Browsing Category
National
ପାଞ୍ଚ ବର୍ଷ ପରେ ବାଗଦାଦିର ଆତ୍ମପ୍ରକାଶ
ବାଗଦାଦ : ଦୀର୍ଘ ପାଞ୍ଚ ବ୍ୟବଧାନରେ ଆତ୍ମପ୍ରକାଶ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ମୁଖ୍ୟ ଅବୁ ବକର ଅଲ୍-ବାଗଦାଦି। ସୋମବାର ଏକ ଭିଡିଓ ବାର୍ତ୍ତାରେ ସେ ନିଜ ସମର୍ଥକଙ୍କୁ ଉଦ୍ବୋଧନ ଦେଉଥିବାର ଦୃଶ୍ୟ ପ୍ରସାରିତ!-->…
Read More...
Read More...
ଚୀନ ବିକଶିତ ୧୦୦ ଆପ ଡିଲିଟ କରିବ ଗୁଗୁଲ
ନୂଆଦିଲ୍ଲୀ: ବିଶ୍ୱର ସର୍ବ ବୃହତ ସର୍ଚ୍ଚ ଇଂଜିନ ଗୁଗୁଲ ଚୀନ ବିକଶିତ ୧୦୦ଟି ଆପକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ସାଇବର ଆକ୍ରମଣ ଏବଂ ତଥ୍ୟ ଆଦାନ ପ୍ରଦାନ ନୀତି ଉଲ୍ଲଙ୍ଘନ କରୁଥିବା ଏହି ୧୦୦ଟି ଆପ!-->…
Read More...
Read More...
ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରାକ୍ ମୌସୁମୀ ବର୍ଷା ୨୭% ହ୍ରାସ
ନୂଆଦିଲ୍ଲୀ : ତାପମାତ୍ରା ବୃଦ୍ଧି କାରଣରୁ ଦେଶରେ ପ୍ରାକ୍ ମୌସୁମୀ ବର୍ଷା ପରିମାଣ ୨୭% ହ୍ରାସ ପାଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି। ମାର୍ଚ୍ଚ ଓ ଏପ୍ରିଲ ମାସରେ ହେଉଥିବା ପ୍ରାକ୍ ମୌସୁମୀ ବର୍ଷା ଦେଶର!-->…
Read More...
Read More...
ପାଣିପାଗ ବିଭାଗର ପୂର୍ବାନୁମାନ: ‘ଫନି’ ଅପରାହ୍ନ ସୁଦ୍ଧା ପ୍ରଚଣ୍ଡ ରୂପ ନେଇପାରେ
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ଫନି’ ଭାରତ ମହାସାଗରକୁ ଛୁଇଁବା ପରେ ଆଜି ସଂଧ୍ୟା ସୁଦ୍ଧା ପ୍ରଚଣ୍ଡ ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶନିବାର ଭାରତୀୟ!-->…
Read More...
Read More...
ଏୟାର୍ ଇଣ୍ଡିଆ ସର୍ଭର ଗଡ଼ବଡ଼: ଆଜି ବି ବିଳମ୍ବରେ ଉଡ଼ାଣ ଭରିବେ ୧୩୭ ବିମାନ
ନୂଆଦିଲ୍ଲୀ: ଶନିବାର ସକାଳୁ ଏୟାର୍ ଇଣ୍ଡିଆର ସର୍ଭରରେ ଗଡ଼ବଡ଼ ଦେଖା ଦେବା ପରେ ଗତକାଲି ବିମାନ ଚଳାଚଳ ଉପରେ ବିଶେଷ ପ୍ରଭାବ ପଡ଼ିଥିଲା। ଜାଣିବାକୁ ମିଳିଛି ଯେ ଏହି ସମସ୍ୟା ଆଜି ମଧ୍ୟ ରହିଛି। ବିମାନର ପାସେଞ୍ଜର୍!-->…
Read More...
Read More...
କ୍ୟାଟ୍ୱାକ୍ ବେଳେ ମଡେଲଙ୍କ ମୃତ୍ୟୁ
ସାଓ ପାଓଲୋ: ରାମ୍ପରେ କ୍ୟାଟ୍ୱାକ କରିବା ବେଳେ ଜଣେ ମଡେଲଙ୍କ ମୃତ୍ୟୁ ଘଟିଛି। ବ୍ରାଜିଲର ସାଓପାଓଲୋରେ ଶନିବାର ଆୟୋଜିତ ଫ୍ୟାଶନ ୱିକ୍ର ରାମ୍ପ ଶୋରେ ଏହି ଘଟଣା ଘଟିଛି। ମୃତା ମଡେଲ ହେଉଛନ୍ତି ଟେଲ୍ସ ସୋର୍ସ। ସେ!-->…
Read More...
Read More...
