National ଆସୁଛି ବାତ୍ୟା; ୨୧ ସୁଦ୍ଧା ବାତ୍ୟା ଆସାନୀ ସୁପର ସାଇକ୍ଳୋନରେ ପରିଣତ ହେବା ନେଇ ଆଇଏମଡିର ସୂଚନା OPA Mar 20, 2022 0 ପୁଣି ବାତ୍ୟା ଆଶଙ୍କା। ମାର୍ଚ୍ଚ ୨୧ ସୁଦ୍ଧା ବାତ୍ୟା ଆସାନୀ ସମ୍ଭାବନା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଲୋ-ପ୍ରେସରରେ ପରିଣତ ହୋଇ ଆଣ୍ଡାମାନ… Read More...
National ଏହି ଦେଶରେ କାଗଜ କିଣିବାକୁ ପଇସା ନଥିବାରୁ ରଦ୍ଦ ହେଲା ବାର୍ଷିକ ପରୀକ୍ଷା OPA Mar 20, 2022 0 ସ୍ୱାଧୀନତା ପରେ ଶ୍ରୀଲଙ୍କାରେ ଦେଖାଦେଇଛି ଘୋର ଆର୍ଥିକ ସଙ୍କଟ । ଅବସ୍ଥା ଏତେ ଜଟିଳ ହୋଇଛି ଯେ, କାଗଜ କିଣିବାକୁ ପଇସା ନାହିଁ । ଫଳରେ ଦେଶର ବିଦ୍ୟାଳୟ ମାନଙ୍କରେ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ରଦ୍ଦ କରିଛନ୍ତି ସରକାର… Read More...
National ଦ୍ୱିତୀୟ ଥର ପାଇଁ ମଣିପୁରର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ OPA Mar 20, 2022 0 ଏନ ବିରେନ ସିଂ ଦ୍ୱିତୀୟ ଥର ପାଇଁ ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ନିର୍ବାଚନ ଫଳାଫଳ ଆସିବାର ଦଶ ଦିନ ପରେ ବିଜେପି ଆଜି ଶ୍ରୀ ସିଂଙ୍କୁ ଆଉ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।… Read More...
National ଏପ୍ରିଲ ୨ ରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ OPA Mar 20, 2022 0 ଏପ୍ରିଲ ୨ ରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ । ପ୍ରଥମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସୁଛନ୍ତି ବୋଲି ଇସ୍ରାଏଲ ସରକାରଙ୍କ… Read More...
National ପାକିସ୍ତାନର ସିଆଲକୋଟରେ ଜୋରଦାର ବିସ୍ଫୋରଣ OPA Mar 20, 2022 0 ପାକିସ୍ତାନର ସିଆଲକୋଟରେ ଆଜି ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସିଆଲକୋଟରେ ଥିବା ଅସ୍ତ୍ର ଓ ଗୋଳାବାରୁଦ ଡିପୋରେ ବିସ୍ଫୋରଣ ଏହି ସବୁ ବିସ୍ଫୋରଣ ହୋଇଛି । ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ସେନାର… Read More...
National ପ୍ରକାଶ ପାଇଲା ସିବିଏସ୍ଇର ଟର୍ମ-୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ OPA Mar 19, 2022 0 ପ୍ରକାଶ ପାଇଲା ସିବିଏସ୍ଇର ଟର୍ମ-୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ କେବେ ଟର୍ମ-୨ର ରେଜଲ୍ଟ ବାହାରିବ ସେ ନେଇ ଅପେକ୍ଷାରେ ଥିବା ବେଳେ ଆଜି ପ୍ରକାଶ କରିଛି ବୋର୍ଡ । ତେବେ କରୋନା ମହାମାରୀ ସ୍ଥିତିକୁ… Read More...
