Crime ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର୍ତ୍ତିଲା ୫ ବର୍ଷର ଶିଶୁକନ୍ୟା, ତଦନ୍ତ କରୁଛି ପୁଲିସ OPA Jun 24, 2018 0 ଖୋର୍ଦ୍ଧା : ଖୋର୍ଦ୍ଧାରେ ଅଭାବନୀୟ ଘଟଣା। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁର ଠେଙ୍ଗାହାଟ ନିକଟରେ ଥିବା ଏକ ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ଘରର ଦୁଇଟି ପୃଥକ ପୃଥକ କୋଠରୀରେ ମୃତଦେହ… Read More...
Politics ନୟାଗଡ ବିଜେପିରେ ପିଟା ପିଟି,୩ ଆହତ OPA Jun 24, 2018 0 ନୟାଗଡ : ନୟାଗଡ ବିଜେପିରେ ଗୋଷ୍ଠି ସଂଘର୍ଷ । ଅସନ୍ତୁଷ୍ଟ କର୍ମୀଙ୍କ ଆକ୍ରମଣରେ ୩ ବିଜେପି କର୍ମୀ ଆହତ । ନୟାଗଡ ମେଡିକାଲରେ ଭର୍ତି । ସହରର ଏକ ହୋଟେଲରେ ବୁଦ୍ଧୀଜୀବୀମାନଙ୍କୁ ନେଇ ଚାଲିଥିଲା ବୈଠକ । ଦିନ ୧୧ଟାରେ… Read More...
Crime ଧରାହେଲେ ସୁନା ତସ୍କର,ଭୁବନେଶ୍ବର ଏୟାରପେ।ର୍ଟରୁ କେଜିଏ ସୁନା ଜବତ OPA Jun 24, 2018 0 ଭୁବନେଶ୍ବର : ଭୁବନେଶ୍ବର ଏୟାରପେ।ର୍ଟରୁ ପୁଣି ସୁନା ଜବତ । ୧ କେଜି ଓଜର ସୁନା ଜବତ କରିଛି କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୩୧ଲକ୍ଷ ୫୪ ହଜାର ୯୨୦ଟଙ୍କା । ଏୟାର ଇଣ୍ଡିଆ ଏ-୧ ୩୩୯ ଏବଂ AI077 ବିମାନରେ… Read More...
Politics କେନ୍ଦ୍ରପଡା ନୁହେଁ କଟକ ଲୋକ ସଭା ଆସନରୁ ଲଢ଼ିବେ ବୈଜୟନ୍ତ ! OPA Jun 24, 2018 0 ଭୁବନେଶ୍ବର : କେନ୍ଦ୍ରପଡା ନୁହେଁ କଟକ ଲୋକ ସଭା ଆସନରୁ ଲଢ଼ିବେ ବୈଜୟନ୍ତ । ବିଜେପି କଟକ ନେତା ବୈଜୟନ୍ତଙ୍କୁ ଏଭଳି ପ୍ରସ୍ତାବ ରାଜନୀତିର ନାନାଦି ଚର୍ଚ୍ଚା। ସମୀର ଦେଙ୍କ ଘରେ ବୈଜୟନ୍ତ ମେଳିକୁ ନେଇ ବିଜଡି ରିଆକ୍ଟ ତ… Read More...
Odisha ଚିଲିକାରେ ୱାଟର ଏୟାରପୋଟ ନେଇ ଟେକନିକାଲ ଷ୍ଟଡି OPA Jun 24, 2018 0 ଭୁବନେଶ୍ବର : ରାଜ୍ୟରେ ହେବ ୱାଟର ଏୟାରପୋର୍ଟ । ଚିଲିକାରେ ୱାଟର ଏୟାରପୋଟ କରିବା ନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର ଏକ ସ୍ବତନ୍ତ୍ର ଟିମ ଟେକନିକାଲ ଷ୍ଟଡି କରି ଫେରିଥିବା ଭୁବନେଶ୍ବର ବିମାନ ବନ୍ଦର ଅଧିକାରୀ… Read More...
