Browsing Tag

national news

ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା

ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ହଟାଇବା ସହ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ…
Read More...

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ବୋଲି…
Read More...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ

ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ କମନ୍…
Read More...

୨୮ରେ ଶପଥ ନେବେ ପ୍ରମୋଦ ସାୱନ୍ତ

ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ସୂଚନା ରହିଛି ।ସୋମବାର ପ୍ରମୋଦ ସାୱନ୍ତ…
Read More...

ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ

ଋଷ-ୟୁକ୍ରେନ ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ପ୍ରଭାବ ବର୍ତ୍ତମାନ ଘରୋଇ ସ୍ତରରେ ଦେଖାଯାଉଛି । ଗ୍ରାହକଙ୍କୁ ପୁଣିଥରେ ଲାଗିବାକୁ ଯାଉଛି ଝଟକା । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି ।…
Read More...

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା । ଯାହାକୁ ଉଦ୍ଧାର କରି ଆଜି ଭାରତକୁ ହସ୍ତାନ୍ତର…
Read More...

ସୁପ୍ରିମକୋର୍ଟରେ ଖାରଜ ହେଲା ଆନ୍ଧ୍ରର ପିଟିସନ

ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ। ଆନ୍ଧ୍ର ପକ୍ଷରୁ କୋଟିଆ ଆନ୍ଧ୍ରର ବୋଲି ଆବେଦନ କରିଥିଲେ ସେଠାକାର ନିର୍ବାଚିତ ପ୍ରତିନିଧି। କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବିଜୟୀ…
Read More...

ପୁଷ୍କର ସିଂ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଉପରୁ ହଟିଛି ସସପେନ୍ସ । ପୁଣି ଥରେ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ସର୍ବସମ୍ମତିରେ ନେତା…
Read More...

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଆସାନିକୁ ନେଇ ଚେତାବନୀ; ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିବାକୁ ସରକାରଙ୍କ…

ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାକୁ ରୂପାନ୍ତରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହାଦ୍ବାରା ୭୦-୮୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାହା…
Read More...

ହିଜାବ ଶୁଣାଣି କରୁଥିବା ଜଜ୍‌ଙ୍କୁ ‘Y’ କାଟାଗୋରୀ ସିକ୍ୟୁରିଟି ସୁରକ୍ଷା

ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକର ଉଚ୍ଚ ନ୍ୟାୟାଳୟର ୩ ଜଣ ଜଜ୍‌ଙ୍କୁ ଓ୍ଵାଇ ସିକ୍ୟୁରିଟି। ଏହି ମାମଲାର ଶୁଣାଣି କରୁଥିବା କାରଣରୁ ଏହି ୩ ଜଜ୍‌ଙ୍କୁ ଲଗାତାର ଧମକ ଦିଆଯାଉଥିଲା। ଏଣୁ ସେମାନଙ୍କ ସୁରକ୍ଷାକୁ…
Read More...

ଭାରତର ପ୍ରଶଂସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନିଜର ଆସନ ଟଳମଳ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତ ପିରତି ଦେଖିବାକୁ ମିଳିଛି। ରବିବାର ଇମ୍ରାନ ଖାନ ଭାରତ ସରକାରଙ୍କ ବିଦେଶ ନୀତିର ପ୍ରଶଂସା କରିଛନ୍ତି। ଖଇବର ପଖତୁନଖଓ୍ଵାରେ ଆୟୋଜିତ ଏକ ଜନସଭାକୁ…
Read More...

ଫୁଟବଲ ମ୍ୟାଚ୍ ଦେଖୁଥିଲେ ଦର୍ଶକ; ହଠାତ ଭୁଶୁଡିଲା ଗ୍ୟାଲେରୀ; ଦେଖନ୍ତୁ ଛାତିଥରା ଭିଡିଓ

କେରଳରେ ଭୁଶୁଡିଲା ଦର୍ଶକ ଗ୍ୟାଲେରୀ। କ୍ୟାମେରାରେ କଏଦ ହେଲା ୨୦୦ଲୋକ ଚାପି ହୋଇଯିବାର ଦୃଶ୍ୟ। ଶନିବାର ରାତିରେ ଉତ୍ତର କେରଳର ମାଲାପ୍ପୁରମ୍ ଜିଲ୍ଲାର ବନ୍ଦୁର ନିକଟରେ ଥିବା ଫୁଟବଲ୍ ଷ୍ଟାଡିୟମର ମ୍ୟାଚ୍ ଚାଲୁଥିବା ବେଳେ…
Read More...

ମାର୍ଚ୍ଚ ୨୪ରେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ

ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରମୋଦ ସାୱନ୍ତ। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ସୋମବାର ବିଜେପି ବିଧାୟକ ଦଳ ବୈଠକ…
Read More...

ବିଷାକ୍ତ ମଦ ପିଇ ୧୩ ଜଣଙ୍କ ଗଲା ଜୀବନ

ବିହାରରେ ନୀତିଶ ସରକାରଙ୍କ ଶତଚେଷ୍ଟା ପରେ ବି ମଦ ବିକ୍ରି ବନ୍ଦ ହେଉ ନାହିଁ। ପୋଲିସ ଯେତେ ଧରପଗଡ଼ କଲେ ବି ମଦ ମାଫିଆଙ୍କ ବେପାରକୁ କିନ୍ତୁ ବନ୍ଦ କରିପାରୁନାହିଁ। ରାଜ୍ୟରେ ପୁଣିଥରେ ବିଷାକ୍ତ ମଦ ପିଇ ୧୩ ଜଣଙ୍କ ମୃତ୍ୟୁ…
Read More...