Browsing Tag

national news

ସୋମାଲିଆର ଭୋଟିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ; ୪୮ ମୃତ

ସୋମାଲିଆର ଭୋଟିଂ ସେଣ୍ଟରରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣ। ଜଣେ ମହିଳା ସାଂସଦଙ୍କ ସମେତ ୪୮ ମୃତ। ସୋମାଲିଆର ରାଜଧାନୀ ମୋଗାଦିଶୁର ହିରେନ ଅଞ୍ଚଳର ବେଲେଡବେୟନ କସବେରେ ଏହି ଆକ୍ରମଣ ହୋଇଛି। ମୃତକ ମହିଳା ସାଂସଦ ଜଣଙ୍କ…
Read More...

ପ୍ରଥମେ ସୀମାକୁ ସେନା ହଟାଅ; ତାପରେ ଆଲୋଚନା

ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଗତକାଲି ଭାରତ ଗସ୍ତରେ ଆସିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି…
Read More...

ପଞ୍ଜାବର ବିଧାୟକ ପେନସନ ଯୋଜନାରେ ଏଭଳି ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପୁଣି ଏକ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ୍ । ତେବେ ଥରେ ବିଧାୟକ ହେଲେ…
Read More...

ଯୁଦ୍ଧ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ପୁଟିନ୍

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କେବେ ଅନ୍ତ ଘଟିବ ତାହା ଅନିଶ୍ଚିତତା ଥିବା ବେଳେ ୟୁକ୍ରେନ୍‌ ସେନା ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଯୁଦ୍ଧ କେବେ ବନ୍ଦ ହେବ ସେନେଇ ଏକ ସମ୍ଭାବ୍ୟ ତାରିଖ ଘୋଷଣା କରିଛି…
Read More...

କ୍ରମାଗତ ଦ୍ଵିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ପୁଣି ୟୁପିରେ ଆରମ୍ଭ ହେଲା ଯୋଗୀ ରାଜ। ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ…
Read More...

ଦ୍ୱିତୀୟ ଥର ପାଇଁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦେଲା ଋଷ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଋଷ ତରଫରୁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଧମକ ଦେଇଛି ଋଷ । ଆମେରିକାରେ ଋଷର ରାଜଦୂତ ଦିମିତ୍ରୀ…
Read More...

କରୋନା ମୃତ୍ୟୁର ସତ୍ୟତା ଯାଞ୍ଚ ହେଉ

କରୋନାରେ ମୃତ୍ୟୁବରଣ କରିଥିବା ନେଇ ମିଥ୍ୟା ଦାବି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ କରିବା ନେଇ ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,ଗୁଜରାଟ,କେରଳ ଓ…
Read More...

ବସରେ ମଦ ପିଇଲେ ଛାତ୍ରଛାତ୍ରୀ; ଭାଇରାଲ ହେଉଛି ଭିଡିଓ

ତାମିଲନାଡୁର ଏକ ସ୍କୁଲ ଛାତ୍ରଛାତ୍ରୀ ମାନେ ବସରେ ମଦ ପିଇବାର ଭିଡିଓ ବେଶ ଭାଇରାଲ ହୋଇଛି । ସ୍କୁଲ ବସରେ ଥିବା ସମୟରେ ତଥା ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ମାନେ ମଦ ପିଇଥିଲେ । ତାମିଲନାଡୁର ଚେଙ୍ଗଲପଟୁ ଜିଲ୍ଲାରେ…
Read More...

ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କାର ନୌସେନା ବିଭାଗ

ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କାର ନୌସେନା ବିଭାଗ । ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ତେବେ ଗିରଫ ହୋଇଥିବା ମତ୍ସ୍ୟଜୀବୀ ତାମିଲନାଡୁ…
Read More...

ଏପ୍ରିଲ ୧ରୁ ହଟିବ କୋଭିଡର ସମସ୍ତ କଟକଣା

୨ ବର୍ଷ ପରେ ଦେଶରୁ ହଟିଲା ମହାମାରୀ ଆଇନ। ମାର୍ଚ୍ଚ ୩୧ତାରିଖରୁ ଦେଶରୁ କୋଭିଡ ୧୯ ସମ୍ବନ୍ଧୀୟ କଟକଣାକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏପ୍ରିଲ ୧ରୁ ମହାମାରୀ ଆଇନ ହଟିବା ନେଇ କେନ୍ଦ୍ର ଗୃହ…
Read More...

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି

ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି। ରାଜ୍ୟପାଳ ଗୁରମିତ ସିଂହ ଧାମିଙ୍କ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି ପୁଷ୍କର…
Read More...

ଘରୋଇ ସ୍କୁଲରେ ଏନ୍‌ସିଇଆର୍‌ଟି ବହି ବ୍ୟବହାର ବାଧ୍ୟତାମୂଳକ

ଘରୋଇ ସ୍କୁଲ୍‌ଗୁଡ଼ିକୁ ଏନ୍‌ସିଇଆର୍‌ଟି ବହି ବ୍ୟବହାର ପାଇଁ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାର ସଠିକ ଯାଞ୍ଚ ଲାଗି ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି…
Read More...

ହିରୋ ମୋଟୋକର୍ପ ଚେୟାରମ୍ୟାନଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍‌ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ…
Read More...

ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି

ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ହଡ଼ପ କରି ଫେରାର ହୋଇଯାଇଥିବା ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସରକାର ସଂସଦକୁ ସୂଚୀତ କରିଛନ୍ତି ।…
Read More...