Politics ଆଇଜିଏଚ୍ ହସ୍ପିଟାଲକୁ ଅନୁଦାନ ଦେବା ପ୍ରସଙ୍ଗ : ଧର୍ମେନ୍ଦ୍ରଙ୍କୁ ନରସିଂହଙ୍କ ଟାର୍ଗେଟ ,ସ୍ବର ମିଳାଇଲା ବିଜେଡି OPA Jun 24, 2018 0 ଭୁବନେଶ୍ବର : ରାଉରକେଲା ଆଇଜିଏଚ୍ ହସ୍ପିଟାଲର କାମ ଆରମ୍ଭ ହେବା ନେଇ ଦିନକୁ ଦିନ ଆରେ।ପ ପ୍ରତ୍ୟାରେ।ପ ବଢ଼ିଚାଲିଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ଟ୍ବିଟ୍ ଓ ତା’ର ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ… Read More...
Odisha ଜରିମାନା ନଦେବାରୁ ୨୩ ଖଣି ଲିଜଧାରୀଙ୍କୁ କୋର୍ଟଙ୍କ ନୋଟିସ OPA Jun 24, 2018 0 କେନ୍ଦୁଝର : କେନ୍ଦୁଝରର ୨୩ଜଣ ଲିଜଧାରୀଙ୍କୁ କୋର୍ଟଙ୍କ ନୋଟିସ । ଯୋଡା ଖଣି ମଣ୍ଡଳର ୨୦ ଜଣ ଖଣି ଲିଜଧାରୀ ଓ କେନ୍ଦୁଝର ଖଣି ମଣ୍ଡଳର ୨୩ ଜଣ ଖଣି ଲିଜଧାରୀଙ୍କୁ ଜୋରିମାନା ଦାଖଲ ପାଇଁ ନିର୍ଦେଶ ଦିଆଯାଇଥିଲା। ହେଲେ ଜୋରିମାନା… Read More...
Crime ବିବାହର ପ୍ରଲୋଭନ ଦେଖାଇ ବିଧବାଙ୍କ ସହ ସଂପର୍କ,ପ୍ରତାରଣା ପରେ ଆତ୍ମହତ୍ୟା କଲେ ମହିଳା OPA Jun 24, 2018 0 ଭୁବନେଶ୍ବର : ବିବାହର ପ୍ରଲୋଭନ ଦେଖାଇ ବିଧବାଙ୍କ ସହ ସଂପର୍କ ରଖିଥିଲେ ଯୁବକ । ହେଲେ ଗର୍ଭବତୀ ହେବା ପରେ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ଦେଲେ ନିର୍ଯାତନା । ଆଉ ଏଥିରେ ଭାଙ୍ଗି ପଡି ଆତ୍ମହତ୍ୟାର ବାଟ… Read More...
Crime ପାରିବାରିକ କଳହ ହେଲା କାଳ : ପୁଅକୁ ମାରି ବାପାର ଆତ୍ମହତ୍ୟା OPA Jun 24, 2018 0 ବରଗଡ: ବାପାର ଟାଙ୍ଗିଆ ଚେ।ଟରେ ପୁଅ ମୃତ । ପୁଅକୁ ମାରି ବାପାର ଆତ୍ମହତ୍ୟା । ବରଗଡ ଅତାବିରା ଥାନା ରାଏପଡା ଗାଁରେ ଅଭାବନୀୟ ଘଟଣା । ମୃତକ ପୁଅ ହେଲେ ସୁବା ରାଓ । ପୁଅ ଶେ।ଇଥିବାବେଳେ ବାପା ପିଙ୍କେ ବରିହା ପୁଅ ସୁବାକୁ… Read More...
Crime ସାମ୍ମନାକୁ ଆସିଲା ସାଙ୍ଘାତିକ ସତ : ଗଣ ଦୁଷ୍କର୍ମ ଉଦ୍ୟମ କଲେ ,ବିରୋଧ କରିବାରୁ ଧରାପଡିବା ଭୟରେ ମହିଳାଙ୍କୁ ପିଲାଚୋର… OPA Jun 24, 2018 0 ରାଉରକେଲା : ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ କଲେ । ଏହାକୁ ବିରୋଧ କଲେ ମହିଳା ଆଉ ଏମିତି ଜଘନ୍ୟ ଉଦ୍ୟମରେ ବିଫଳ ହେବା ପରେ ଧରାପଡିବା ଭୟରେ ମହିଳାଙ୍କୁ ପିଲାଚୋର କହି ପିଟିଲେ । ରାଉରକେଲାରେ ପିଲାଚୋର କହି ମିଳାଙ୍କୁ… Read More...