Browsing Category
Odisha
ମାର୍ଚ୍ଚ ୨୮ରୁ ଝାରସୁଗୁଡାରୁ ମୁମ୍ବାଇ ଉଡିବ ବିମାନ
ଝାରସୁଗୁଡା: ମାର୍ଚ୍ଚ ୨୮ରୁ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ ମୁମ୍ବାଇକୁ ଉଡିବ ବିମାନ । SpiceJet Boing 737 ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ।ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର…
Read More...
Read More...
ଟ୍ରକ୍ ଚକା ତଳେ ଚାପି ହୋଇ ହାତୀର ଗଲା ଜୀବନ
ଢ଼େଙ୍କାନାଳ: ଆଜି ଭୋରରୁ ଏକ ଟ୍ରକ୍ ଚତା ତଳେ ଚାପି ହୋଇ ଗୋଟିଏ ହାତୀର ଜୀବନ ଯାଇଛି । ତେବେ ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଏନଏଚ-୫୫ର ସଦର ରେଞ୍ଜ ଜୀବନଖୋଲ ନିକଟରେ ।ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ…
Read More...
Read More...
ସାହସ ପାଇଁ ସମ୍ମାନ: ୩ ନାବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ରାଜ୍ୟର ୩ ଜଣ ଓଡିଆ ଝିଅଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ।କେନ୍ଦ୍ରାପଡାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ…
Read More...
Read More...
ଆଜି ପୁରୀରେ ରଥ କାଠ ପୂଜାର୍ଚ୍ଚନା
ପୁରୀ: ପବିତ୍ର ଶ୍ରୀପଂଚମୀ ତିଥିରେ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ରଥ ଖଳାରେ ରଖାଯାଇ ଆଜି…
Read More...
Read More...
ଆଜି ସରସ୍ୱତୀ ପୂଜା
ଭୁବନେଶ୍ୱର: ଆଜି ପବିତ୍ର ସରସ୍ୱତୀ ପୂଜା । ଏହି ଅବସରରେ ଜ୍ଞାନ ଓ ବୁଦ୍ଧିଦାତ୍ରୀ ମା’ ସରସ୍ୱତୀଙ୍କୁ ସ୍ଥାପନ କରି କଳାକାର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଅତି ଆନନ୍ଦର ସହକାରେ ପୂଜା କରିଥାନ୍ତି । ଆଜି ଏଥିପାଇଁ…
Read More...
Read More...
ମାର୍ଚ୍ଚ ୧ ନୁହେଁ ମାର୍ଚ୍ଚ ୮ ତାରିଖରେ ହେବ TRTS-2020 ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର : ଟ୍ରାଇବାଲ ରୁରାଲ ଟାଲେଣ୍ଟ ରିସର୍ଚ୍ଚ (ଟିଆରଟିଏସ୍-୨୦୨୦) ପ୍ରବେଶିକା ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖ ବଦଳରେ ମାର୍ଚ୍ଚ ୮ ତାରିଖରେ ହେବ ବୋଲି ରାଜ୍ୟ ସରକାର…
Read More...
Read More...
‘ମୋ ସରକାର’ ରେ ଯୋଡ଼ି ହେଲା ‘ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା’ ବିଭାଗ
ଭୁବନେଶ୍ୱର: ‘ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା’ ବିଭାଗ ‘ମୋ ସରକାର’ ରେ ଯୋଡ଼ି ହେଲା । ଶ୍ରମ ବିଭାଗର ଅଫିସ ଅଫ୍ ଲେବର କମିସନ, ଡାଇରେକ୍ଟର ଅଫ୍ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ୍ ଇଏସ୍ଆଇ ମୋ ସରକାରରେ ଯୋଡ଼ି…
Read More...
Read More...
ତପ୍ତପାଣି ଘାଟି ବସ୍ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଭୀର ଶୋକ
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟି ନିକଟରେ ବୁଧବାର ସକାଳେ ଏକ ଘରୋଇ ଯାତ୍ରୀବାହୀ ବସ୍ “ସାଇଶ୍ରୀ” ଦୁର୍ଘଟଣା ହେବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆହତଙ୍କ…
Read More...
Read More...
୩୦ ଜିଲ୍ଲାର ୧୦୧ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲାଯିବ । ଏହି…
Read More...
Read More...
ଖଣି ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି; ଲିଜ୍ ରଦ୍ଦ କରିପାରିବେ ରାଜ୍ୟ ସରକାର
ନୂଆଦିଲ୍ଲୀ: ଓଡିଶାରେ ଖଣି ଲିଜ୍ ଅଧିନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରଥମତଃ କିଛି ଖଣି ମାଲିକଙ୍କୁ ଧାର୍ଯ୍ୟ ଠାରୁ ଅଧିକ ଖଣି ଅଂଚଳ ଖନନ ପାଇଁ ଅନୁମତି ମିଳିଥିଲା । ଯାହା ପୂର୍ବ…
Read More...
Read More...
ଜବତ ହେଲା ୧୯୬ କ୍ୱିଂଟାଲ ବିସ୍ଫୋରକ
ଗଞ୍ଜାମ: ଏକ ଗୋଦାମରୁ ୧୯୬ କ୍ୱିଂଟାଲ ଆମୋନିୟମ୍ ନାଇଟ୍ରେଟ୍ ଜବତ କରିଛି ଏସଟିଏଫ୍ । ଗଞ୍ଜାମ ରମ୍ଭା ଥାନା ଗୋପାଳପୁର ଅଂଚଳରୁ ଏହି ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇଛି ।ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬…
Read More...
Read More...
ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ିବେ ସଡ଼କ ସୁରକ୍ଷା ବିଷୟ
ଭୁବନେଶ୍ୱର: ଏଥର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ିବେ ସଡ଼କ ସୁରକ୍ଷା ବିଷୟ । ସଡ଼କ ସୁରକ୍ଷା ବିଷୟରେ ସମସ୍ତ ତଥ୍ୟ ଜାଣିବା ପାଇଁ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ଏହି ବିଷୟକୁ ସାମିଲ କରାଯିବ । ତେବେ ସଡ଼କ ସୁରକ୍ଷା ବିଷୟରେ କିଭଳି…
Read More...
Read More...
ବସରେ ମହିଳାଙ୍କ ସିଟରେ ବସିଲେ ପଡିବ ଜୋରିମାନା
ଭୁବନେଶ୍ୱର: ବସରେ ମହିଳାଙ୍କ ସିଟରେ ପୁରୁଷ ବସିଲେ ପଡିବ ଜୋରିମାନା ।ଏହାସହ କଟକଣା ଅବମାନନା କଲେ ଦେବାକୁ ପଡିବ ଫାଇନ୍ ।ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବସରେ ମହିଳା ଯାତ୍ରୀଙ୍କ ସିଟ୍…
Read More...
Read More...
ତପ୍ତପାଣି ଘାଟିରେ ଦୁର୍ଘଟଣା ଘଟଣା; ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ…
ଭୁବନେଶ୍ୱର: ଗଜପତି ଜିଲ୍ଲା ତପ୍ତପାଣି ଘାଟିରେ ହୋଇଥିବା ବସ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି…
Read More...
Read More...