ପୁଣି ନିର୍ବାଚନୀ ସଭାରେ ଗଡ଼କରୀ ଅସୁସ୍ଥ
ଶିରିଡ଼ି : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ନିର୍ବାଚନୀ ସଭାରେ ଅସୁସ୍ଥ ହୋଇପଡ଼ିଛନ୍ତି। ମହାରାଷ୍ଟ୍ରର ଶିରିଡ଼ି ଲୋକସଭା ଆସନ ପାଇଁ ଶିବସେନା ପ୍ରାର୍ଥୀ ସଦାଶିବ ଲୋଖାଣ୍ଡେଙ୍କ ସପକ୍ଷରେ!-->…
Read More...
Read More...
ଗିରି ଖାତକୁ ବସ୍ ଖସି ୧୨ ମୃତ
ଡେଲହାଉସି : ହିମାଚଳପ୍ରଦେଶର ଡେଲହାଉସି ଅନ୍ତର୍ଗତ ବାନିଖେତ ନିକଟ ପଞ୍ଚପୁଲାଠାରେ ଏକ ଘରୋଇ ବସ୍ ଗିରିଖାତରେ ଖସିପଡ଼ିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବସ୍ଟି ଡେଲହାଉସିରୁ ପଠାନକୋଟ ଯାଉଥିଲାବେଳେ ଏହି ଦୁର୍ଘଟଣା!-->…
Read More...
Read More...
ଫନି ସଂପର୍କରେ ତାମିଲନାଡୁ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ: ତାମିଲନାଡୁ ନୁହେଁ ଆନ୍ଧ୍ର ଆଡକୁ ଯାଇପାରେ
ନୂଆଦିଲ୍ଲୀ: ଭାରତର ପୂର୍ବ ଉପକୂଳ ଆଡକୁ ମାଡି ଆସୁଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ଫନିକୁ ନେଇ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଥିବାବେଳେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।!-->…
Read More...
Read More...
ପାକିସ୍ତାନ ଉପରେ ଭିଜା କଟକଣା ଲଗାଇପାରେ ଆମେରିକା
ୱାଶିଂଟନ: ପାକିସ୍ତାନ ଉପରେ ଆମେରିକା ଖୁବ୍ଶୀଘ୍ର ଭିଜା କଟକଣା ଲାଗାଇପାରେ, ଯାହା ଫଳରେ ଆମେରିକା ଯିବା ଲାଗି ଆଉ ପାକିସ୍ତାନୀ ନାଗରିକମାନଙ୍କୁ ଅନୁମିତ ମିଳିବ ନାହିଁ। ଭିଜା ଅବଧି ଶେଷ ହେବା ପରେ ଯେଉଁ ପାକ୍ ନାଗରିକ!-->…
Read More...
Read More...
ଜନସନ୍ ଆଣ୍ଡ୍ ଜନସନ୍ ସାମ୍ପୁ ଉପରେ ଲାଗିଲା ରୋକ
ନୂଆଦିଲ୍ଲୀ: ଆମେରିକାର ବେବି ପ୍ରଡକ୍ଟ ପ୍ରସ୍ତୁତ କରୁଥିବା ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନି ବିବାଦ ଘେରକୁ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରିପାରୁନାହିଁ। ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର)!-->…
Read More...
Read More...
ଅବପାତରେ ପରିଣତ ହେଲା ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଭୀଷଣ ସାମୁଦ୍ରିକ ଝଡ଼
ନୂଆଦିଲ୍ଲୀ: ଭାରତ ମହାସାଗରର ପୂର୍ବ ବିଷୁବରୈଖୀୟ ଓ ଦକ୍ଷିଣପୂର୍ବ ବଙ୍ଗୋପ ସାଗର ଉପରେ ସୃଷ୍ଟ ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୦ କି. ମି. ବେଗରେ ଆହୁରି ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଅବପାତରେ ପରିଣତ!-->…
Read More...
Read More...
ଏୟାର ଇଣ୍ଡିଆ ସର୍ଭର ଡାଉନ: ବିଶ୍ଵବ୍ୟାପୀ ବିମାନ ଉଡ଼ାଣ ଠପ୍, ବିମାନବନ୍ଦରରେ ଯାତ୍ରୀ ହଟହଟା
ନୂଆଦିଲ୍ଲୀ: ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ସର୍ଭର ଡାଉନ ହେବା କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସମେତ ବିଦେଶରେ ବି ଏୟାର ଇଣ୍ଡିଆର ସର୍ଭର ଡାଉନ ରହିଥିବାରୁ ବିମାନ ଉଡ଼ାଣ ଠପ୍!-->…
Read More...
Read More...
ଭାରତରେ ଆତଙ୍କାବାଦୀ ଆକ୍ରମଣ ସୂଚନା ଗୁଜବ: ପୂର୍ବତନ ସେନା କର୍ମଚାରୀ ଗିରଫ
ବେଙ୍ଗାଲୁରୁ : ଦେଶର ସମୁଦ୍ର ତଟବର୍ତ୍ତୀ ୮ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଦିଆଯାଇଥିବା ସୂଚନା ଏକ ଗୁଜବ ବୋଲି ଜଣାପଡିଛି। କର୍ଣ୍ଣାଟକ ପୁଲିସକୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଟ୍ରକ ଚାଳକ ସୁନ୍ଦର!-->…
Read More...
Read More...
