Bignews ଭାରତରେ କୋରୋନା ଭାଇରସ୍, କେରଳରେ ପ୍ରଥମ ରୋଗୀ ଚିହ୍ନଟ OPA Jan 30, 2020 0 ନୂଆଦିଲ୍ଲୀ: ଚୀନରେ ହାହାକାର ମଚାଇଥିବା କୋରୋନା ଭାଇରସ ଏବେ ଭାରତରେ ପ୍ରବେଶ କରିଛି । ଭାରତରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ ଚିହ୍ନଟ ହୋଇଛି । ସେ କେରଳର ବୋଲି ଜଣାପଡିଛି । ଆକ୍ରାନ୍ତ ହୋଇଥିବା ଛାତ୍ର… Read More...
National ସିଏଏ ବିରୋଧୀଙ୍କୁ ସର୍ବସମ୍ମୁଖରେ ଗୁଳିମାଡ କଲେ ଯୁବକ OPA Jan 30, 2020 0 ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିବାଦୀୟ ନାଗରିକତା ଆଇନକୁ ବିରୋଧ କରୁଥିବା ଲୋକଙ୍କ ଉପରକୁ ଆଜି ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ଓ ସର୍ବସମ୍ମୁଖରେ ଗୁଳି କରିଛନ୍ତି। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଘଟିଥିବା… Read More...
National କୋରୋନା ଭାଇରସ୍ ପାଇଁ ଏତିିକି ଟଙ୍କା ଦାନ କଲେ ଅଲିବାବା ଫାଉଣ୍ଡର OPA Jan 30, 2020 0 ବେଜିଂ: ଚୀନରେ ବର୍ତମାନ ଦେଖାଦେଇଥିବା କୋରୋନା ଭାଇରସ୍ ଦିନକୁ ଦିନ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ତେବେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି । ଏ ମଧ୍ୟରେ ଚୀନର ସବୁଠାରୁ ଧନୀ ଅର୍ଥାତ୍ ଅଲିବାବା ଫାଉଣ୍ଡର ଜ୍ୟାକ୍… Read More...
Odisha ୩ରୁ ରାଜ୍ୟରେ ବର୍ଷା OPA Jan 30, 2020 0 ଭୁବନେଶ୍ୱର: ଏବେ ୪ଦିନ ଓଡ଼ିଶାରେ ପାଗ ଶୁଖିଲା ରହିବ । ମାତ୍ର ୩ରୁ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି… Read More...
Odisha ମାର୍ଚ୍ଚ ୨୮ରୁ ଝାରସୁଗୁଡାରୁ ମୁମ୍ବାଇ ଉଡିବ ବିମାନ OPA Jan 30, 2020 0 ଝାରସୁଗୁଡା: ମାର୍ଚ୍ଚ ୨୮ରୁ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ ମୁମ୍ବାଇକୁ ଉଡିବ ବିମାନ । SpiceJet Boing 737 ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ।ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର… Read More...
Odisha ଟ୍ରକ୍ ଚକା ତଳେ ଚାପି ହୋଇ ହାତୀର ଗଲା ଜୀବନ OPA Jan 30, 2020 0 ଢ଼େଙ୍କାନାଳ: ଆଜି ଭୋରରୁ ଏକ ଟ୍ରକ୍ ଚତା ତଳେ ଚାପି ହୋଇ ଗୋଟିଏ ହାତୀର ଜୀବନ ଯାଇଛି । ତେବେ ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଏନଏଚ-୫୫ର ସଦର ରେଞ୍ଜ ଜୀବନଖୋଲ ନିକଟରେ ।ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ… Read More...
Corporate ଆଜିଠାରୁ ୪ଦିନ ବ୍ୟାଙ୍କ ବନ୍ଦ OPA Jan 30, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ୪ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଓଡ଼ିଶାରେ ୪ଦିନ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଭାରତ ବର୍ଷରେ ଶୁକ୍ରବାରଠାରୁ ଅର୍ଥାତ୍ ଆସନ୍ତାକାଲି ଠାରୁ ୩ଦିନ ବନ୍ଦ ରହିବ ବ୍ୟାଙ୍କ । ଆଜି ସରସ୍ୱତୀ… Read More...
National କୋରୋନା ଭାଇରସ୍: ଜରୁରୀକାଳୀନ ବୈଠକ ଡାକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ OPA Jan 30, 2020 0 ବୁହାନ: କୋରୋନା ଭାଇରସ୍ ଦିନକୁ ଦିନ ଚିନ୍ତାର କାରଣ ବଢ଼ାଇବାରେ ଲାଗିଛି । ତେବେ ଚୀନରେ ଏହି ଭାଇରସ୍ ଯୋଗୁଁ ବହୁ ଲୋକଙ୍କ ଜୀବନ ମୃତ୍ୟୁ ମୁଖକୁ ଚାଲିଯାଉଥିବାର ଖବର ଶୁଣିବାକୁ ମିଳୁଛି । ଏନେଇ ଉଚିତ୍ ପଦକ୍ଷେପ ନେବା ପାଇଁ… Read More...
Odisha ସାହସ ପାଇଁ ସମ୍ମାନ: ୩ ନାବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ OPA Jan 30, 2020 0 ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ରାଜ୍ୟର ୩ ଜଣ ଓଡିଆ ଝିଅଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ।କେନ୍ଦ୍ରାପଡାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ… Read More...
Odisha ଆଜି ପୁରୀରେ ରଥ କାଠ ପୂଜାର୍ଚ୍ଚନା OPA Jan 30, 2020 0 ପୁରୀ: ପବିତ୍ର ଶ୍ରୀପଂଚମୀ ତିଥିରେ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ରଥ ଖଳାରେ ରଖାଯାଇ ଆଜି… Read More...