Browsing Category
National
ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଅନନ୍ତନାଗ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲାର ବିଜ୍ବେହାରା ଅନ୍ତର୍ଗତ ବାଗେନ୍ଦର ମୋହଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ!-->…
Read More...
Read More...
ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ
କଲୋମ୍ବୋ: ଶ୍ରୀଲଙ୍କାରେ ଚର୍ଚ୍ଚ ଏବଂ ହୋଟେଲରେ ସିରିଜି ବିସ୍ଫୋରଣ ଘଟଣାକୁ ସପ୍ତାହେ ନ ବିତୁଣୁ ଗୁରୁବାର ପୁଣି ଏକ ବିସ୍ଫୋରଣ ଘଟିଛି। କଲୋମ୍ବୋଠାରୁ ୪୦ କି.ମି. ପୂର୍ବରେ ଥିବା ପୁଗୋଡ଼ା ସହରରେ ଥିବା ଏକ କୋର୍ଟ ପଛପଟେ ଏହି!-->…
Read More...
Read More...
ଜେଟ୍ ଏୟାରୱେଜ୍କୁ କିଣିବାକୁ ଇଚ୍ଛୁକ ଅଛନ୍ତି ଏହି ବ୍ୟବସାୟୀ
ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍ ଏୟାରୱେଜର ଭବିଷ୍ୟତ ଏବେ ବି ଅନ୍ଧକାର ଭିତରେ ରହିଛି। କମ୍ପାନୀ ଏହାର ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଦେଇଥିବାରୁ ପାଖାପାଖି ୨୦ ହଜାର!-->…
Read More...
Read More...
ରୋହିତଙ୍କ ମୃତ୍ୟୁର ଗୁମର ଖୋଲିଲା ପୁଲିସ: ହତ୍ୟା କରିଥିଲେ ପତ୍ନୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ରୋହିତ ତାଙ୍କ ବାନ୍ଧବୀଙ୍କ ସହ ବୁଲାବୁଲି କରୁଥିଲେ।!-->…
Read More...
Read More...
ଯୋଗୀ, ମୋହନ ଭାଗବତ, କେଜ୍ରିୱାଲଙ୍କୁ ହତ୍ୟା ଧମକ
ଲକ୍ଷ୍ମୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ବୟଂ ସେବକ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ମିଳିଛି। ଏ ସମ୍ପର୍କିତ ଏକ!-->…
Read More...
Read More...
ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୫୯ ଛୁଇଁଲା
ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଥିବା ଏକାଧିକ ଚର୍ଚ୍ଚ ଏବଂ ହୋଟେଲରେ ଗତ ରବିବାର ସିରିଜ ବିସ୍ଫୋରଣ ଘଟିଥିଲା। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି!-->…
Read More...
Read More...
ରୋହିତ ଶେଖର ହତ୍ୟା ମାମଲା: ପତ୍ନୀଙ୍କୁ ଗିରଫ କଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରି ହତ୍ୟା ମାମଲାରେ ପୁଲିସ ରୋହିତଙ୍କ ପତ୍ନୀ ଅପୂର୍ବାଙ୍କୁ ଗୁରୁବାର ଗିରଫ କରିଛି। ଗତ ୧୬ ତାରିଖରେ ସନ୍ଦେହଜନକ!-->…
Read More...
Read More...
ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରିବେ ୩ ଜଣିଆ ବିଚାରପତି ପ୍ୟାନେଲ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ପ୍ୟାନେଲ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରିବେ। ପ୍ରଧାନ ବିଚାରପତି ଏଥିପାଇଁ!-->…
Read More...
Read More...
ନେପାଳର କାଠମାଣ୍ଡୁରେ ଭୂମିକମ୍ପ
ନୂଆଦିଲ୍ଲୀ: ବୁଧବାର ସକାଳ ୬: ୧୪ରେ ନେପାଳର କାଠମାଣ୍ଡୁ ଠାରେ ୪.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।ଇଉରୋପିୟାନ୍-ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍ କହିଛି ଯେ ଏହି ଭୂମିକମ୍ପର ତୀବ୍ରତା ୪. ୮!-->…
Read More...
Read More...
କଲମ୍ବୋ ବିସ୍ଫୋରଣ ପଛର ସଂଦିଗ୍ଧ ଆତଙ୍କବାଦୀର ଭିଡିଓ ଭାଇରାଲ୍
କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ବିସ୍ଫୋରଣର ଦୁଇ ଦିନ ପରେ ସାମ୍ନାକୁ ଆସିିଛି ପ୍ରଥମେ ବିସ୍ଫୋରଣ ଘଟିଥିବା ଚର୍ଚ୍ଚର ସିସିଟିଭି ଫୁଟେଜ୍। ସିସିଟିଭି ଫୁଟେଜ୍ରେ ଆତ୍ମଘାତୀ ବିସ୍ଫୋରଣକାରୀ ଜଣକ ନିଜ ପିଠିରେ ଏକ କଳା!-->…
Read More...
Read More...
ବିଲକିଶ ବାନୋ ମାମଲା: ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଚାକିରୀ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ୨୦୦୨ ଦଙ୍ଗା ସମୟରେ ଗଣ ବଳାତ୍କାରର ଶିକାର ହୋଇଥିବା ବିଲକିଶ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଚାକିରୀ ଓ ବାସଗୃହ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଗୁଜୁରାଟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି।!-->…
Read More...
Read More...
ଉତ୍ତର ମିଆଁମାର୍ର ଖଣି ଅଞ୍ଚଳରେ ଭୂସ୍ଖଳନ:୩ ମୃତଦେହ ଉଦ୍ଧାର,୫୦ରୁ ଅଧିକ ମୃତ୍ୟୁବରଣ କରିଥିବା ସନ୍ଦେହ
ମିଆଁମାର: ଉତ୍ତର ମିଆଁମାର୍ର କଚିନ ପ୍ରଦେଶରେ ଥିବା ଏକ ଖଣି ଅଞ୍ଚଳରେ ଭୂସ୍ଖଳନ ଘଟିଥିବା ପୁଲିସ୍ ସୂଚନା ଦେଇଛି। ଘଟିଥିବା ଏହି ଭୂସ୍ଖଳନରେ ପ୍ରାୟ ୫୦ରୁ ଅଧିକ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପୁଲିସ୍!-->…
Read More...
Read More...
ବିଜେପିରେ ଯୋଗଦେଲେ ଅଭିନେତା ସନୀ ଦେଓଲ
ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସନୀ ଦେଓଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସନୀଙ୍କୁ ଦଳରେ!-->…
Read More...
Read More...
ଖୁଲାସା ହେଲା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ପୁତୁରାଙ୍କ ନାଆଁରେ ୧୩୫୦ କୋଟି ଟଙ୍କାର ଟିକସ ଚୋରି
ନୂଆଦିଲ୍ଲୀ: ଆୟକର ବିଭାଗ ଭୋପାଳ,ଇନ୍ଦୋର,ଗୋଆ ଆଦି ସ୍ଥାନର କେତେକ ଅଞ୍ଚଳରେ ଚଢାଉ କରି ୧୩୫୦ କୋଟି ଟଙ୍କାର ଟିକସ ଚୋରି ଧରିବାରେ ସଫଳ ହୋଇଛି। ସିବିଡିଟି ଖୁଲାସା କରିଛି ଯେ ଆୟକର ବିଭାଗ ହିନ୍ଦୁସ୍ତାନ ପାଓ୍ଵାର୍!-->…
Read More...
Read More...
