ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର:  ଓଡ଼ିଶା ପାଇଁ ଭଲ ଖବର । ଆଜି ପୁଣି ରାଜ୍ୟରେ ଏକାଥରେ ସୁସ୍ଥ ହୋଇଛନ୍ତି ୯୯ ଆକ୍ରାନ୍ତ । ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ…
Read More...

ଇଦ୍ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ସାରା ଦେଶରେ ପାଳନ ହେଉଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌ । ଏହି ଅବସରରେ ରାଜ୍ୟବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ ଜରିଆରେ ଶୁଭେଚ୍ଛା…
Read More...

ତିହାର ଜେଲକୁ ପହଂଚିଲା କରୋନା

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ତିହାର ଜେଲରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାକାର ୭ ନମ୍ବର ଜେଲର ଜଣେ ଅଧିକାରୀ କରୋନା ଭାଇରସ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏହି ଅଧିକାରୀ…
Read More...

ଆଜି ପବିତ୍ର ଇଦ୍ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ…
Read More...

ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ଦେହାନ୍ତ

ପଞ୍ଜାବ: ହକି କିମ୍ବଦନ୍ତୀ ତଥା ତିନି ଥର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୬ଟା ୧୭ ମିନିଟରେ ସେ ପ୍ରାଣ ତ୍ୟାଗ କରିଥିବା…
Read More...

ପୁଣି ୧୦୩ କରୋନା ପଜିଟିଭ୍ ଚିହ୍ନଟ; ବରଗଡ଼କୁ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମିଳିବ ‌ମଦ

କଟକ: ଅନ୍‌ଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ନେଇ ଲାଗି ରହିଥିବା ଟଣାଓଟରା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆଜିଠୁ କଟକରେ ଅନ୍‌ଲାଇନରେ ମଦ ବିକ୍ରି ପାଇଁ ସଂଘ…
Read More...

ଆଜିଠୁ ଆରମ୍ଭ ହେଲା ଘରୋଇ ବିମାନ ସେବା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଘରୋଇ ବିମାନ ସେବା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ଆସୁଛି ୧୨ଟି ବିମାନ । ଦୁଇ ମାସର ବ୍ୟବଧାନ ପରେ ଆଜିଠୁ ଚଳାଚଳ ଆରମ୍ଭ ହେଉଛି ଘରୋଇ ବିମାନ । କରୋନା ପାଇଁ ମାର୍ଚ୍ଚ ୨୫ରୁ…
Read More...

ଜୁନ୍ ୧ ରୁ ମୋ ବସ୍ ସେବା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାର ମେ’ ୨୫ରୁ ସମସ୍ତ ବସ୍ ଚଲାଇବାକୁ ଅନୁମତି ଦେଇଛନ୍ତି। ହେଲେ କ୍ରୁଟ୍ କର୍ତୃପକ୍ଷ ଲକଡାଉନ-୪ ଶେଷ ହେବା ପରେ ଜୁନ୍ ୧ରୁ ବସ୍ ଚଳାଇବାକୁ ଆପାତତଃ ନିଷ୍ପତି ନେଇଛନ୍ତି। ଏପରିକି ଏବେ କେତେ ବସ୍…
Read More...

ସୋଆ ପକ୍ଷରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ

ଭୁବନେଶ୍ୱର: ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା…
Read More...