Browsing Category
Bignews
ସର୍ଭେ : ୨୦୧୯ରେ କାହାକୁ ମିଳିବନି ବହୁମତ, ଓଡିଶାରେ ବିଜେପିକୁ ୧୨,ବିଜେଡିକୁ ମିଳିବ ୯ ଲୋକସଭା ସିଟ
ନୂଆଦିଲ୍ଲୀ : ୨୦୧୯ରେ ସରକାର କରିବାକୁ ନୂଆ ନୂଆ ରଣକୈଶଳ ଆପଣାଉଛି ବିଜେପି । କେନ୍ଦ୍ରରେ ପୁଣି ସରକାର ଗଢିବା ସହ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଯୋଜନା ଆରମ୍ଭ କରିଛି ଦଳ । ସେପଟେ କ୍ଷମତାକୁ ଫେରିବାକୁ କଂଗ୍ରେସବି!-->…
Read More...
Read More...
ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କିଏ କେଉଁ ଜିଲ୍ଲାରେ କରିବେ ପତକାତ୍ତୋଳନ
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ରାଜ୍ୟ ସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପିରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ!-->…
Read More...
Read More...
ଝାରସଗୁଡା ମେଗା ସୋ ରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ,ବିଜେଡିରେ ମିଶିଲେ ନବଦାସ
କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ: ନବୀନଝାରସୁଗୁଡ଼ା : ଝାରସୁଗୁଡ଼ା ଅମଲିପାଲ୍ଲିରେ କେନ୍ଦ୍ର ଅବହେଳା କଥା ଉଠାଇଥିଲେ ନବୀନ୍ । ଶତାବ୍ଦୀ ଏକ୍ସପ୍ରେସ୍ ଓ କୋଇଲା ରୟାଲିଟି ପାଇଁ ରାଜ୍ୟ ସରକାର!-->!-->!-->…
Read More...
Read More...
ଗ୍ରହ ଶାନ୍ତି ପାଇଁ ନବ ବଧୁକୁ ବଳି !
ଧାରୁଆ ଅସ୍ତ୍ରରେ ଗଳାକାଟି ଦେଲେଚାନ୍ଦବାଲି : ଚାନ୍ଦବାଲି ଖଦାଳପୋଖରୀ ଗଁ।ରେ ନବବଧୂକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଅଭିଯୋଗ ।
ନବବଧୂକୁ ବଳିବେଦା ଉଦ୍ଦେଶ୍ୟରେ ଶ୍ବଶୁର
ଘରେ ଲୋକେ ହତ୍ୟା କରିଥିବା ଅଭିଯୋଗ!-->!-->!-->…
Read More...
Read More...
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : ପିୟୂଷ ଗୋଏଲଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ବ
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ୍ୱ ମୋଦି ସରକାରଙ୍କ ଶେଷ ଅତିରିକ୍ତ ବଜେଟ ଅରୁଣ ଜେଟଲିଙ୍କ ପରିବତ୍ତେ ପିୟୁଷ ଗୋଏଲ ସଂସଦରେ ଉପସ୍ଥାପନ କରିବେ । କାହିଁକିନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବା!-->…
Read More...
Read More...
ନ୍ୟୁଜିଲାଣ୍ଡ ଦିନିକିଆରେ ଭାରତ ୮ ଓ୍ଵିକେଟରେ ବିଜୟୀ
ନାପିଏର : ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ବେଶ୍ ସୁଖଦ ହୋଇଛି । ଆଜି ନାପିଏର ଠାରେ ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ(୭୫ ରନ୍) ଓ ବିରାଟ କୋହଲିଙ୍କ!-->…
Read More...
Read More...
ନିର୍ବାଚନ ପୂର୍ବରୁ ବିଜେଡି କ୍ୟାମ୍ପେନ୍ର ନୂଆ ଷ୍ଟ୍ରାଟେଜି : ସେଲ୍ଫି ୱିଥ୍ ସିଏମ୍
ମୟୁରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ।ଭୁବନେଶ୍ବର :ଯେ କୌଣସି ବ୍ୟକ୍ତି ଏବେ ନବୀନଙ୍କ ସହ ସେଲ୍ଫି ନେଇପାରିବେ । ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ!-->!-->!-->…
Read More...
Read More...
