Odisha ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାହିତ୍ୟିକ ତଥା ନାଟ୍ୟ ନିର୍ଦ୍ଦେଶକ କୁଳମଣି ସାମଲଙ୍କ ପରଲୋକ OPA Feb 14, 2020 0 ଯାଜପୁର: ଆଜି ଏକ ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାହିତ୍ୟିକ ତଥା ନାଟ୍ର ନିର୍ଦ୍ଦେଶକ କବି ଗୌରବ କୁଳମଣି ସାମଲଙ୍କ ପରଲୋକ ଘଟିଛି ।ସୂଚନାଯୋଗ୍ୟ; ଆଜି ସକାଳ ପ୍ରାୟ ୯ଟା ସମୟରେ ଯାଜପୁର ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା… Read More...
Odisha ବିଧାନସଭା ବଜେଟ ଅଧିବେଶନ: ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ OPA Feb 14, 2020 0 ଭୁବନେଶ୍ୱର: ଆଜି ଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ବଜେଟ ଅଭିଭାଷଣ ପ୍ରଦାନ କରିଥିଲେ। ବିଧାନସଭାରେ ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭରେ ଦିବଂଗତ ସଦସ୍ୟ ଓ ସହିଦ… Read More...
Odisha ବଜେଟ ଅଧିବେଶନ: ଅଭିଭାଷଣରେ ୫ଟି, ‘ମୋ ସରକାର’ କୁ ରାଜ୍ୟପାଳଙ୍କ ପ୍ରଶଂସା OPA Feb 14, 2020 0 ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ତଥା ଚଳିତ ବର୍ଷର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିଛନ୍ତି । ନିଜ ଅଭିଭାଷଣରେ ରାଜ୍ୟପାଳ ବିଶେଷ କରି ୫ଟି, ‘ମୋ… Read More...
Odisha ପୁଲୱାମା ଆକ୍ରମଣ ବର୍ଷେ ପୂର୍ତି: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ… OPA Feb 14, 2020 0 ଭୁବନେଶ୍ୱର: ଆଜି ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ । ତେବେ ଏଥିରେ ସହିଦ୍ ହୋଇଥିବା ୪୦ଜଣ ସହିଦ ଯବାନଙ୍କୁ ଦେଶବ୍ୟାପି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଏମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ… Read More...
Odisha ଆଜି ୧୨ ଘଂଟିଆ ଢେଙ୍କାନାଳ ବନ୍ଦ OPA Feb 14, 2020 0 ଢେଙ୍କାନାଳ: ଆଜି ୧୨ ଘଂଟିଆ ଢେଙ୍କାନାଳ ବନ୍ଦ । ଜିଲ୍ଲାରେ ଥିବା ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ନାଗରିକ କ୍ରିୟାନୁଷ୍ଠାନ କମିଟି ତରଫରୁ… Read More...
Odisha ଆଜି ଭାଲେଂଟାଇନ୍ ଡେ’ OPA Feb 14, 2020 0 ଭୁବନେଶ୍ୱର: ଆଜି ଭାଲେଂଟାଇନ୍ ଡେ’ । ତେବେ ଏହି ଦିବସକୁ କେତେକ ସଂଗଠନ ବିରୋଧ କରୁଥିବା ବେଳେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୋଲିସ । ଭାଲେଂଟାଇନ୍ ଡେ’ ପାଳନ କରିବାର ଅଧିକାର ପ୍ରେମୀ… Read More...
National ଆଜି ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ; ସହିଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି OPA Feb 14, 2020 0 ନୂଆଦିଲ୍ଲୀ: ଆଜି ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ । ୨୦୧୯ ମସିହା ଫେବ୍ରୁଆରି ୧୪ ରେ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସହିଦ ହୋଇଥିବା ଯବାନଙ୍କୁ ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ।… Read More...
Bignews ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ରାଜ୍ୟ ସରକାର ବୃଦ୍ଧି କଲେ ୫% ମହଙ୍ଗା ଭତା OPA Feb 14, 2020 0 ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଖୁସି ଖବର । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତା ବୃଦ୍ଧି କରିଛନ୍ତି ।ଆଜି ଏହି ମହଙ୍ଗା ଭତା ଉପରେ ମୋହର ଲାଗିଛି । ଏହି… Read More...
Bignews ଖୁସି ଖବର: ସରକାରୀ କର୍ମଚାରୀ ପାଇବେ ୧୦ ପ୍ରତିଶତ ବକେୟା ଦରମା OPA Feb 13, 2020 0 ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ… Read More...
Odisha ପଦ ସହ ଦଳରୁ ବହିଷ୍କୃତ ହେଲେ ଅନୁପ OPA Feb 13, 2020 0 ଭୁବନେଶ୍ବର: ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦବୀରୁ ହଟିଲେ ବିଜେଡି ନେତା ଅନୁପ କୁମାର ସାଏ । ୨୦୧୬ର ଏକ ଡବଲ ମର୍ଡର ମାମଲାରେେ ବୁଧବାର ଠାରୁ ଛତିଶଗଡ ପୋଲିସ ଦ୍ବାରା ଅଟକ ଥିବା ଅନୁପଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ… Read More...