Odisha ବଢୁଛି ଲଜ୍ଜା : କନ୍ଧମାଳ ପରେ କଳାହାଣ୍ଡିରେ ମା ହେଲା ସପ୍ତମ ଶ୍ରେଣୀ ଛାତ୍ରୀ, ଆନ୍ଦୋଳନକୁ ଓହ୍ଲାଇଲେ ବିରୋଧୀ OPA Jan 19, 2019 0 ଭୁବନେଶ୍ୱର : କନ୍ଧମାଳ ଗ୍ରୀନବାଡ଼ି, ଢେଙ୍କନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲ, କଳାହାଣ୍ଡି ନବୋଦୟ ବିଦ୍ୟାଳୟ ପରେ ଧର୍ମଗଡ଼ରୁ ଆସିଛି ସଙ୍ଗୀନ ଅଭିଯୋଗ । ଏଠାରେ ମଧ୍ୟ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବାର ଥାନାରେ!-->… Read More...
More News ଟ୍ରେନରେ କଟିଗଲେ ବାପ-ପୁଅ, ରୁପସା ରେଳ ଷ୍ଟେସନରେ ଧାରଣା ପାର ହେଉଥିଲେ OPA Jan 19, 2019 0 ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରୁପସା ରେଳ ଷ୍ଟେସନରେ ଅଘଟଣ। ରେଳ ଧାରଣା ପାର ହେଉଥିବା ବେଳେ କଟି ଯାଇ ପ୍ରାଣ ହରାଇଲେ ବାପ ଓ ପୁଅ । ମୃତକ ହେଲେ ଯାଜପୁର ଯଖପୁରାର ପାତରାଜୁ ପ୍ରଧାନ ଏବଂ ତାଙ୍କ ପୁଅ ପୂର୍ବ!-->… Read More...
Politics ପଶ୍ଚିମବଙ୍ଗରେ ମମତାଙ୍କ ଏକତ୍ବ ରାଲି, ମୋଦିଙ୍କ ବିରୋଧରେ ବିରୋଧୀଙ୍କ ମହାମେଳି OPA Jan 19, 2019 0 ସାମିଲ ହେଲେନି ବିଜେଡି ଓ ଟିଆରଏ ।କୋଲକୋତା : ପଶ୍ଚିମବଙ୍ଗରେ ବିରୋଧୀଙ୍କ ମହାମେଳି। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ନେତୃତାଧିନ ଏନଡିଏ ସରକାରଙ୍କୁ ଚେକ୍ ଏକାଠି ହୋଇଛନ୍ତି ପ୍ରମୁଖ ଦଳ ଗୁଡ଼ିକ । ଟିଏମସି!-->!-->!-->!-->!-->… Read More...
Odisha ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଲେ ରାଜ୍ୟ ସରକାର OPA Jan 19, 2019 0 ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧୀକାରୀ ପାଇବେ ୫୦୦ ଟଙ୍କାଭୁବନେଶ୍ବର : ବଢିଲା ବାର୍ଦ୍ଧକ୍ୟ ଭତ୍ତା । ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି!-->!-->!-->… Read More...
Bignews ରାଜଧାନୀ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ OPA Jan 18, 2019 0 ଭୁବନେଶ୍ବର : ରାଜଧାନୀ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୨୩ଟି ଏସି ଡିଲକ୍ସ ବସ୍ ଚଳାଚଳ କରିବ । ଭୁବନେଶ୍ବରରୁ!-->… Read More...
Bignews ୨୧ରେ ୨୦୧୯ର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ OPA Jan 18, 2019 0 ଭୁବନେଶ୍ବର : ୨୦୧୯ ନୂଆବର୍ଷ ଆରମ୍ଭରୁ ହିଁ ଏଥର ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି ।!-->… Read More...
Politics ବିଜେପି ୪ଦଳୀୟ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ OPA Jan 18, 2019 0 ଦଳୀୟ ଆଭିମୂଖ୍ୟକୁ ଅଧିକ ଲୋକାଭିମୁଖୀକରିବା ନିମନ୍ତେ ଦଳୀୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ପାର୍ଟିର ବିଭିନ୍ନ!-->!-->!-->… Read More...
National ଜାତୀୟ ସାହସିକତା ପୁରସ୍କାର ପାଇଁ ଓଡ଼ିଶାର ୪ ଜଣଙ୍କ ସମେତ ମୋଟ ୨୧ ଜଣ ମନୋନୀତ OPA Jan 18, 2019 0 ଭୁବନେଶ୍ବର : ଜାତୀୟ ସାହସିକତା ପୁରସ୍କାର ପାଇଁ ଓଡ଼ିଶାର ୪ ଜଣଙ୍କ ସମେତ ମୋଟ ୨୧ ଜଣ ବାଳକବାଳିକା ମନୋନୀତ । ସେମାନଙ୍କ ମଧ୍ୟରୁ ୧୩ ଜଣ ପୁଅ ଓ ୮ ଜଣ ଝିଅ । ବିଭିନ୍ନ କ୍ଷେତ୍ରରେ ଅଦମ୍ୟ ସାହସିକତା ପ୍ରଦର୍ଶନ ପାଇଁ!-->… Read More...
Odisha ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ: କେନ୍ଦ୍ର ସରକାରଙ୍କ ନଜରରେ ଓଡ଼ିଶା OPA Jan 18, 2019 0 ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ରଭୁବନେଶ୍ୱର : କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଉଦୟନାଥ ଜେନା ଖେଳପଡ଼ିଆଠାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ!-->!-->!-->… Read More...
Bignews ୨୫ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା OPA Jan 18, 2019 0 ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବଭୁବନେଶ୍ବର : ଚାଷୀଙ୍କ ପାଇଁ ରାଜ୍ୟ ସରକାର ସବୁଠୁ ବଡ ଯୋଜନା କାଳିଆ ଯୋଜନା ଘେଷଣା କରିଛନ୍ତି । ଯୋଜନାରେ ସାମିଲ ହେବାକୁ ୬୬ ଲକ୍ଷ ଚାଷୀ ଆବେଦନ କରିଛନ୍ତି । ସେଥିପାଇଁ!-->!-->!-->… Read More...