Browsing Category
National
ଭାବି ପତ୍ନୀଙ୍କ ଅଶୀଳ ଫଟୋ ପର୍ଣ୍ଣ ସାଇଟରେ ଛାଡିଲେ ଭାବି ସ୍ୱାମୀ,କଣ କଲେ ହେୟାର ହୋଷ୍ଟସ ଯୁବତୀ ?
ନୂଆଦିଲ୍ଲୀ : ମାର୍ଟିମୋନିଆଲ ସାଇଟରୁ ପରିଚୟ ହୋଇଥିଲା । ପରସ୍ପର ଦେଖା ସାକ୍ଷତରୁ ପ୍ରେମ ହେଲା । ଉଭୟ ପରସ୍ପରକୁ ବାହାହେବେ ବୋଲି ରାଜି ହେଲେ । ଘରଲୋକ ଆଲୋଚନା କି ସୀକୃତି ବି ଦେଲେ । ପଅ ସେନା ବାହାନିରେ ଇଞ୍ଜିନିୟର…
Read More...
Read More...
ବର୍ଷାରେ ଭିଜି ପରସ୍ପରକୁ ଚୁମ୍ବନ ଦେଉଥିବା ଦମ୍ପତିଙ୍କ ଫଟୋ ଉଠାଇ ଫଟୋ ଗ୍ରାଫରଙ୍କ ଚାକିରିଗଲା
ନୂଆଦିଲ୍ଲୀ : ବର୍ଷାରେ ଭିଜୁଥିଲେ ଦମ୍ପତି । ଦୁହେଁ ବେଶ ରୋମାଣ୍ଟିକ ମୁଡରେ ବି ଥିଲେ । ବର୍ଷାରେ ଭିଜି ଭିଜି ଉଭୟଙ୍କ ଦେହରୁ ଓ ଓଠରୁ ପାଣି ଗଡୁଥିଲା । ଆଉ ଏମିତି ଏକ ମୂହୁର୍ତରେ ଦୁଙେଁ ବର୍ଷାରେ ଭିଜି ଭିଜି ପରସ୍ପରକୁ…
Read More...
Read More...
ଇମ୍ରାନ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ! ଆରମ୍ଭରୁ ଦେଖାଇଲେ ନରମ ଗରମ ମନୋଭାବ
ବେଲୁଚିସ୍ତାନ : ଇମ୍ରାନ ହେବେ ପାକିସ୍ତାନପ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ପାକିସ୍ତାନର ନିର୍ବାଚନରେ ଇମ୍ରାନଙ୍କ ପାକିସ୍ତାନ ତେହରିକ ଏ ଇନସାଫ ପାର୍ଟି ବିଜୟୀ ହୋଇଛି । ୨୨ ବର୍ଷ ପରେ ଇମ୍ରାନଙ୍କୁ ମିଳିଛି ସଫଳତା । ବିଜୟ…
Read More...
Read More...
ରମଣ ମାଗାସେସ୍ ପୁରସ୍କାର ପାଇଁ ଦୁଇ ଭାରତୀୟ ମନୋନୀତ
ଭୁବନେଶ୍ବର : ସମ୍ମାନଜନକ ରମଣ ମାଗାସେସ୍ ପୁରସ୍କାର ପାଇବାକୁ ଦୁଇ ଭାରତୀୟ ମନୋନୀତ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାମନ ରଖିଥିବା ଏହି ଦୁଇ ଭାରତୀୟ ହେଲେ ଡକ୍ଟର ଭାରତ ଭଟ୍ଟୱାନି ଏବଂ ସୋନମ ୱାଙ୍ଗଚୁକ୍ ।…
Read More...
Read More...
ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ
ଅହମ୍ମଦାବାଦ : ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ । ୨୦୧୫ ଦଙ୍ଗା ମାମଲାରେ ପଟିଦାର ନେତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ବିଶ୍ ନଗର କୋର୍ଟ । ପଟିଦାର ନେତା ହାର୍ଦ୍ଦିକଙ୍କ ସହ…
Read More...
Read More...
ଶିଶୁ ପାଳ ହେଲେ ବର,ପ୍ରେମିକକୁ ବିଭାହ କଲେ କନ୍ୟା
ଜବଲପୁର : ବର ସାଜି ବାହା ହେବାକୁ ଆସିଥିଲେ । ହେଲେ ବାହା ବେଦୀରେ ବସିବା ଆଗରୁ କନ୍ୟା ହାତ ଧରିନେଲା ପ୍ରେମିକ । ବରକୁ ଶିଶୁ ପାଳ ହୋଇ ଫେରିବାକୁ ପଡିଲା । ଏମିତି ଘଟଣଆ ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ବର ଆସିବାର କିଛି…
Read More...
Read More...
୨୭ରେ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ : ରକ୍ତବର୍ଣ୍ଣ ହେବ ଚନ୍ଦ୍ରମା
କୋଲକାତା : ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ଚନ୍ଦ୍ରଗ୍ରହଣ…
Read More...
Read More...
ପାକିସ୍ତାନ ନିର୍ବ।ଚନ : ସରିଲା ପ୍ରଚାର, ବୁଧବାର ଭୋଟ
ଇସ୍ଲାମାବାଦ : ବୁଧବାର ଆସନ୍ତା ୨୫ ତାରିଖ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ପାକ୍ ନିର୍ବାଚନ କମିଶନ (ଇସିପି)ଙ୍କ ପକ୍ଷରୁ ରାଜନୀତିକ ଦଳ ଓ…
Read More...
