ଆମେରିକାରୁ ଦୁଗ୍ଧ, ଚିକେନ୍ ଆମଦାନି କରିବ ଭାରତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ତାରିଖରେ ଭାତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା ଜୋରସୋରରେ ଚାଲିଥିବା ଜଣାପଡିଛି । ଏହାମଧ୍ୟରେ ଖବର ମିଳିଛି ଯେ ଆମେରିକାରୁ ଦୁଗ୍ଧ ଓ…
Read More...

ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା?:ବିଜେପି

ଭୁବନେଶ୍ୱର: ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା…
Read More...

ଦୁବାଇରେ ମୃତ୍ୟୁ ହୋଇଥିବା ଓଡ଼ିଆ ଯୁବକର ମରଶରୀରକୁ ଆଣିବାରେ ସାହାଯ୍ୟ କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଦୁବାଇରେ ନାମି ହୋଟେଲ ରାମାଡ ପ୍ଲାଜାରେ ଏକ ଦୁର୍ଘଟଣାରେ ଓଡ଼ିଶାରୁ ଯାଇ ସେଠାରେ କାମ କରୁଥିବା ଏକ ଯୁବକର ଗତ ୬ ତାରିଖ ଦିନ ମୃତ୍ୟୁ ହୋଇଛି । ସେଠାରୁ ତାଙ୍କର ମରଶରୀର ଓଡ଼ିଶା ଫେରାଇ ଆଣିବାରେ ଓଡ଼ିଶା-ମୋ ପରିବାର…
Read More...

ପଛୁଆବର୍ଗଙ୍କ ଲାଗି ବିଜେପିର ପ୍ରତିବଦ୍ଧତା ନାହିଁ : ବିଜେଡି

ଭୁବନେଶ୍ୱର: ପଛୁଆବର୍ଗଙ୍କ ଉପରେ ବିଜେପି ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହିତ ସେମାନଙ୍କର ଯଦି ଏହି ବର୍ଗଙ୍କ ବିକାଶ ଲାଗି କୌଣସି ପ୍ରତିବଦ୍ଧତା ଥାଏ ତେବେ ୨୦୧୧ ମସିହାରେ ହୋଇଥିବା ଜାତିଭିତ୍ତିକ ଗଣନାର ପରିସଂଖ୍ୟାନ…
Read More...

ସୋଆ ଆଇଡିଏସ୍ ପକ୍ଷରୁ ଆନ୍ତର୍ଜାତିକ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ପକ୍ଷରୁ ଆନ୍ତର୍ଜାତିକ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ଦିବସ ପାଳିତ ହୋଇଯାଇଛି ।ଆଇଡିଏସ୍‌ର…
Read More...

ରୋଗୀଙ୍କ ପେଟରୁ ବାହାରିଲା ୭ କେଜିର ଟ୍ୟୁମର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଟରେ ବଢ଼ିଥିବା ବୃହତକାୟ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଯାଇଛି । ବ୍ର୍ରହ୍ମଗିରି ଅଂଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ପେଟରେ…
Read More...

ଭାଲେଂଟାଇନ୍ ଡେ’ରେ କରୀନାଙ୍କୁ ଏଭଳି ସରପ୍ରାଇଜ୍ ଦେଲେ ଆମୀର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ଫିଲ୍ମରୁ ଆମୀରଙ୍କ ଅନେକ ଲୁକ୍ସ ସାମ୍ନାକୁ ଆସିସାରିଛି । ଏବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ…
Read More...

ଟଙ୍କା ଫେରାଇବି କିନ୍ତୁ ଭାରତ ଯିବିନି: ବିଜୟ ମାଲ୍ୟା

ଲଣ୍ଡନ: ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଋଣ ନେଇ ଦେଶ ଛାଡି ପଳାଇଥିବା ବିଜୟ ମାଲ୍ୟା ଏବେ ଟଙ୍କା ଫେରାଇବା ପାଇଁ ରାଜି ହୋଇଛନ୍ତି । ମାତ୍ର ଭାରତ ଫେରିବାକୁ ମନା କରିଦେଇଛନ୍ତି ।ରୟାଲ କୋର୍ଟ ଅଫ୍ ଜଷ୍ଟିସରେ ଏହା…
Read More...

କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୪୮୮ରେ ପହଂଚିଲା

ବେଜିଂ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏବେ ଏହି ଭାଇରସ୍ ଯୋଗୁଁ ଏବେ ମୃତ୍ୟୁ ସଂଖ୍ୟା ୧୪୮୮ରେ ପହଂଚିଛି ।ସେହିପରି ହୁବେଇ ପ୍ରଦେଶରେ କୋରୋନା ଦ୍ୱାରା ଆଉ ୪,୮୨୩ ଜଣ…
Read More...

୨୫ରୁ ବିଜେପି ପକ୍ଷରୁ ରାଜ୍ୟରେ ଓବିସି ଜନ ଜାଗରଣ ଅଭିଯାନ

ଭୁବନେଶ୍ୱର: ୨୫ରୁ ବିଜେପି ପକ୍ଷରୁ ରାଜ୍ୟରେ ଆରମ୍ଭ ହେବ ଓବିସି ଜନ ଜାଗରଣ ଅଭିଯାନ । ରାଜ୍ୟର ପଛୁଆ ବର୍ଗକୁ ଉପଯୁକ୍ତ ସଂରକ୍ଷଣ ନେଇ ସଚେତନ କରିବା ପାଇଁ ଦଳ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯିବ ବୋଲି ଆଜି ବିଜେପି ନେତା…
Read More...