Browsing Category

Politics

ଉଜ୍ଜ୍ୱଳା ଯୋଜନାକୁ ନେଇ ପଲିଟିକ୍ସ : ବିଜେଡି-ବିଜେପି ମୁହାଁମୁହ

ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଦଳର ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ମହିଳାମାନେ…
Read More...

ଦିଲ୍ଲୀରେ ବିହାର ରାଜନୀତି :ସେବାଶ୍ରମ ଯୌନ ନିର୍ଯାତନା ମାମଲାରେ ଆରଜେଡି ବିକ୍ଷୋଭ, ବିରୋଧୀଙ୍କ ସହ ସାମଲ ହେଲେ ରାହୁଲ

ଦିଲ୍ଲୀ : ଦିଲ୍ଲୀ ଜନ୍ତରମନ୍ତରରେ ବିହାର ରାଜନୀତି । ଆଉ ବିହାର ରାଜନୀତି ବାହାନାରେ ଏକାଠି ହୋଇଛନ୍ତି ବିରୋଧୀ । ବିହାର ମୁଜାଫରପୁରରେ ସେବାଶ୍ରମ ଯୌନ ନିର୍ଯାତନା ମାମଲାରେ ଆରଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି । ତେଜସ୍ବୀ…
Read More...

ବିଧାନ ପରିଷଦ ଥୋପ : ମୌସୁମୀ ଅଧିବେଶନରେ ସଂକଳ୍ପ ଆଣିବେ ସରକାର

ଭୁବନେଶ୍ବିବର  : ଧାନ ପରିଷଦ ଗଠନ ନେଇ ମୌସୁମୀ ଅଧିବେଶନରେ ସଂକଳ୍ପ ଆଣିବେ ରାଜ୍ୟସରକାର। ବିଧାନ ପରିଷଦରେ ରହିବେ ୪୯ ସଦସ୍ୟ। ତେଲାଙ୍ଗନା ବିଧାନ ପରିଷଦ ଯେଉଁ ଢ଼ାଞ୍ଚାରେ ହୋଇଛି ରାଜ୍ୟ ବିଧାନ ପରିଷଦ ମଧ୍ୟ ସେହି…
Read More...

ଆମ ଭିତରେ କିଛି ଅଛି କି ?

ଭୁବନେଶ୍ବର : କେନ୍ଦ୍ର ସ୍ତରରେ ବିଜେଡି ବି​‌ଜେପି ଭିତରେ କଣ ଡିଲ ହୋଇଛି । ଉଭୟେ ଉଭୟଙ୍କ ସ୍ବାର୍ଥରକ୍ଷା ପାଇଁ କଣ ସଲାସୁତୁରା ହୋଇଛନ୍ତି।  ଏହି ଦୁଇ ଦଳଙ୍କ କିଛି ନିଷ୍ପତ୍ତି ଏଭଳି କିଛି ରାଜନୈତି ଚର୍ଚ୍ଚାକୁ ଖୋରାକ…
Read More...

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିନ୍ନ ଅବତାର

କଟକ : ବିଜେଡିରୁ ନିଲମ୍ବିତ ହୋଇ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓରଫ ଜୟ ପଣ୍ଡାଙ୍କୁ ଆଜି ଏକ ଭିନ୍ନ ଅବତାରେର ଦେଖିବାକୁ ମିଳିଥିଲା । ବେକେର ଥିଲା ପଦ୍ମ ଫଉଲିଆ…
Read More...

NCR ରିପୋର୍ଟକୁ ସଂସଦରେ ହଙ୍ଗାମା : ଓଡିଶାରେ NCR ଦାବି ସହ ଜୋର ଧରିଲା ରାଜନୀତି

ଭୁବନେଶ୍ବ : ଜାତୀୟ ନାଗରିକ ତାଲିକା NCR ରିପୋର୍ଟକୁ ସଂସଦରେ ହଙ୍ଗାମା । ପାଲ୍ୟାମେଣ୍ଟରୁ ପାର୍ଟି ଅଫିସ ସବୁଠି ଜୋର ଧରିଛି ରାଜନୀତି । ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗକୁ ନେଇ  ହଙ୍ଗାମାନ ହୋଇଛି । ଶରଣାର୍ଥୀଙ୍କ…
Read More...

ଗୁରୁପ୍ରିୟା ସେତୁରେ ଗଫଲତି : ସିଏଜି ରିପୋର୍ଟକୁ ଆଳ କରି ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ବର : ଗୁରୁପ୍ରିୟା ସେତୁରେ ଗଫଲତି । ସେତୁ ନିର୍ମାଣରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା । ଆଇନକୁ ଉଲଙ୍ଘନ କରି ଠିକାଦାରଙ୍କୁ ୭୪ କୋଟି ୧୯ ଲକ୍ଷ ଟଙ୍କା ଅନୁଗ୍ରହ କରାଯାଇଥିବା ସିଏଜି ରିପୋର୍ଟରେ ଧରାପଡିଛି । ଏକଥା…
Read More...

