Browsing Category
National
ପାଞ୍ଚ ଦିନ ପାଣି ପିଇ ବାଥ୍ରୁମ୍ରେ ରହିଲେ ୭ ବର୍ଷୀୟ ଝିଅ
ହାଇଦ୍ରାବାଦ: ଖେଳିବା ବେଳେ ପଡ଼ୋଶୀ ଘର ଗାଧୁଆଘରେ ପଡ଼ି ଯାଇଥିବା ଜଣେ ସାତ ବର୍ଷୀୟ ଝିଅ କେବଳ ପାଣି ପିଇ ପାଞ୍ଚ ଦିନ ବଞ୍ଚି ରହିଥିବା କଥା ପୁଲିସ କହିଛି।ଚମକପ୍ରଦ ଘଟଣାଟି ଘଟିଛି ହାଇଦ୍ରାବାଦ ଠାରୁ ପ୍ରାୟ ୧୬୦!-->!-->!-->…
Read More...
Read More...
ଶ୍ରୀଲଙ୍କାରେ ସନ୍ଦିଗ୍ଧ ଇସ୍ଲାମିଷ୍ଟ୍ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ: ୧୫ ନିହତ
କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସାରା ରାତି ଭୀଷଣ ଗୁଳି ବିନିମୟ ଚାଲିଥିବା ସ୍ଥଳରୁ ଛଅ ଜଣ ପିଲାଙ୍କ ସମେତ ୧୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି ବୋଲି ଶନିବାର ଦିନ ଜଣେ ସାମରିକ ମୁଖପାତ୍ର କହିଛନ୍ତି।ବାଟ୍ଟିକାଲୋଆ!-->!-->!-->…
Read More...
Read More...
ଜୁଲାଇକୁ ଘୁଞ୍ଚିଲା ଭାରତର ଚନ୍ଦ୍ର ଅଭିଯାନ
ନୂଆଦିଲ୍ଲୀ : ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟ୍ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହେବାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସତର୍କ ହୋଇଯାଇଛି । ଭାରତୀୟ ଚନ୍ଦ୍ରଯାନ ଯେପରି ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ସଫଳ!-->…
Read More...
Read More...
ତିହାର ଜେଲ୍ରେ ଆମରଣ ଅନଶନରେ ବସିଲା ହାଇଦ୍ରାବାଦ୍ ବିସ୍ଫୋରଣ ଅଭିଯୁକ୍ତ ୟାହ୍ସିନ୍
ହାଇଦ୍ରାବାଦ୍: ତିହାର୍ ଜେଲ୍ରେ ଦଣ୍ଡ ଭୋଗୁଥିବା ହାଇଦ୍ରାବାଦ୍ ସିରିୟଲ୍ ବିସ୍ଫୋରଣର ଅଭିଯୁକ୍ତ ୟାହ୍ସିନ୍ ଭତ୍କାଲ୍ ଜେଲ୍ ପରିସରରେ କଏଦୀମାନଙ୍କ ସକାଶେ ଏକ ଇଣ୍ଡକ୍ସନ୍ କୁକର୍ ଦାବି କରି ଆମରଣ ଅନଶନ!-->…
Read More...
Read More...
ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ନିଆଁ ଲାଗି ଲେପ୍ଟନାଣ୍ଟ୍ କମାଣ୍ଡର୍ ସହିଦ
ବେଙ୍ଗାଲୁର: କର୍ଣ୍ଣାଟକର ତରଓ୍ଵାର ଉପକୂଳରେ ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ଆଜି ଏକ ଅଘଟଣ ଘଟିଛି। ଏହି ଅଘଟଣରେ ଭାରତୀୟ ନୌସେନାର ଲେପ୍ଟନାଣ୍ଟ୍ କମାଣ୍ଡର୍ ଡି ଏସ୍ ଚୌହ୍ଵାନ ସହିଦ!-->…
Read More...
Read More...
ପୁଣି ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ
ଲଣ୍ଡନ : ଆଜି ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପଳାତକ ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ପୁଣି ଥରେ ଖାରଜ!-->…
Read More...
Read More...
ଫନି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ଆଶଙ୍କା
ନୂଆଦିଲ୍ଲୀ : ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୧୧୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୪୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ!-->…
Read More...
Read More...