Read More...
ମାର କୋକେଇକୁ କାନ୍ଧ ଦେଲେନି ପୁଅ,ଝିଅ ଓ ବୋହୁ କୋକେଇ କାନ୍ଧେଇ ସ୍ମଶାନକୁ ନେଲେ ଶବ
ବାରଣାସି : ମାର ମୃତ୍ୟୁ ପରେ ପୁଅ ମାର କୋକେଇରେ କାନ୍ଧ ଲଗାଇଲେନି । ପୁଅ ମାନେ ଉପସ୍ଥିତ ଥାଇ ବି ଝିଅ ଏବଂ ବୋହୁ ମାନେ ମୃତ ଦେହକୁ କୋକେଇରେ କାନେ୍ଧଇ କାନେ୍ଧଇ ନେଲେ ଆଉ ଶେଷକୃତ୍ୟ ହେଲା । ଏମିତି ଘଟଣା ଘଟିଛି ଉତର…
Read More...
Read More...
ବାଳିକା ଆଶ୍ରମରେ ବ୍ୟଭିଚାର : ଦୁଷ୍କର୍ମ ପରେ ପରେ ମାରି ପୋତିଦେଲେ ନାବାଳିକାଙ୍କ ମୃତ ଦେହ
ମୁଜାଫରପୁର : ବିହାର ମୁଜାଫରପୁରରେ ଛାଞ୍ଚଲ୍ୟ । ସରକାରୀ ବାଳିକା ଗୃହରେ ଅନ୍ତେବାସୀ ନାବାଳିକାକୁ ବଳାତ୍କାର ପରେ ହତ୍ୟା । ମୃତ ଦେହକୁ ବାଳିକା ଆଶ୍ରମ ପରିସରରେ ହିଁ ପୋତି ଦେଇଛନ୍ତି ବାଳିକା ଆଶ୍ରମ କର୍ମକର୍ତ୍ତା ।ଏପରି…
Read More...
Read More...
ନ୍ୟାୟ ପାଇଁ ଅଭିନବ ଅଭିଯୋଗ : ବ୍ୟାଗ୍ରେ ଭ୍ରୁଣ ରଖି ଥାନାରେ ପହଞ୍ôଚଲା ଦୁଷ୍କର୍ମ ପୀଡ଼ିତା
ମୀରଟ୍ : ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଆମ୍ରୋହା ଜିଲ୍ଲାର ହସନପୁର ଥାନାରେ ଜନୈକା ୧୯ ବର୍ଷୀୟା ମହିଳା ପହଞ୍ôଚଥିଲେ । ସେ ଧରିଥିବା ବ୍ୟାଗରେ ଅପରିପକ୍ୱ ମୃତ ଭ୍ରୁଣଟିଏ ଥିଲା । ପୀଡ଼ିତା ମହିଳା ଦୁଷ୍କର୍ମ ଅଭିଯୁକ୍ତଙ୍କ…
Read More...
Read More...
ଗାଧୋଇବା ବେଳେ ୫ ଜଣ ଭାସିଗଲେ
ଚେନ୍ନାଇ : ତାମିଲନାଡୁର ସାଲେମ୍ ଜିଲ୍ଲାରେ କାବେରୀ ନଦୀରେ ଗାଧୋଇବା ବେଳେ ହଠାତ୍ ବନ୍ୟା ଆସିବାରୁ ୫ ଜଣ ଭାସି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସାଲେମ୍ ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରୁଗେସାନ୍…
Read More...
Read More...
ନାସାର ସୂର୍ଯ୍ୟାଭିଯାନ
କେପ୍ କାନାଭେରାଲ : ସୂର୍ଯ୍ୟଙ୍କ ଖୁବ ନିକଟକୁ ଯାନ ପଠାଇବ ନାସା । ଅତିଶୟ ଉତ୍ତପ୍ତ ବାତାବରଣରେ ସୋଲାର କରୋନା ବା ସୌର ତେଜ ଯୋଗୁଁ ଉତ୍ପନ୍ନ ହେଉଥିବା ସୌର ପବନର କଳଣା କରିବ ଆମେରିକାର ଜାତୀୟ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍…
Read More...
Read More...
କ୍ଲାସ ରୁମରେ ଛାତ୍ରୀଙ୍କ ଅଶୋଭନୀୟ କାଣ୍ଡ ଦେଖି ଶିକ୍ଷକ ତାଜୁବ, ତେବେ କଣ କରୁଥିଲେ ଏକାଦଶ ଶ୍ରେଣୀର ଛାତ୍ରୀ ?
ପଞ୍ଜାବ : ସ୍କୁଲ ବା କଲେଜ ହେଉଛି ବିଦ୍ୟାର ମନ୍ଦିର । ଏଠି ପାଠ ପଢିବା ସହ ଭବିଷ୍ୟତ ଗଢିବାକୁ ଆସିଥାନ୍ତି ଛାତ୍ର ଛାତ୍ରୀ । ହେଲେ ପାଠ ପଢାବେଲେ କ୍ଲାସ ରୁମରେ ବସି ସମସ୍ତଙ୍କ ଆଗରେ ଜଣେ ଛାତ୍ରୀ ଆଶୋଭନୀୟ କାରନାମା କରୁଥିଲେ…
Read More...
Read More...
