ଶାଳ ପତ୍ର ଉପରୁ ରୟାଲିଟ ଛାଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶାଳପତ୍ର ସଂଗ୍ରହକାରୀଙ୍କ ଲାଗି ଖୁସି ଖବର । ସେମାନଙ୍କୁ ଆଉ ଶାଳ ପତ୍ରରେ ସରକାରଙ୍କୁ ରୟାଲିଟି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରୟାଲିଟ ଛାଡ ନେଇ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଚୌଦ୍ବାର କଜଳକଣାରେ ବସ ଓଲଟି ୨ମୃତ୧୫ ଗୁରୁତର

ଓଭରଟେକେ ବେଳେ ଓଲଟିଲା ବସ, ବାଲିରେ ପୋତିହେଲେ ଯାତ୍ରୀକଟକ  : ବସ ଓଲଟି ୨ ଜଣଙ୍କର ମୃତ୍ୟୁ, ୧୫ରୁ ଅଧିକ ଗୁରୁତର । ଚୌଦ୍ବାର କଜଳକଣା ଜାତୀୟ ରାଜପଥ ୫୫ରେ ଓଲଟି ପଡିଲା ଘରୋଇ ବସ୍ । ଭାରସାମ୍ୟ ହରାଇ ବସଟି ରାସ୍ତା କାମ…
Read More...

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ

ରାଉରକେଲା : ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ। ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ରେ ମନୋହରପୁର-ଜରେକେଲା ମଧ୍ୟରେ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସର୍ଟ ସର୍କିଟ ଯୋଗୁଁ ଟ୍ରେନ୍ ର…
Read More...

ସ୍କୁଲ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ମାରିଦେଲେ କୁକୁର

କରଞ୍ଜିଆ : ସ୍କୁଲ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ଦେଲେ କୁକୁର ପଲ । ଖିନଭିନ୍‌ କରିମାରିଦେଲେ । ସ୍କୁଲ ଯାଉଥିବା ବେଳେ କରିଥିଲେ ଏଭଳି ଆକ୍ରମଣ । ସେହିଠାରେ ହିଁ ଚାଲିଯାଇଥିଲା ରିଙ୍କୁର ଜୀବନ । ଏଭଳି ହୃଦୟ ବିଦାରକ ଓ…
Read More...

କୁହୁଡି ହେଲା କାଳ : ଟ୍ରକ- ବୋଲେରୋ ଧକ୍କା ୫ ମୃତ,୩ ଗରୁତର

କେନ୍ଦ୍ରାପଡା : ଘନ କୁଡୁଡି କାଳ ହେଲା । ସଡକ ଦୁର୍ଘଟଣାରେ ଗଲା ୫ ଜୀବନ । ଘଟଣା ଘଟିଛି କଟକ- ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ନିକଟ କାର୍ତିଆ ଛକ ନିକଟରେ । ଏକ ବଡ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋିଥିବାବେଳେ ୩ ଜଣ…
Read More...

ସଲମାନଙ୍କ ସହ ସଂପର୍କୁ ନେଇ ମୁହଁ ଖୋଲିଲେ ଶିଳ୍ପା,ଜାଣନ୍ତୁ କଣ କହିଲେ

ମୁମ୍ବାଇ : ବଲିଉଡର ମୋଷ୍ଟ ଇଲିଜିବୋଲ ବ୍ୟାଚେଲର ଭାଇଜାନ ସଲମାନ ଖାନଙ୍କ ପ୍ରେମ ଓ ବିବାହକୁ ନେଇ ଢେର ଛର୍ଚ୍ଚା ବି ଟାଉନରେ ଚାଲିଛି । ହେଲେ ସଲମାନ ବାସ୍ତବରେ କାହାକୁ ନିଜ ମନ ଦେଇଛନ୍ତି ଓ ବାହା ହେବେ ତାହା କିନ୍ତୁ ଜଣା…
Read More...

ଏଣିକି ଅନଲାଇନରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର : ଦୀର୍ଘ ସମୟ ଧରି ତନାଘନା େହଲା। େଶଷରେ ସରକାର ନିଷ୍ପତ୍ତି ନେଇଛନ୍ତି େଯ ଏଣିକି ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନଲାଇନରେ କରାଯିବ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
Read More...

ବିଜେପି ଓଡିଶାରେ ଏଥର ସରକାର କରିବ : ଭୁପିନ୍ଦର ଯାଦବ

ଭୁବନେଶ୍ୱର : କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ତୃଣମୂଳସ୍ତରରେ ପହଂଚାଇବାରେ ରାଜ୍ୟସରକାର ବିଫଳ । ଏହା ରାଜ୍ୟବାସୀ ଜାଣିସାରିଲେଣି । ଏଣୁ ଓଡିଶାରେ ଏଥର ଭାରତୀୟ ଜନତା ପାର୍ଟି ହିଁ ସରକାର କରିବ । ଓଡିଶାବାସୀ ରାଜ୍ୟରେ ଦୀର୍ଘ…
Read More...

ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କର୍ମକର୍ତ୍ତାମାନଙ୍କ ବୈଠକ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ଆବାହକ ଏବଂ ଜୋନାଲ୍‍ କମିଟି ଆବାହକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନା…
Read More...

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଏବଂ କଂଗ୍ରେସ କର୍ମୀ

ବିଜେପିର ମିଶ୍ରଣ ପର୍ବଭୁୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…
Read More...