Browsing Category

Odisha

୩୦ରୁ ନୟାଗଡ ଚିନିକଳ ପୁନଃକାର୍ଯ୍ୟକ୍ଷମ ପାଇଁ ପଦଯାତ୍ରା

ଭୁବନେଶ୍ୱର: ନୟାଗଡ ଚିନି କଳ ପୁନଃକାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନାହିଁ । ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ମିଳୁନି । ସରକାରଙ୍କଠାରୁ ଚିନି କଳ ପରିଚାଳନା ଦାୟିତ୍ବ ନେଇଥିବା…
Read More...

ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ, ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ। ନବୀନ ନିବାସରେ ସକାଳ ୧୧.୩୦ରେ ବସିବ ବୈଠକ। ବଜେଟ ଅଧିବେଶନରେ ଦଳର କଣ ରହିବ ଆଭିମୁଖ୍ୟ, କେଉଁ ପ୍ରସଙ୍ଗ ଉଠାଯିବ ସେନେଇ ଆଲୋଚନା କରାଯିବ। ସବୁ ସାଂସଦ ଏଥିରେ ଉପସ୍ଥିତ…
Read More...

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ; ଆଜିଠୁ ଚିକେନ ବିକ୍ରି ଉପରେ ଲାଗିବ ରୋକ୍

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଚିକେନ ବିକ୍ରି ଉପରେ ଲାଗିବ କଟକଣା। ବିଭିନ୍ନ ଚିକେନ ସେଂଟର ଉପରେ ରେଡ କରିବ ରାପିଡ ଆକ୍ସନ ଟିମ। ଓୟୁଏଟିର ୧ କିମି ପର୍ଯ୍ୟନ୍ତ ପରିଧି ଭିତରେ ପ୍ରଥମେ ଏହା କରାଯିବ ।ଏଥିରେ କୁକୁଡା…
Read More...

ରାଜଧାନୀରୁ ମୁର୍ଶିଦାବାଦ ଡ୍ରଗସ ବେପାରିକୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲା ମୁର୍ଶିଦାବାଦ ଡ୍ରଗସ ମାଫିଆ। ସହିଦନଗର ଥାନା ଅନ୍ତର୍ଗତ ସୈନିକ ସ୍କୁଲ ନିକଟରୁ ମୁର୍ଶିଦାବାଦ ଡ୍ରଗସ ମାଫିଆ ବୁଦ୍ଧିଆ ଖାନକୁ ଗିରଫ କରିଥିବା ସହ ତାନିକଟରୁ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ…
Read More...

ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ ସତର୍କତା ମୂଳକ ପଦକ୍ଷେପ

ଭୁବନେଶ୍ୱର: ଓୟୁଏଟିର ଭୁବନେଶ୍ୱରସ୍ଥିତ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଲାଗିଥିବା ସ୍ପଷ୍ଟ ହେଲାପରେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ରୋଗ ମୁଖ୍ୟତଃ ଏଚ୫ ଏନ୧ ପ୍ରକାର…
Read More...

ଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶରେ ଗଢା ହୋଇଥିବା କଂଗ୍ରେସ ଏବେ ଦେଶରେ ହିଂସା କରୁଛି : ସମୀର ମହାନ୍ତି

ଭଦ୍ରକ/ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ…
Read More...

ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମମୋଦନ

ଭୁବନେଶ୍ୱର: ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ଅଧିଗୃହ, ମଠ ଓ ଦୋକାନ ଘର ପାଇଁ…
Read More...

କୋରୋନା ଭାଇରସ: ରାଜ୍ୟ ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ବର: କୋରୋନା ଭାଇରସ୍‌ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ ରାଜ୍ୟ ସରକାର । ରାଜ୍ୟସରକାର ଏନେଇ କଣ ପଦକ୍ଷେପ…
Read More...

ବଢ଼ିବ ଶୀତ; ୨୮ ଓ ୨୯ରେ ବର୍ଷା!

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ଦିନ ଶୀତ ବଢ଼ିବ । ଏହାବ୍ୟତୀତ ୨୮ ଓ ୨୯ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା…
Read More...

ଆଜିଠୁ ଝାରସୁଗୁଡାରୁ କୋଲକାତାକୁ ବିମାନସେବା

ଝାରସୁଗୁଡା: ଆଜିଠୁ ଝାରସୁଗୁଡାରୁ କୋଲକାତା ଉଡିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ଦିନ ୧୧.୪୫ରେ ଛାଡି ଝାରସୁଗୁଡାରେ ୦୧.୧୫ରେ ପହଂଚିବ। ପୁଣି ଝାରସୁଗୁଡାରୁ ୦୧.୪୫ରେ କୋଲକାତା ଅଭିମୁଖେ ଯିବ ବିମାନ । ଏନେଇ ସୂଚନା…
Read More...

ହସ୍ତତନ୍ତ ମେଳା ୨୦୨୦ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ ୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଜାତୀୟ ନିମନ୍ତେ ମେଳା ୨୦୨୦ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ…
Read More...

ଆଦିବାସୀ ମେଳା ୨୦୨୦ ଉଦଘାଟିତ; ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର: ଚଳିତ ବର୍ଷର ଆଦିବାସୀ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେଳା ଉଦଘାଟନ କରି ମୁଁ ବହୁତ ଖୁସି ।…
Read More...

ବସ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; ୨ ଶ୍ରମିକ ମୃତ

ସମ୍ବଲପୁର: ଜିଲ୍ଲାର ଯୁଯୁମୁରା ନିକଟରେ ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ସମ୍ବଲପୁର ସଦର ମେଡ଼ିକାଲରେ ଭର୍ତି…
Read More...

କ୍ୟାପିଟାଲ ହସ୍ପିଟାଲ କୋରୋନା ୱାର୍ଡର ସ୍ଥିତି ପରଖିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କୋରୋନା ଭାଇରସ ୱାର୍ଡର ସ୍ଥିତି ପରଖିଛନ୍ତି ସ୍ବାସ୍ଥ୍ୟ ସଚିବ । ସ୍ବାସ୍ଥ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ପରିଦର୍ଶନ କରିବା ସହ ଅଂଶୁଘାତ ୱାର୍ଡକୁ କୋରୋନା ଭାଇରସ ୱାର୍ଡରେ ପରିଣତ…
Read More...