Browsing Category
Bignews
ଆକ୍ସନ ମୁଡରେ କଂଗ୍ରେସ : ନବ ଦାସଙ୍କ ଇସ୍ତଫା ଆଉ ବହିଷ୍କାର ପରେ ବିଧାୟକ ଯୋଗେଶ ସିଂହକୁ ନିଲମ୍ବନ
ଭୁବନେଶ୍ବର : ନବ ଦାସଙ୍କ ଇସ୍ତଫା ପରେ ଆକ୍ସନ ମୁଡରେ କଂଗ୍ରେସ ।
ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ। ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗରେ ଯୋଗେଶ ସିଂଙ୍କୁ
ଦଳରୁ ନିଲମ୍ବିତ କରାଯାଇଛି। ଗତକାଲି ଶୃଙ୍ଖଳା କମିଟି!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସିଡିପିଓ ସ୍ତରରେ ୯୩ ନୂଆ ପ୍ରୋଗ୍ରାମର ପଦବୀ ସୃଷ୍ଟି ହେବ
ଭୁବନେଶ୍ୱର : ରାଜ୍ୟର ଆଇସିଡିଏସ କାର୍ଯ୍ୟକୁ ଅଧିକ କ୍ରୀୟାଶୀଳ ଓ ସୃଙ୍ଖଳିତ କରିବାକୁ ସିଡିପିଓ ସ୍ତରରେ ୯୩ଟି ନୂଆ ପ୍ରୋଗ୍ରାମର ପଦବୀ ସୃଷ୍ଟି ହେବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା!-->…
Read More...
Read More...
ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ, ଏମସରେ ଭର୍ତ୍ତି, ୧୮ରେ ଓଡିଶା ଗସ୍ତ ବାତିଲ
ଭୁବନେଶ୍ୱର : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ । ଅମିତ ଶାହ ସ୍ୱାଇନ ଫ୍ଲୁରେ ଆକ୍ରନ୍ତ ହୋଇଛନ୍ତି । ଚିକିସ୍ତା ପାଇଁ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ!-->!-->!-->…
Read More...
Read More...
କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ, ବିଜେଡିରେ ମିଶିବେ
ଭୁବନେଶ୍ବର : କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ । ପିସିସି କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି!-->…
Read More...
Read More...
ପ୍ରଶ୍ନ ପତ୍ର ଭାଇରାଲ ପରେ ବାତିଲ ହେଲାOTET ପରୀକ୍ଷା
ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ କୁ ଚିଠି ଲେଖିଛନ୍ତି ବୋର୍ଡ କତୃପକ୍ଷକଟକ : ପ୍ରଶ୍ନପତ୍ର ଲିକ୍ ହେଲା । ଆଉ ସେଥିପାଇଁ ଆଜି ପ୍ରଥମ
ସିଟିଂ ପରେ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାକୁ!-->!-->!-->…
Read More...
Read More...
କାଳିଆ ଯୋଜନା ଦେଶର ସବୁଠାରୁ ବଡ ଯୋଜନା – ନବୀନ
ଭୁବନେଶ୍ବର : କାଳିଆ ଯୋଜନାକୁ ସାରା ଦେଶରେ ଏକ ଆଦର୍ଶ ଯୋଜନା ବୋଲି କହିଛନ୍ତି ନବୀନ। ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ଓଡିଶା କୃଷି କର୍ମଶାଳାରେ ଉଦବୋଧନ ଦେଇ ନବୀନ କାଳିଆ ଯୋଜନାକୁ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ !-->…
Read More...
Read More...
ବିକାଶ ଅର୍ଥ ଖର୍ଚ୍ଚ ହୋଇ ପାରୁନି, ଶୋଇଛନ୍ତି ସରକାର : ମୋଦି
ବଲାଙ୍ଗିର : ମୋଦିଙ୍କ ଫୋକସରେ ଓଡିଶା। ବଲାଙ୍ଗିର ପଥରଚେପାରେ ଉଦବୋଧନ ଦେଇ ପୁଣି ବିକାଶର କଥା ଦୋହରାଇଛନ୍ତି ମୋଦି। ଗୋଟିଏ ମାସ ଭିତରେ ଓଡିଶାରେ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାମର ଆରମ୍ଭ ହୋଇଛି ବୋଲି ମୋଦି!-->…
Read More...
