା ପ୍ରସଙ୍ଗରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ପ୍ରବୋଧ ତିର୍କୀ । ଗତ କାଲିର ଘଟଣାକୁ ଗଣମାଧ୍ୟରେ ପ୍ରକାଶ କରି ପୋଲିସର ଦୁର୍ବ୍ୟବହାର ସଂପର୍କରେ ମତ ରଖିଛନ୍ତି । ଦର…
Read More...

ସରିଲା ଅଧର ପଣା ନୀତି

ପୁରୀ: ରଥ ଉପରେ ଶ୍ରୀଜିୟୁ ମାନଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଛି । ପ୍ରଥମେ ବଡ଼ ଠାକୁର ବଳଦେବ ଓ ପରେ ମା’ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ହୋଇଥିଲା। ତା’ପରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଧ୍ୟ ଏହି ନୀତି…
Read More...

ଭାରତ ଓ ଇସ୍ରାଏଲ୍‌ ମଧ୍ୟରେ ୭ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଭାରତ ଓ ଇସ୍ରାଏଲ୍‌ ଦୁଇ ସଦୃଶ୍ୟ ଥିବା ଲୋକତନ୍ତ୍ର ବୋଲି କହିବା ପରେ ବୁଧବାର ମତ ଦେଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଗଢ଼ି ଉଠିଥିବା ସହଯୋଗିତା ସ୍ୱର୍ଗରୁ…
Read More...

ଦୁର୍ଦ୍ଦାନ୍ତ ମାଓବାଦୀ ମଦାବି ବଣ୍ଡି ଗିରଫ

କୋରାପୁଟ: ଦୁର୍ଦ୍ଦାନ୍ତ ମାଓବାଦୀ ମଦାବି ବଣ୍ଡିକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଫେବ୍ରୁଆରିରେ କୋରାପୁଟ ଜିଲ୍ଲାର ସୁଙ୍କିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇ ୮ପୁଲିସ କର୍ମଚାରୀଙ୍କ ଜୀବନ ନେଇଥିବା ଘଟଣାରେ ସଂପୃକ୍ତ…
Read More...