National ଋଷରୁ ଅଶୋଧିତ ତୈଳ ଆମଦାନୀ କରିବ ଇଣ୍ଡିଆନ୍ ଅଏଲ୍ OPA Mar 19, 2022 0 ଆମେରିକାର ବିରୋଧ ସତ୍ୱେ ଶସ୍ତା ମୂଲ୍ୟରେ ଅଶୋଧିତ ଅଶୋଧିତ ତୈଳ କିଣିବା ପାଇଁ ଋଷ ସହିତ ଭାରତ ଏକ ଚୁକ୍ତିନାମା ଚୂଡ଼ାନ୍ତ କରିଥିବାର ସୂଚନା ମିଳିଛି। ଏହି ଶସ୍ତା ଅଶୋଧିତ ତୈଳ ସହିତ ଶୀଘ୍ର ଭାରତ ଆସିବ ବୋଲି ଆଶା କରାଯାଉଛି ।… Read More...
National ୨୫ ହଜାର ପଦରେ ଦେବେ ନିଯୁକ୍ତି ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ OPA Mar 19, 2022 0 ପଞ୍ଜାବରେ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା… Read More...
National ଶପଥ ନେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ OPA Mar 19, 2022 0 ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛି । ମାନଙ୍କ ମନ୍ତ୍ରିମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି । ୧୦ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ରହିଛନ୍ତି । ଚଣ୍ଡିଗଡ଼ରେ ଆୟୋଜିତ ଏକ… Read More...
National ଦିଲ୍ଲୀରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା OPA Mar 19, 2022 0 ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ବ୍ୟତୀତ ସେ ୧୪ତମ ଭାରତ-ଜାପାନ ବାର୍ଷିକ… Read More...
National ମାର୍ଚ୍ଚ ୨୫ରେ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ OPA Mar 18, 2022 0 ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମାର୍ଚ୍ଚ ୨୫ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ମାର୍ଚ୍ଚ ୨୫ରେ ଲକ୍ଷ୍ନୌରେ ସହିଦ ପଦରେ ସ୍ଥିତ ଇକାନା ଷ୍ଟାଡିୟମରେ ଶପଥ… Read More...
National ବିଶ୍ୱର ସବୁଠାରୁ ହାପିଏଷ୍ଟେ ଦେଶ ଫିନ୍ଲ୍ୟାଣ୍ଡ OPA Mar 18, 2022 0 ଜାତିସଂଘ ପ୍ରୟୋଜିତ ସୂଚକାଙ୍କରେ ଫିନ୍ଲ୍ୟାଣ୍ଡ ଲଗାତାର ପଞ୍ଚମ ବର୍ଷ ପାଇଁ ବିଶ୍ୱର ସବୁଠୁ ଖୁସି ଦେଶ ଭାବରେ ନାମିତ ହୋଇଛି । ଏହା ପଛକୁ ପଡୋଶୀ ଡେନମାର୍କ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଇସଲ୍ୟାଣ୍ଡ ଏକ ସ୍ଥାନ ଉପରକୁ ଉଠି… Read More...
National ରୁଷିଆର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ମୃତ OPA Mar 18, 2022 0 ରୁଷିଆର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ଶେଭେଟ୍ସ ମୃତ । ଯେଉଁ ସମୟରେ ରକେଟ ମାଡ଼ ହୋଇଥିଲା , ସେତେବେଳେ ଅଭିନେତ୍ରୀ ନିଜର କିଭ୍ ସ୍ଥିତ ଆବାସିକ ଘରେ ଥିଲେ । ଓକସାନାଙ୍କ ମୃତ୍ୟୁ ନେଇ ଏକ ବିବୃତ୍ତି ଜାରି… Read More...
National ଋଷ୍ର ମିସାଇଲ୍ ମାଡ଼ରେ ଧ୍ୱଂସ ହେଲା ମିଲିଟାରୀ ଏୟାରକ୍ରାଫ୍ଟ କାରଖାନା OPA Mar 18, 2022 0 ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଘନଘନ ହେଉଛି ମିସାଇଲ୍ ମାଡ଼ । ଫଳରେ ନିମିଷକ ମଧ୍ୟରେ ଚାଲିଯାଉଛି ଜୀବନ । ଧ୍ୱଂସ ବିଧ୍ୱଂସ ହେଉଛି ସହର । ହେଲେ ପଛକୁ ହଟୁନି ଋଷ୍ କି ବାଟ ଛାଡ଼ୁନି… Read More...