Odisha ଜଣେ ସେବାୟତଙ୍କ ଠାରେ କରୋନା ଚିହ୍ନଟ OPA Jun 23, 2020 0 ପୁରୀ: ପୁରୀରେ ଜଣେ ସେବାୟତଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଏହି ସେବାୟତଙ୍କ ସଂସ୍ପର୍ଶରେ କେଉଁମାନେ… Read More...
Odisha ଆଜି ମହାପ୍ରଭୁଙ୍କ ରଥଯାତ୍ରା OPA Jun 23, 2020 0 ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହେଉଛି । ଆଶାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଏକମାତ୍ର ଭଉଣୀ ସଭଦ୍ରଙ୍କୁ ନେଇ ମାଉସୀ (ଶ୍ରୀଗୁଣ୍ଡିଚା… Read More...
Odisha ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Jun 22, 2020 0 ଭୁବନେଶ୍ୱର: ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟର ସବୁଜ ସଙ୍କେତ ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ସହ କଥା ହୋଇଛି । ସେ ଏ ନେଇ ଟ୍ୱିଟ ମଧ୍ୟ କରିଛନ୍ତି । ସେ ଟ୍ୱିଟ… Read More...
Odisha ରଥଯାତ୍ରା ହେବ ବୋଲି ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀମାନେ ଏଭଳି ରଖିଲେ ମତ OPA Jun 22, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ହେବା ନେଇ ନିଷ୍ପତି ହେବା ପରେ ଅମିତ ଶାହ ନିଜର ମତ ରଖିଛନ୍ତି । ସେ ଟ୍ୱିଟ ଜରିଆରେ ଜଣାଇଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଜୀଙ୍କର ପରାମର୍ଶ… Read More...
Odisha ସାଢେ ୪ କୋଟି ଓଡିଆ ଲୋକଙ୍କ ବିଜୟ: ଧର୍ମେନ୍ଦ୍ର ପ୍ରଧାନ OPA Jun 22, 2020 0 ଭୁବନେଶ୍ୱର: ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ… Read More...
Odisha ରାଥଯାତ୍ରା ପାଇଁ ରାତି ୯ଟାରୁ ପୁରୀରେ ଲାଗୁ ହେବ ସଟଡାଉନ OPA Jun 22, 2020 0 ପୁରୀ: ପୁରୀରେ ପଡିଲା ତାଲା । ରାଥଯାତ୍ରା ପାଇଁ ପୁରୀ ସଟଡାଉନ । ରାତି ୯ଟାରୁ ପୁରୀରେ ଲାଗୁ ହେବ ସଟଡାଉନ । ଆଜି ରାତିରୁ ବୁଧବାର ଅର୍ଥାତ ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ଲାଗୁ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା… Read More...
Odisha ୩ ମନ୍ତ୍ରୀଙ୍କୁ ରଥଯାତ୍ରା ଦାୟିତ୍ୱ OPA Jun 22, 2020 0 ଭୁବନେଶ୍ୱର: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର । ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି… Read More...
Odisha ଆସନ୍ତାକାଲି ରଥଯାତ୍ରା: ସକାଳ ୭ଟାରୁ ପହଣ୍ଡି, ଦିନ ୧୨ଟାରୁ ରଥଟଣା OPA Jun 22, 2020 0 ପୁରୀ: ଆସନ୍ତାକାଲି ରଥଯାତ୍ରା । ହେଲେ, ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବ କି ନାହିଁ, ସେ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା ତାହାକୁ ସୁପ୍ରିମ କୋର୍ଟ ଦୂର କରିବା ପରେ ଏବେ ରଥଯାତ୍ରା ନେଇ ନୀତିକାନ୍ତିର ସମୟ ନିର୍ଘଣ୍ଟ… Read More...
Odisha କୋଭିଡ ଆକ୍ରାନ୍ତ ଶିଳ୍ପ ଉପରେ ସୋଆ ପକ୍ଷରୁ ୱେବିନାର OPA Jun 22, 2020 0 ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଆର୍ଥିକ ଦୃଷ୍ଟିରୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଯୋଗାଇଥିବା ଏହି ଶିଳ୍ପ କ୍ଷେତ୍ରର ସଂରକ୍ଷଣ ଓ ସୁରକ୍ଷା ଜରୁରୀ… Read More...
Odisha ସମ୍ ଅଲ୍ଟିମେଟ ମେଡିକେୟାର୍ରେ ଅତ୍ୟାଧୁନିକ କ୍ୟାନ୍ସର କେୟାର ବ୍ଲକ୍ ଉଦ୍ଘାଟିତ OPA Jun 22, 2020 0 ଭୁବନେଶ୍ୱର : କ୍ୟାନ୍ସର ରୋଗର ଚିକିତ୍ସା ଏବଂ ରୋଗୀଙ୍କର ସାମଗ୍ରୀକ ଯତ୍ନ ନେଇ ଶିକ୍ଷା ଓ ଅନୁସନ୍ଧାନର ନୂଆ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ପକ୍ଷରୁ ଏକ ବିଶେଷ କ୍ୟାନ୍ସର କେୟାର ବ୍ଲକ୍… Read More...