Read More...
୧୧୭୨ ସ୍କୁଲର ଲକ୍ଷେ ୧୫ ହଜାର ଛାତ୍ର ଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ
ସବୁ ଓଡିଆ ମାଟି ମାକୁ ଭଲ ପାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ ହେଉଛି ସବୁ ଓଡ଼ିଆଙ୍କ ପ୍ରିୟ ସଙ୍ଗୀତ। ଏହା କେବଳ ଏକ ସଙ୍ଗୀତ ନୁହେଁ, ୪ କୋଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ।!-->!-->!-->…
Read More...
Read More...
କାନ୍ଦୁଛି କୁଆଁରୀ ମା : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ
୪ଜଣଙ୍କୁ ନିଲମ୍ବନ, ୬ଜଣଙ୍କୁ ବହିଷ୍କା. ୧୪ ଜଣଙ୍କୁ ବଦଳିକନ୍ଧମାଳ : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ । ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକ!-->!-->!-->…
Read More...
Read More...
ଧୋକାବାଜ ନବ ! ହାତ ପଛରୁ ଛୁରୀ ମାରି ବିଜେଡିରୁ ଲଢିବେ ନିର୍ବାଚନ
ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି - ନବଭୁବନେଶ୍ୱର : ବିଧାୟକ ନବ ଦାସ ଧୋକା ବାଜ । ତାଙ୍କ କଥା ଗୋଟେ କାମ ଆଉ ଗୋଟେ । ନିଜ ସ୍ୱାର୍ଥ ପାିଁ ସବୁ କରିପାରିବେ । ତାଙ୍କ କଥଆ ଓ!-->!-->!-->…
Read More...
Read More...
କନ୍ଧମାଳ ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ
ମନ୍ତ୍ରୀଙ୍କ ତଦନ୍ତି ନିର୍ଦେଶ, ୯ ଜଣଙ୍କ ଉପରେ କାଯ୍ୟାନୁଷ୍ଠାନକନ୍ଧମାଳ :
କନ୍ଧମାଳ ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲରେ ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଏବଂ ପରେ ତାକୁ ଜଙ୍ଗଲକୁ ତଡ଼ିଦେବା!-->!-->!-->…
Read More...
Read More...
ମୋଦିଙ୍କ ବିଜୟ ମନ୍ତ୍ର, ଶାହଙ୍କ ଦମ୍ଭୋକ୍ତି ଅବକି ବାର୍ ଫିର୍ ମୋଦି ସରକାର
ବିଜେପି ମାନସ ମନ୍ଥନ : ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଶେଷ ରଷ୍ଟ୍ରୀୟ ଅଧିବେଶନ ସରିଲାନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନେରେ ଚାଲିଥିବା ବିଜେପି ଜାତୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହବାଣୀ!-->!-->!-->…
Read More...
Read More...
ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ,ବଢିଲା ପାରିଶ୍ରମିକ ଓ ସହାୟତା
ଅବସର ବୟସସୀମା ୬୨କୁ ବୃଦ୍ଧି କଲେ ରାଜ୍ୟ ସରକାରଭୁବନେଶ୍ବର : ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ବଢିଲା ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ । ଅବସର ବେଳେ ପାଇବେ ସ୍ବତନ୍ତ୍ର ସହାୟତା ।!-->!-->!-->…
Read More...
Read More...
୨୬ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ମିଳିବ କାଳିଆ ଟଙ୍କା
ଭୁବନେଶ୍ବର : ୨୬ ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୬ ସୁଦ୍ଧା ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ଖାଦ୍ୟ ଓ ଯୋଗାଣମନ୍ତ୍ରୀ!-->…
Read More...
Read More...
