ଆଜିଠାରୁ ୭ ରୁଟ୍‌ରେ ‘ମୋ ବସ୍’ ସେବା

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ଵର କଟକରେ ଗଡ଼ିଲା ‘ମୋ ବସ୍‌’। କରୋନା ମୁକାବିଲା ଲକ୍‌ ଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍‌’ ଆଜିଠାରୁ ରାଜ୍ୟରେ ପୁଣି ଗଡ଼ିଲା ।  ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ଟି…
Read More...

ବରଗଡ଼ ପଶ୍ଚିମ ଓଡିଶା କଳାକାର ସଂଘ

ବରଗଡ଼ : କଳା ହେଉଛି ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି ଏବଂ ତାଙ୍କର ବିଶେଷ ଆଶିର୍ବାଦରେ କଳାକାରର ଜନ୍ମ। କୁହାଯାଏ, କଳାକାରର ଆଖି, କାନ, ନାକ, ମସ୍ତିଷ୍କ ସାଧାରଣ ମଣିଷଠାରୁ ଭିନ୍ନ। କଳା ଅନେକ ପ୍ରକାରର; ନୃତ୍ୟ, ସଙ୍ଗୀତ ଓ…
Read More...

ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ପାଳନ ହେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ; ସବୁଜ ସଂକେତ ଦେଲେ ସରକାର

ଭୁବନେଶ୍ୱର:  ଲିଙ୍ଗରାଜଙ୍କ ରୁକୁଣା ରଥ ହେଲାନି, କିନ୍ତୁ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି ।…
Read More...

କାଲିଠୁ ଟ୍ୱିନ୍-ସିଟିରେ ଚାଲିବ ‘ମୋ ବସ୍’

ଭୁବନେଶ୍ୱର: କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ସରକାରଙ୍କ ଗ୍ରୀନ୍ ସିଗନାଲ । ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା…
Read More...

ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ

ମାଲକାନଗିରି: ମାଓବାଦୀମାନେ ଯେତେବେଳେ ପୁଲିସ ବିରୋଧରେ ସଫଳ ହୋଇଥାଆନ୍ତି କିମ୍ବା ନିଜର ତାଲିମ୍‌ ପ୍ରକ୍ରିୟା ସମ୍ପର୍କରେ ଜଣାଇବା ପାଇଁ ଚାହିଁଥାଆନ୍ତି ସେତେବେଳେ ଏକ ଭିଡିଓ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରି ତାହାକୁ…
Read More...

କରୋନା ଯୁଦ୍ଧର ମୁକାବିଲା ପାଇଁ ସାନିଟାଇଜର ପ୍ରସ୍ତୁତ କଲେ ସୋଆ ଗବେଷକ

ଭୁବନେଶ୍ୱର: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା…
Read More...

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଁଣ୍ଡିରେ ରହିବେ ୧୫୦ ସେବାୟତ

ପୁରୀ: ସ୍ନାନଯାତ୍ରାରେ ପହଣ୍ଡିବେଳେ ଦଇତାପତି ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଜଣ ଦଇତା । ଜଗନ୍ନାଥଙ୍କ ପାଇଁ ୬୦ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ…
Read More...

ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର:  କରୋନା ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଛି । ଥମିବାର ନାଁ ନେଉନାହିଁ ମହାମାରୀ କରୋନା । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ପାଖାପାଖି ପହଂଚିଲାଣି । ସେଥିପାଇଁ ଦେଶ ସମେତ ଏବେ ରାଜ୍ୟରେ…
Read More...