ଗ୍ୟାଙ୍ଗ ଷ୍ଟର ଟିଟୋ ଲିଙ୍କ ପ୍ରସଙ୍ଗ : ଦାମଙ୍କୁ ଘେରିଲେ ବାପି,ଘିଅ ଢାଳିଲେ ବିଷ୍ଣୁ ,ଗର୍ଜିଲେ ଦାମ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ବାପୁ ପରିଡ଼ା ଗିରଫ ହେବା ପରେ ଜୋର ଧରିଛି ପାରାଦୀପ ପଲିଟିକ୍ସ । ଚକ୍ରବ୍ୟୁହରେ ପଡ଼ିଛନ୍ତି ଡାକ୍ତର ଦାମୋଦର ରାଉତ । ଜଣକରେ ପରେ ଜଣେ ନେତା ଦାମଙ୍କୁ ଟିଟୋଙ୍କ ସହ…
Read More...

ବିଜେଡି-ବିଜେପି ଦୁର୍ନୀତିକୁ ଲୋକଙ୍କ ପାଖରେ ପହଁଚାଇବ କଂଗ୍ରେସ, ବିଧାୟକ ଦଳ ବୈଠକରେ ନିଷ୍ପତି

ଭୁବନେଶ୍ବର : ବିଜେଡି ଓ ବିଜେପି ସରକାର ବିରୋଧରେ ଥିବା ଦୁର୍ନୀତିକୁ ଲୋକଙ୍କ ପାଖରେ ପହଁଚାଯିବ । ସଂଗଠନ ମଜଭୁତ ହେବ । ଆଜି କଂଗ୍ରେସ ବିଧାୟକ ଦଳର ବୈଠକରେ ଏମିତି ନିଷ୍ପତି ହୋଇଛି । ଏହି ସୂଚନା ଦେିଛନ୍ତି ବିରୋଧୀ ଦଳ ନେତା…
Read More...

ଆଗୁଆ ନିର୍ବାଚନ ଶଙ୍କେତ : ପ୍ରଶାସନରୁ ପଲିଟିକାଲ ପାର୍ଟି ସବୁଠି ପ୍ରସ୍ତୁତି

ଭୁବନେଶ୍ବର  :୨୦୧୯ ନୁହେଁ  ନିର୍ବାଚନ ଆଗୁଆ ହେବ । ଏମିତି ଶଙ୍କେତ ଏବେ ମିଳୁଛି ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନିକ ପ୍ରସ୍ତୁତି ଓ ରାଜନୈତିକ ଦଳ ମାନଙ୍କର କବାଟ କିଳା ବୈଠକ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଆହୁରୀ ବଢାଇଛି ।…
Read More...

ବିଜେଡି ସରକାର ଲଲିପପ ସରକାର ,ପୋଲ ଖୋଲ ଅଭିଯାନ କରିବ ବିଜେପି-ଅରୁଣ ସିଂହ

ଭୁବନେଶ୍ବର  : ରାଜ୍ୟ ସରକାର ଲଲି ପପ ସରକାର ।  ବିଜୁ ଯୁବ ବାହିନି ଗଠନ ନାଁରେ ରାଜ୍ୟ ସରକାର ଯୁବକଙ୍କୁ ଲଲିପପ ଧରାଇଛନ୍ତି । କେବଳ ଏଥର ନୁହେଁ ୨୦୦୯ରେ ଭୋଟ ପାଇବାକୁ ଯୁବକଙ୍କ ପାଇଁ ଗାଁ ସାଥି ଘୋଷଣା କରିଥିଲା । ହେଲେ…
Read More...

ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ନ ଦେବା ନେଇ ଧର୍ମେନ୍ଦ୍ରଙ୍କ ଉଦବେଗ

ଭୁବନେଶ୍ୱର   : ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଜମି ଆବଣ୍ଟନ କରିବା ନିଷ୍ପତ୍ତି ନେଇନଥିବାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ…
Read More...

ପକ୍କା ଘର ସଂଖ୍ୟାରେ ମିଛ ବୋଲି କହି ଅନୀୟମିତତାର ତଦନ୍ତ ଦାବିରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର :  ଗରୀବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୁଳି ଦେଉଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମବୀ ନରେନ୍ଦ୍ର ସିଂହ ତୋମରଙ୍କୁ ପତ୍ର…
Read More...

୨୦୧୯ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଜନମତ ସର୍ଭେ ତାଲିକାରେ ନବୀନ,ଜୋର ଧରିଲା ରାଜ୍ୟ ରାଜନୀତି

ଭୁବନେଶ୍ବର : ୨୦୧୯ରେ ଦେଶବାସୀ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ମୋଦି, ରାହୁଲ ନା ଆଞ୍ଚଳିକ ଦଳର ନେତା । ଦେଶର  ଶାସନ ଡୋରି କାହା ହାତରେ ରହିବା ଦରକାର ସେ ନେଇ ଜଣାଶୁଣା ନିର୍ବାଚନ ବିଶ୍ଳେଷକ…
Read More...