Browsing Category

Bignews

ଶାଳ ପତ୍ର ଉପରୁ ରୟାଲିଟ ଛାଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶାଳପତ୍ର ସଂଗ୍ରହକାରୀଙ୍କ ଲାଗି ଖୁସି ଖବର । ସେମାନଙ୍କୁ ଆଉ ଶାଳ ପତ୍ରରେ ସରକାରଙ୍କୁ ରୟାଲିଟି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରୟାଲିଟ ଛାଡ ନେଇ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସ୍କୁଲ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ମାରିଦେଲେ କୁକୁର

କରଞ୍ଜିଆ : ସ୍କୁଲ ଯାଉଥିବା ୬ ବର୍ଷର ବାଳକକୁ ଝୁଣି ଦେଲେ କୁକୁର ପଲ । ଖିନଭିନ୍‌ କରିମାରିଦେଲେ । ସ୍କୁଲ ଯାଉଥିବା ବେଳେ କରିଥିଲେ ଏଭଳି ଆକ୍ରମଣ । ସେହିଠାରେ ହିଁ ଚାଲିଯାଇଥିଲା ରିଙ୍କୁର ଜୀବନ । ଏଭଳି ହୃଦୟ ବିଦାରକ ଓ…
Read More...

କୁହୁଡି ହେଲା କାଳ : ଟ୍ରକ- ବୋଲେରୋ ଧକ୍କା ୫ ମୃତ,୩ ଗରୁତର

କେନ୍ଦ୍ରାପଡା : ଘନ କୁଡୁଡି କାଳ ହେଲା । ସଡକ ଦୁର୍ଘଟଣାରେ ଗଲା ୫ ଜୀବନ । ଘଟଣା ଘଟିଛି କଟକ- ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ନିକଟ କାର୍ତିଆ ଛକ ନିକଟରେ । ଏକ ବଡ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋିଥିବାବେଳେ ୩ ଜଣ…
Read More...

ଏଣିକି ଅନଲାଇନରେ ଓଟିଇଟି ପରୀକ୍ଷା

ଭୁବନେଶ୍ବର : ଦୀର୍ଘ ସମୟ ଧରି ତନାଘନା େହଲା। େଶଷରେ ସରକାର ନିଷ୍ପତ୍ତି ନେଇଛନ୍ତି େଯ ଏଣିକି ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନଲାଇନରେ କରାଯିବ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
Read More...

୩୦ରୁ ଅନଶନରେ ବସିବେ ଆନ୍ନା ହଜାରେ

ମୁମ୍ବାଇ : ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ ଅନୁଯାୟୀ କେନ୍ଦ୍ର ସରକାର ଲୋକପାଳ ଓ ଲୋକାୟୁକ୍ତଙ୍କୁ ନିଯୁକ୍ତ କରୁ ନଥିବାରୁ ତାହାକୁ ପ୍ରତିବାଦ କରି ଦୁର୍ନୀତି ବିରୋଧୀ ଆନ୍ଦୋଳନର ମହାନ ସାଧକ ଓ ସମାଜସେବକ ଆନ୍ନା ହଜାରେ…
Read More...

କଂଗ୍ରେସରୁ ତଡା ଖାଇଲେ ଶ୍ରୀକାନ୍ତ- ସଗରିଆ

ଭୁବନେଶ୍ବର  : କଂଗ୍ରେସରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା  ଓ କୃଷ୍ଣ ସଗରିଆ ବହିଷ୍କୃତ।  ଦଳ ବିରୋଧୀ ମନ୍ତବ୍ୟ ଏବଂ ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଛି। ଏଆଇସିସି…
Read More...

ପଶ୍ଚିମବଙ୍ଗରେ ମମତାଙ୍କ ଏକତ୍ବ ରାଲି, ମୋଦିଙ୍କ ବିରୋଧରେ ବିରୋଧୀଙ୍କ ମହାମେଳି

ସାମିଲ ହେଲେନି ବିଜେଡି ଓ ଟିଆରଏ ।କୋଲକୋତା : ପଶ୍ଚିମବଙ୍ଗରେ ବିରୋଧୀଙ୍କ ମହାମେଳି। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ନେତୃତାଧିନ ଏନଡିଏ ସରକାରଙ୍କୁ ଚେକ୍ ଏକାଠି ହୋଇଛନ୍ତି ପ୍ରମୁଖ ଦଳ ଗୁଡ଼ିକ । ଟିଏମସି…
Read More...

ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଲେ ରାଜ୍ୟ ସରକାର

ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧୀକାରୀ ପାଇବେ ୫୦୦ ଟଙ୍କାଭୁବନେଶ୍ବର  : ବଢିଲା ବାର୍ଦ୍ଧକ୍ୟ ଭତ୍ତା । ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
Read More...

ରାଜଧାନୀ ଏକ୍ସପ୍ରେସ ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜଧାନୀ ଏକ୍ସପ୍ରେସ ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୨୩ଟି ଏସି ଡିଲକ୍ସ ବସ୍‌ ଚଳାଚଳ କରିବ । ଭୁବନେଶ୍ବରରୁ…
Read More...

୨୧ରେ ୨୦୧୯ର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର : ୨୦୧୯ ନୂଆବର୍ଷ ଆରମ୍ଭରୁ ହିଁ ଏଥର ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି ।…
Read More...

୨୫ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା

ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବଭୁବନେଶ୍ବର : ଚାଷୀଙ୍କ ପାଇଁ ରାଜ୍ୟ ସରକାର ସବୁଠୁ ବଡ ଯୋଜନା କାଳିଆ ଯୋଜନା ଘେଷଣା କରିଛନ୍ତି । ଯୋଜନାରେ ସାମିଲ ହେବାକୁ ୬୬ ଲକ୍ଷ ଚାଷୀ ଆବେଦନ କରିଛନ୍ତି । ସେଥିପାଇଁ…
Read More...

ଏବେ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟସେବାରେ ମାଗଣା ଚିକିତ୍ସା ସୁବିଧା

ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ମିଳିବ ମାଗଣା ସ୍ୱାସ୍ଥ୍ୟସେବାଭୁବନେଶ୍ୱର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି । ଏଣିକି ରାଜ୍ୟର ସମସ୍ତ ସରକାରୀ…
Read More...

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ

ପୁରୀ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ । ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ନେଇ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ…
Read More...

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ

ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାପଞ୍ଚକୁଲା : ଡେରା ସଚ୍ଚା ସଉଦା ରାମ ରହିମକୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଶୁଣାଇଛନ୍ତି…
Read More...