Browsing Category

Odisha

ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ଚେୟାର

ଭୁବନେଶ୍ୱର: ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ଚେୟାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି ଯେ, ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା…
Read More...

ଏସସିବିର ପୁନର୍ବିନ୍ୟାସ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

କଟକ: କଟକ ଏସସିବିର ପୁନର୍ବିନ୍ୟାସ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜୋବ୍ରା ଖଲାସୀ ଲେନରେ ଥିବା ପୁରୁଣା ଜଳସେଚନ କ୍ୱାଟର୍ସ ଭଙ୍ଗାଯାଇଛି ।ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ…
Read More...

ଆଜି ସୋନପୁର, କଂଟାବାଞ୍ଜି ଓ ରାଉଲକେଲାରେ ୧୨ ଘଂଟିଆ ବନ୍ଦ ଡାକରା

କଂଟାବାଞ୍ଜି: ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରି ଦେଶବ୍ୟାପି ହିଂସା ଲାଗି ରହିଥିବାବେଳେ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି ସୋନପୁର, କଂଟାବାଞ୍ଜି ଓ ରାଉଲକେଲାରେ । ଏହାକୁ ପ୍ରତିବାଦ କରି ଆଜି ଏହି ୩ଟି ଯାଗାରେ ୧୨…
Read More...

ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଂଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ଆଉ ଏହି ବେଶର…
Read More...

ତପ୍ତପାଣି ଘାଟିରେ ଓଲଟିଲା ବସ୍‌; ୮ ମୃତ, ୪୦ରୁ ଅଧିକ ଆହତ

ବ୍ରହ୍ମପୁର: ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ବସ୍ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି…
Read More...

ସିଏଏ ବିରୁଦ୍ଧରେ ଗୁଜବ ସୃଷ୍ଟି କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ: ସମୀର ମହାନ୍ତି

ବାରିପଦା/ଭୁବନେଶ୍ୱର: ଦେଶର ଜନତା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରେ ଏବେ କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ନେଇ ମିଥ୍ୟା ବିଭ୍ରାନ୍ତ ସୃଷ୍ଟି କରି କେବଳ ଭୋଟବ୍ୟାଙ୍କ ରାଜନୀତି କରୁଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ…
Read More...

ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି ? : ଖାରବେଳ

ଭୁବନେଶ୍ୱର: ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠା ଯିବାକୁ ଥିବା ପ୍ରସଙ୍ଗ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ…
Read More...

ସାଧାରଣତନ୍ତ୍ର ଦିବସ: ଓଡିଶାର ପ୍ରଜ୍ଞାପନ ମେଢ ଦ୍ଵିତୀୟ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାକୁ ମିଳିଛି ସଫଳତା । ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଛି ଓଡ଼ିଶା । ପ୍ରଜ୍ଞାପନ ମେଢ ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ…
Read More...

୩୧ରୁସଂସଦ ବଜେଟ ଅଧିବେଶନ : ବିଜେଡି ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର : ଜାତୀୟ ଜନସଂଖ୍ୟା ପଞ୍ଜିକା- NPR କୁ ସଂସଦରେ ବିରୋଧ କରିବନି ବିଜେଡି।  ଏଥିରେ ଥିବା କ୍ଲଜ 13/2କୁ ଇଚ୍ଛାଧୀନ କରାଯାଇଥିବାରୁ ବାପାମାଙ୍କ ଜନ୍ମ ବିଷୟରେ ସୂଚନା ଦେବା ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ।…
Read More...

ଆରମ୍ଭ ହେଲା ପଦୋନ୍ନତି ଅଦାଲତ, ୬ଟି ସ୍ଥାନରେ ଚାଲିଛି ଶୁଣାଣି

ଭୁବନେଶ୍ବର: ଆରମ୍ଭ ହେଲା ପଦୋନ୍ନତି ଅଦାଲତ । ପ୍ରଥମ ପର୍ଯ୍ୟାୟରେ ତିନି ଦିନ ଧରି ଚାଲିବାକୁ ଥିବା ଅଭିଯୋଗର ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ବିଭିନ୍ନ କାରଣରୁ ପଦୋନ୍ନତିରୁ ବଚିଂତ ହୋଇଥିବା ସରକାରୀ…
Read More...

ଶେଷ ହେଲା ଜାମିନ୍ ଅବଧି; ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ପାଟଣାଗଡ ଏଡିଜେ କୋର୍ଟରେ ହାଜର ହୋଇଛନ୍ତି । ସର୍ତମୂଳକ ଜାମିନ ଶେଷ ହୋଇଥିବାରୁ ସେ କୋର୍ଟରେ ହାଜର ହୋଇଛି । ଏଠାରୁ ତାଙ୍କୁ ପୁଣି ବଲାଙ୍ଗୀର ଜିଲ୍ଲା…
Read More...

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି । ସୋମବାର ଗଡନ୍ତି ଛକରେ ଥିବା ହାବେଳୀ ମଠର ଉଚ୍ଛେଦ କରାଯାଇଥିବାବେଳେ ଆଜି ଶ୍ରୀମନ୍ଦିର ଉତର ଦ୍ବାର ପଟେ ଚାଲିଛି ଉଚ୍ଛେଦ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ…
Read More...

୩୧ରେ ଭୁବନେଶ୍ୱରରୁ ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ୩୧ ତାରିଖରୁ ବିମାନ ଉଡିବ । ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଦିନ ୧୨ଟା ୧୫ରୁ ଭୁବନେଶ୍ଵରରୁ ଛାଡ଼ି ୨ଟା…
Read More...

ଆଜି ଜେଲକୁ ଫେରିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ

ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ଜେଲକୁ ଫେରିବେ । ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀଙ୍କ ଆତ୍ମାର ସଦଗତି ପାଇଁ ଗାୟତ୍ରୀ ମନ୍ତ୍ରର ଆୟୋଜନ କରିଥିଲେ । ତେବେ ଏହି ଯଜ୍ଞ ପାଟଣାଗଡ…
Read More...