ପ୍ରିୟଙ୍କା ଗାନ୍ଧିଙ୍କ ଅଫିସିଆଲ୍ ପଲିଟିକାଲ ଏଣ୍ଟ୍ରି : କଂଗ୍ରେସର ମହାସଚିବ ନିଯୁକ୍ତ
ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବନୂଆଦିଲ୍ଲୀ : ନିର୍ବାଚନ ଆଗରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍ । ପ୍ରିୟଙ୍କା ଗାନ୍ଧି ହେଲେ କଂଗ୍ରେସର ମହାସଚିବ । ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ।!-->!-->!-->…
Read More...
Read More...
୨୪ରେ ୨୪ ଘଣ୍ଟା କେବୁଲ ଟିଭି ପ୍ରସାରଣ ବନ୍ଦ
କେବୁଲ ଅପରେଟର ପାଳିବେ କଳା ଦିବସନୂଆଦିଲ୍ଲୀ : ଜାନୁଆରୀ ୨୪ରେ ସାରା ଦେଶରେ ବନ୍ଦ ରହିବ କେବୁଲ ସେବା । ଟ୍ରାଇର ନୂଆ ନିୟମକୁ ବିରୋଧ କରି ୨୪ରେ କେବଲ ଅପରେଟର କଳା ଦିବସ ପାଳନ କରିବେ । ଅଲ୍ ଇଣ୍ଡିଆ କେବୁଲ ଅପରେଟର!-->!-->!-->…
Read More...
Read More...
୨୩ଜିଲ୍ଲାରେ ୧୦୨ ଡିଜିଟାଲ ଡିସପେନସାରୀ ପ୍ରତିଷ୍ଠା ନିମନ୍ତେ ରାଜିନାମା ସ୍ୱାକ୍ଷରିତ
ଅପହଂଚ ଇଲାକାରେ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବାଭୁବନେଶ୍ୱର : ରାଜ୍ୟର ଦୁର୍ଗମ ଅଚଂଳଗୁଡିକରେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ମନେହେଉଥିବା ବେଳେ ଆଜି ସେ!-->!-->!-->…
Read More...
Read More...
ଘାଟିରୁ ଓଲଟିଲା ମିନି ଟ୍ରକ୍,୧୨ ମୃତ୍ୟୁ, ୨୦ରୁ ଅଧିକ ଆହତ,୫ ଗୁରୁତର
କନ୍ଧମାଳ : ଘାଟିରୁ ଓଲଟିଲା ମିନି ଟ୍ରକ୍ । ଘଟଣାସ୍ଥଳରେ ୮ ଜଣଙ୍କରୁ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ୪ ଜମଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ୧୨ରେ ପଙଁଚିଛି । ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।!-->!-->!-->…
Read More...
Read More...
୭ରେ ଅତିରିକ୍ତ କାମଚଳା ବଜେଟ୍
ଫୋକସରେ ରହିବ ‘କାଳିଆ’ଭୁବନେଶ୍ୱର : ଫେବୃଆରୀ ୭ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପିତ ହେବ । ନିର୍ବାଚନ ଆଗକୁ ଥିବାରୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ୪ ମାସ ପାଇଁ!-->!-->!-->…
Read More...
Read More...
ସବୁ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ପଞ୍ଚାୟତ
ସ୍ତରରେ ବୁଲିବ କାଳିଆ ରଥଭୁବନେଶ୍ୱର : କୈଣସି ଚାଷୀଯେମିତି କାଳିଆଯୋଜନାରୁ ବାଦ ନପଡନ୍ତି
ସେଥି ପ୍ରତି ଧ୍ୟାନ ଦିଅ । କାଳିଆ ଯୋଜନାରେ ଲବୁ ଚାଷୀଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଅ!-->!-->!-->…
Read More...
Read More...
ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା ୫ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟର
୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ତାଲିକାଭୁକ୍ତଭୁବନେଶ୍ୱର : ସାଧାରଣ ନିର୍ବାଚନ ଲାଗି ପ୍ରତ୍ସୁତି ଚାଲିଛି । ପ୍ରକାଶ ପାଇଛି ଚୁଡାନ୍ତ ଭୋଟର ତାଲିକା । ଓଡିଶାର ୧୪୭ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ତାଲିକା!-->!-->!-->…
Read More...
Read More...
