୨୮ରୁ ୨ଦିନିଆ ଓଡିଶା ଗସ୍ତରେ ଅମିତ ଶାହା

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନାଗରିକ ସଂଶୋଧନ ଆଇନ ସମର୍ଥନରେ ଜନତାଙ୍କୁ କରିବେ ସମ୍ବୋଧନ । ଏନେଇ ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ବିଶାଳ ସମାବେଶରେ ଆୟୋଜନ…
Read More...

୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ରାମଲିଲା ମୈଦାନରେ ମଧ୍ୟାହ୍ନ ୧୨.୧୫ ସମୟରେ ସେ ଶପଥ ପାଠ କରିଛନ୍ତି । ଦିଲ୍ଲୀ…
Read More...

ବିଗ୍ ବସ୍‌-୧୩ ତାଜ୍ ହାସଲ କଲେ ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ସମସ୍ତ ପ୍ରତିକ୍ଷାର ଘଟିଛି ଅନ୍ତ । ୨୦ ସପ୍ତାହ ପରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ସିଦ୍ଧାର୍ଥ ଶୁକ୍ଳା ।ଅନ୍ୟପଟେ ଆସିମ୍ ରିଆଜ ପାଲଟିଛନ୍ତି ରନର୍ସଅପ । ସେହିପରି ତୃତୀୟ ଓ ୪ର୍ଥ…
Read More...

ଓଡ଼ିଆ ପୁଅଙ୍କ କମାଲ; ବିଜୟୀ ହେଲେ “ମାଷ୍ଟରସେଫ୍ ସିଜିନ୍‌-୬”

ଭୁବନେଶ୍ବର: ଭାରତର ପପୁଲାର ଟିଭି ଶୋ’ ମାଷ୍ଟର ସେଫ୍‌’ରେ ଓଡିଆ ପୁଅ ଅବିନାଶ ନାୟକଙ୍କ କମାଲ୍ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଲେ ମାଷ୍ଟର ସେଫ୍’ ସିଜିନ୍-୬ର ତାଜ୍ । ମାଷ୍ଟର ସେଫ୍‌ର ଚାଲିଥିବା ସିଜିନ୍-୬ରେ ସେ…
Read More...

ଆଜି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲପରେ ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ରାଜଧାନୀର ପ୍ରତିଷ୍ଠିତ ରାମଲିଲା ମୈଦାନରେ ସକାଳ…
Read More...

ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ- ସକ୍ଷମ-୨୦ (ସରଂକ୍ଷଣ କ୍ଷମତା ମହୋତ୍ସବ ୨୦୨୦)ର ସମ୍ମାନ ସମାରୋହ

ଭୁବନେଶ୍ବର:ସକ୍ଷମ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ, ଯାହାପିସିଆରଏ (ପେଟ୍ରୋଲିୟମସରଂକ୍ଷଣଗବେଷଣାସଂସ୍ଥା) ଏବଂ ତୈଳଓପ୍ରାକୃତିକଗ୍ୟାସମନ୍ତ୍ରାଳୟଅଧିନରେ ଥିବା ତୈଳଉଦ୍ୟୋଗମାନଙ୍କ ଦ୍ୱାରା ପ୍ରତି ବର୍ଷ ମିଳିତ ଭାବେ…
Read More...

ନୂଆ ଭାରତ ନିର୍ମାଣ ପାଇଁ ଉର୍ଜାର ସ୍ଥାୟୀ ଭିତିଭୂମି ନିର୍ମାଣ ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆ ଭାରତ ନିର୍ମାଣ କରିବା ଦିଗରେ ଉର୍ଜାର ଏକ ସ୍ଥାୟୀ ଭିତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି । ଯଦ୍ୱାରା ସମସ୍ତଙ୍କର ଉର୍ଜା ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି ଶନିବାର ନୂଆଦିଲ୍ଲୀ…
Read More...

ଶାସକ ଦଳର ଅଯୋଗ୍ୟ ହିତାଧୀକାରିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ରଚିଛନ୍ତି ବଡ ଷଡଯନ୍ତ୍ର:ବିଜେପି

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୧୦ଅକ୍ଟୋବରରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ୧୨ ଲକ୍ଷ ୭୫ ହଜାର ପକ୍କାଘର…
Read More...

ବାଚସ୍ପତିଙ୍କ ନିର୍ଦ୍ଦେଶ: ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ସରକାରୀ ଅଧିକାରୀ

ଭୁବନେଶ୍ୱର: ଗୃହକାର୍ଯ୍ୟବେଳେ ଉପସ୍ଥିତ ରହିବେ ସରକାରୀ ଅଧିକାରୀ । ଆଜି ଏଭଳି ନିଷ୍ପତି ନେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।ସେ କହିଛନ୍ତି, ଏଣିକି ଅଧିକାରୀମାନେ ତାଙ୍କ ବିଭାଗର ଆଲୋଚନା ବେଳେ ବିଧାନସଭାରେ…
Read More...