National ସ୍କୁଲ ବସରେ ଅଗ୍ନିକାଣ୍ଡ: ୪ ଛାତ୍ର ମୃତ OPA Feb 15, 2020 0 ଚଣ୍ଡିଗଡ: ପଞ୍ଜାବ ସଙ୍ଗରୁର ଜିଲ୍ଲାରେ ବଡ ଧରଣର ଦୁର୍ଘଟଣା । ସଙ୍ଗରୁର ଜିଲ୍ଲାର ଲୋଙ୍ଗୋୱାଲ ସହରର ଏକ ସ୍କୁଲ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ନିଆଁ ଲାଗିବା ଫଳରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।… Read More...
Bignews ବାଙ୍କୀରେ ଡବଲ ମର୍ଡର; ସାମ୍ବାଦିକ ଓ ସରପଂଚଙ୍କ ସ୍ୱାମୀକୁ ହତ୍ୟା OPA Feb 15, 2020 0 ଖୋର୍ଦ୍ଧା: ବାଙ୍କୀରେ ଭୟାନକ ହତ୍ୟାକାଣ୍ଡ । ଜନୈକ କାର୍ଯ୍ୟରତ ଜଣେ ସାମ୍ବାଦିକ ଓ ଖଜୁରିପଦା ଗ୍ରାମ ପଂଚାୟତ ସରପଂଚଙ୍କ ସ୍ବାମୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ। ବାଙ୍କୀ ମେଡ଼ିକାଲରେ ସାମ୍ବାଦିକଙ୍କ ମୃତ୍ୟୁ… Read More...
Odisha ମହିଳାଙ୍କର ପ୍ଲାଟଫର୍ମରେ ଟ୍ରେନରୁ ଖସି ଯାଉଥିବା ଗୋଡ, ବଂଚାଇଲେ କନେଷ୍ଟବଳ OPA Feb 15, 2020 0 ଭୁବନେଶ୍ବର: ପ୍ଲାଟଫର୍ମରେ କନେଷ୍ଟବଳଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ମରଣ ମୁହଁରୁ ଅଳ୍ପକେ ବର୍ତିଗଲେ ଯୁବତୀ । ଘଟଣାଟି ଘଟିଛି ଭୁବନେଶ୍ବର ଏକ ନମ୍ବର ପ୍ଲାଟଫର୍ମରେ । ଶନିବାର ସନ୍ଧ୍ୟା ୫ଟା ୩୪ରେ ଟ୍ରେନ ନମ୍ବର-18304… Read More...
Odisha ରାଜ୍ୟରେ ରହିଛନ୍ତି ୫୯୫୦ ଭିକାରୀ; କଟକରେ ଅଛନ୍ତି ସର୍ବାଧିକ OPA Feb 15, 2020 0 ଭୁବନେଶ୍ବର: ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କଟକରେ ଅଛନ୍ତି ସର୍ବାଧିକ ଭିକାରୀ । ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏହା କହିଛନ୍ତି ସାମାଜିକ ନିରାପତା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।… Read More...
Entertainment ମରାଠୀ ମହିଳା ଲୁକରେ ଫାତିମା OPA Feb 15, 2020 0 ମୁମ୍ବାଇ: ଦଙ୍ଗଲ ଗାର୍ଲ ଅଭିନେତ୍ରୀ ଫାତିମା ସନା ସେଖ ନିଜ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ। ସେ ଖୁବଶୀଘ୍ର ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ ନେଇ ପରଦାରେ ନଜର ଆସିବେ। ଫିଲ୍ମରେ ସେ ଜଣେ ମରାଠୀ ମହିଳା ଭୂମିକାରେ ଦେଖାଯିବେ।… Read More...
National କୋରୋନା ଭାଇରସ: ଗତ ୨୪ ଘଂଟାରେ ଗଡିଲା ୧୩୯ ମୁଣ୍ଡ OPA Feb 15, 2020 0 ବେଜିଂ: ଚୀନର ହୁୱାଇ ପ୍ରାନ୍ତରୁ ଉତ୍ପତି ହୋଇଥିବା କୋରୋନା ଭାଇରସର କୋହ ଥମିବାର ନାଁ ନେଉନାହିଁ । ଦେଶର ସ୍ବାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଚୀନରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୬୦୦ ଟପିଥିବାବେଳେ… Read More...
Odisha ଅଧାରୁ ଭାଙ୍ଗିଲା ବାହାଘର; ବର ହେଲେ ଶିଶୁପାଳ OPA Feb 15, 2020 0 ବାଲେଶ୍ୱର: ଦୁଇଜଣ ବାହାଘର ହୋଇ ବସାଇଥାନ୍ତେ ସୁଖର ଜୀବନ । ଯାହା ନେଇ ଉଭୟ ଦେଖୁଥିଲେ ସ୍ୱପ୍ନ । ମାତ୍ର ଏହି ସ୍ୱପ୍ନ ଅଧାବାଟରେ ରହିଗଲା । ବାହାଘର ପାଇଁ ବର ବାଜା ବଜାଇ ରୋଷଣି ଧରି ବିବାହ କରିବାକୁ ଆସୁଥିଲା ବର । ମାତ୍ର… Read More...
National ଅହମଦାବାଦରେ ୨୨ କିଲୋମିଟରର ରୋଡ ଶୋ’ କରିବେ ମୋଦି-ଟ୍ରମ୍ପ OPA Feb 15, 2020 0 ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତେବେ ଏହା ନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏବେ ଖବର ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପ… Read More...
Odisha ଆଜିଠାରୁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା OPA Feb 15, 2020 0 ଭୁବନେଶ୍ୱର: ଆଜିଠାରୁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ । ଚଳିତ ବର୍ଷ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପରୀକ୍ଷା ଦେଉଥିବାବେଳେ ୧୨ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ଦେବେ ପରୀକ୍ଷା ।… Read More...
Odisha ଓଡ଼ିଶାରେ କୋରୋନା ଭୟ! OPA Feb 15, 2020 0 ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭାଇରସଙ୍କ ସନ୍ଦିଗ୍ଧ ସଂଖ୍ୟା ବଢ଼ିବାରେ ଲାଗିବା ନେଇ ଏବେ ଏଥିନେଇ ଭୟ ସୃଷ୍ଟି ହୋଇଛି । ଏଯାବତ୍ କୌଣସି ସନ୍ଦିଗ୍ଧଙ୍କ ରକ୍ତ ନମୁନା ପଜେଟିଭ୍ ଆସି ନାହିଁ ସତ ମାତ୍ର ପଦକ୍ଷେପ… Read More...