ରାହୁଲଙ୍କ ବିମାନରେ ଯାନ୍ତ୍ରିକ ସମସ୍ୟାର ତଦନ୍ତ ନିର୍ଦେଶ ଦେଲା ଡିଜିସିଏ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଶୁକ୍ରବାର ଯାନ୍ତ୍ରିକ ସମସ୍ୟା ଦେଖାଦେବା ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏପରି ତ୍ରୁଟି ଦେଖାଦେଲା ତାହାର ତଦନ୍ତ ପାଇଁ ବେସାମରିକ!-->…
Read More...
Read More...
ସୁରଟ୍ ଦୁଷ୍କର୍ମ ମାମଲା : ଦୋଷୀ ସାବ୍ୟସ୍ତ ହେଲେ ଆଶାରାମଙ୍କ ପୁଅ ନାରାୟଣ ସାଇ
ସୁରଟ୍ : ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଶୁକ୍ରବାର ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ୍ ସେସନ କୋର୍ଟ। ନାରାୟଣ ସାଇଙ୍କ ବିରୋଧରେ ସୁରଟ୍ର ଦୁଇ ଭଉଣୀ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ!-->…
Read More...
Read More...
ଶ୍ରୀଲଙ୍କାରେ ପାକିସ୍ତାନୀ ଶରଣାର୍ଥୀଙ୍କୁ ଆକ୍ରମଣ
କଲୋମ୍ବୋ: ଶ୍ରୀଲଙ୍କାରେ ଆଶ୍ରୟ ନେଇଥିବା ପାକିସ୍ତାନୀ ଶରଣାର୍ଥୀମାନଙ୍କୁ ଆକ୍ରମଣ କରାଯାଉଛି। ଖ୍ରୀଷ୍ଟିୟାନମାନଙ୍କୁ ଟାର୍ଗେଟ କରି ହୋଇଥିବା ସିରିଜ ବିସ୍ଫୋରଣ ଘଟଣା ପରେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକମାନେ ମୁସଲମାନ!-->…
Read More...
Read More...
ଇଣ୍ଡିଗୋ ବିମାନରେ ବିମାନ ପରିଚାରିକାଙ୍କୁ ଅସଦାଚରଣ କଲେ ପାଇଲଟ୍
ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଜଣେ ପାଇଲଟ୍ ସେହି ବିମାନର ଜଣେ ମହିଳା ବିମାନ ପରିଚାରିକାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ଏପ୍ରିଲ ୧୬ ତାରିଖର। ଯେତେବେଳେ ବିମାନଟି ଉଡିବାକୁ ଆରମ୍ଭ!-->…
Read More...
Read More...
ଆଗକୁ ଶ୍ରୀଲଙ୍କାରେ ଆହୁରି ବିସ୍ଫୋରଣ ଆଶଙ୍କା
କଲମ୍ବୋ : ଗତ ରବିବାରଦିନ ହୋଇଥିବା ଭୟଙ୍କର ସିରିଜ ବିସ୍ଫୋରଣ ସତ୍ତ୍ୱେ ଶ୍ରୀଲଙ୍କା ଉପରୁ ବିପଦ ଟଳିନାହିଁ । ଆଗକୁ ଆହୁରି ବିପଦର ଆଶଙ୍କା କରୁଛନ୍ତି ଶ୍ରୀଲଙ୍କା ସରକାର । ଗୁରୁବାରଦିନ ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର!-->…
Read More...
Read More...
ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନାର ଷଡ଼ଯନ୍ତ୍ର ସଂପର୍କରେ ତଦନ୍ତ କରିବେ ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ…
ନୂଆଦିଲ୍ଲୀ: ଏକ ଗୁୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଓ ଏହା ପଛରେ ରହିଥିବା ଷଡ଼ଯନ୍ତ୍ରର ତଦନ୍ତ ସୁପ୍ରିମ୍କୋର୍ଟର!-->…
Read More...
Read More...
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ରାତିରେ ଏକ ଧରଣର ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତି ଯାଇଛି । ରିପୋର୍ଟ ଅନୁଯାୟୀ, ବିମାନ ବନ୍ଦରରେ ଠିଆ ହୋଇଥିବା ଏୟାର!-->…
Read More...
Read More...
