Browsing Category
National
ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ
ଓ୍ଵାସିଂଟନ : ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି । ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଜାତିସଂଘରେ!-->…
Read More...
Read More...
ମହାରାଷ୍ଟ୍ରରେ ମାଓବାଦୀ ଆକ୍ରମଣ: ୧୬ ଯବାନ ଶହୀଦ
ମହାରାଷ୍ଟ୍ର: ମହାରାଷ୍ଟ୍ର ଗଢ଼ଚିରୌଲୀର କୁରଖେଡ଼ାରେ ବୁଧବାର ସୁରକ୍ଷା କର୍ମୀଙ୍କ ଗାଡି ଉପରେ ମାଓବାଦୀଙ୍କ ଆକ୍ରମଣ ଫଳରେ ୧୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ଗୁରୁତର ଆହତ ଆଉ ଜଣେ ଯବାନ ଶହୀଦ ହୋଇଛନ୍ତି। ଗଢ଼ଚିରୌଲୀର ଘନ!-->…
Read More...
Read More...
ଫନି ପାଇଁ ୨ରୁ ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି ୨ ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା!-->…
Read More...
Read More...
ଧୋନିଙ୍କ ଘରୁ ଚୋରି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୋଏଡ଼ାସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଧୋନିଙ୍କ ଏହି ଘରକୁ ଏକ କମ୍ପାନୀ ଭଡ଼ାରେ ନେଇଛି। ଘରର କେୟାରଟେକରଙ୍କ ଅଭିଯୋଗ!-->…
Read More...
Read More...
ବଢିଲା ରନ୍ଧନ ଗ୍ୟାସ ଦର
ନୂଆଦିଲ୍ଲୀ : ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ବଡ଼ ଝଟକା ଲାଗିଛି। ବୁଧବାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି। ରିଆତିଯୁକ୍ତ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୮ ପଇସା ଏବଂ!-->…
Read More...
Read More...
୪୯ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୯ ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ!-->…
Read More...
Read More...
ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା
ସୁରଟ: ଦୁଷ୍କର୍ମ ଅଭିଯୁକ୍ତ ନାରାୟଣ ସାଇଙ୍କୁ ସୁରଟ ସେସନ୍ କୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଆତ୍ମଘୋଷିତ ଈଶ୍ୱର ବୋଲି ନିଜକୁ ପରିଚୟ ଦେଉଥିବା ତଥା ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କ ପୁଅ!-->…
Read More...
Read More...
ପାଖେଇ ଆସିଲା ଫନି: ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୟାନକ ହେବ ସାମୁଦ୍ରିକ ବାତ୍ୟା
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫୋନି ଏବେ ପୁରୀଠାରୁ ୭୬୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ଓ ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୫୬୦ କିଲୋମିଟର ଦୂରରେ!-->…
Read More...
Read More...
୬ ମାଓବାଦୀ ଗିରଫ
ଦାନ୍ତେୱାଡା: ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ଜଣେ ମହିଳାଙ୍କ ସମେତ ୬ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ୬ଜଣଙ୍କ ମଧ୍ୟରେ ୪ ଜଣ ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା!-->…
Read More...
Read More...
ଗୁଗଲ ଏବଂ ଆପଲ ପ୍ଲେ ଷ୍ଟୋରକୁ ଫେରିଲା ଟିକ୍-ଟକ୍
ଚେନ୍ନାଇ : ଗତ ବୁଧବାର ଟିକ୍-ଟକ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଥିଲେ ମାଡ୍ରାସ୍ ହାଇକୋର୍ଟ । ପୁଣି ଥରେ ଲୋକମାନେ ଏହାକୁ ଡାଉନ୍ଲୋଡ୍ କରି ଏହାର ବ୍ୟବହାର କରି ପାରିବେ ବୋଲି ମାଡ୍ରାସ୍ ହାଇକୋର୍ଟ ସ୍ପଷ୍ଟ!-->…
Read More...
Read More...
ରାଫେଲ ମାମଲା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ରାଫେଲ ବିମାନ ସଂର୍ପରେ ସୁପ୍ରିମ୍ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନଃଶୁଣାଣି ପାଇଁ ଆଗତ ମାମଲାରେ ସୁପ୍ରିମ୍ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କେନ୍ଦ୍ର!-->…
Read More...
Read More...
ରାଜୀବ କୁମାରଙ୍କୁ ଗିରଫ ପାଇଁ ସିବିଆଇର ନିବେଦନ ଉପରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶାରଦା ଚିଟ୍ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସୁପ୍ରିମକୋର୍ଟରେ ଆବେଦନ!-->…
Read More...
Read More...
‘ଫନି’ ମୁକାବିଲା ପାଇଁ ୪ ରାଜ୍ୟକୁ କେନ୍ଦ୍ରର ଅଗ୍ରିମ ସହାୟତା: ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି
ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବ। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪ ରାଜ୍ୟକୁ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି।!-->…
Read More...
Read More...
କେରଳରେ ଆତ୍ମଘାତୀ ଆକ୍ରମଣର ଯୋଜନା କରୁଥିବା ଯୁବକ ଗିରଫ
ନୂଆଦିଲ୍ଲୀ : କେରଳରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଛି । ଯୁବକଙ୍କ ନାଁ ରିୟାସ ବୋଲି ଜଣା ପଡ଼ିଥିବା ବେଳେ ପଚରାଉଚରା ସମୟରେ!-->…
Read More...
Read More...
