Browsing Category

Odisha

କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ; କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା

ଭୁବନେଶ୍ବର:ବିଶ୍ବବ୍ୟାପୀ କୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ତେବେ ଏନେଇ ୩ ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ ଗସ୍ତ କରି କରୋନା ଓ ବାର୍ଡଫ୍ଲୁ…
Read More...

ସ୍କୁଲର ଛାତ୍ରଛାତ୍ରୀ ପଢ଼ିବେ ସମ୍ବିଧାନର ପାଠ

ଭୁବନେଶ୍ବର: ଏଣିକି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ପାଠ ପଢାଯିବାକୁ ନିଷ୍ପତି ହୋଇଛି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ମୌଳିକ କର୍ତବ୍ୟ ବିଷୟରେ ଅବଗତ କରାଯିବ ।ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ…
Read More...

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ବ୍ରହ୍ମପୁର : ଦୁଇ ପଟେ କୁନି କୁନି ଛାତ୍ର ଛାତ୍ରୀ ତା ପାଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ସ୍କେବଳ ସ୍କୁଲ ପିଲାଙ୍କ ପାଖରେ ବସି ନାହାନ୍ତି, ସ୍କୁଲ ପିଲାଙ୍କ ପରି ଷ୍ଟିଲ ଥାଳିରେ ସେମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଭାତ,…
Read More...

ଆଜିଠୁ ଭୁବନେଶ୍ୱରରୁ ବାରଣାସୀକୁ ଉଡିଲା ବିମାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ସିଧାସଳଖ ବାରଣାସୀକୁ ଉଡିଲା ବିମାନ । ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଭୁବନେଶ୍ୱର ବିମାନବନ୍ଦରରୁ ଦିନ ୧୨ଟା ୧୫ରୁ…
Read More...

ଓଡ଼ିଶାରେ କୋରୋନା ଭାଇରସ୍‌!

ଫୁଲବାଣୀ: ଓଡ଼ିଶାରେ କୋରୋନା ଭାଇରସ୍ ସଂକ୍ରମଣର ସନ୍ଦେହ । ଫୁଲବାଣୀର ଜଣେ ଛାତ୍ର କୋରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣଙ୍କ ୧୦ଦିନ ତଳେ ଚୀନରୁ ଘରକୁ ଫେରିଥିଲେ । ଏହାପରଠାରୁ ତାଙ୍କୁ…
Read More...

ଲୋକଙ୍କୁ ସେବା ଯୋଗାଇ ଦେବାରେ ଆମେ ବିଶ୍ବାସ କରୁ : ମୁଖ୍ୟମନ୍ତ୍ରୀ

ଆନନ୍ଦପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପ୍ରଥମେ ସେ ଆନନ୍ଦପୁର ବ୍ୟାରେଜ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଜ୍ଝ ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ…
Read More...

ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁବୃର୍ତ

ଭଦ୍ରକ: ରାତି ପାହିଲେ ଉଦଘାଟନ ହୋଇଥାନ୍ତା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ପ୍ରମୁଖ ଗୃହ । ହେଲେ ରାତିରେ କେହି ଅଜଣା ଦୁବୃର୍ତ ଏହାର ଉଦଘାଟନୀ ଫଳକକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି…
Read More...

ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ଶହ ଶହ ଅଲିଭ ରିଡଲେ କଇଁଛଙ୍କ ମୃତଦେହ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ଶହ ଶହ ଅଲିଭ ରିଡଲେ କଇଁଛଙ୍କ ମୃତହେବ ପଡିରହିଥିବା ଦେଖିବାକୁ ମିଳିଛି । ଏହାଫଳରେ ଚାରିଆଡେ ଦୁର୍ଗନ୍ଧ ହେଉଛି ।ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ୧…
Read More...

ଆଗାମୀ ବର୍ଷରୁ ଯୁକ୍ତ ୨ ପ୍ରଥମ ବର୍ଷରେ ପାସଫେଲ ବ୍ୟବସ୍ଥା ହେବ ଲାଗୁ

ଭୁବନେଶ୍ୱର:କିଛିଦିନ ପୂର୍ବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ ଯେ, ଯୁକ୍ତ ୨ ପ୍ରଥମ ବର୍ଷ ପାସ୍ କରିବାକୁ ହେଲେ ୩୩ପ୍ରତିଶତ ମାର୍କ ରଖିବାକୁ ପଡିବ । ନଚେତ୍ ଯୁକ୍ତ ୨ କୁ ଉତୀର୍ଣ୍ଣ ହେବା…
Read More...

୫ଟି ସଚିବଙ୍କ ଗଞ୍ଜାମ ଗସ୍ତ : ତାରାତାରିଣୀ ପୀଠ ପରିଦର୍ଶନ ସହ ଉନ୍ନୟନ କାର୍ଯ୍ୟ କଲେ ସମୀକ୍ଷା

ବ୍ରହ୍ମପୁର : ରାଜ୍ୟ ସରକାରଙ୍କ ‘୫- ଟି’ ସଚିବ ଭି କେ ପାଣ୍ଡିଆନ ଆଜି ଭୋରୁ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଗଞ୍ଜାମ ଗସ୍ତ ସମୟରେ ପ୍ରସିଦ୍ଧ ତାରାତାରିଣୀ ପୀଠକୁ ଆକସ୍ମିକ ପରିଦର୍ଶନରେ ଆସି ମାଆ ତାରତାରିଣୀଙ୍କ ଦର୍ଶନ…
Read More...

ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍‌ର ପ୍ରସଂଶା

ଭୁବନେଶ୍ୱର : ବାର୍ଡ ଫ୍ଲୁ ନେଇ କେନ୍ଦ୍ରୀୟ ଟିମ୍‌ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ସ୍ଥିତି ଅନୁଧ୍ୟାନ କରିଛି। ତିନି ଜଣିଆ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ ପରେ ନିଜର ପ୍ରତିକ୍ରିୟା…
Read More...

ଭିକାରିଙ୍କୁ ଦିଆଯିବ ଧନ୍ଦାମୂଳକ ପ୍ରଶିକ୍ଷଣ,କିନ୍ନରଙ୍କୁ ମଧୁବାବୁ ପେନସନ ଦେବେ ରାଜ୍ୟ ସରକାର

ଭୁବନେଶ୍ବର : ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ ପାଇଁ  ଖୋଲାଯିବ ପ୍ରଶିକ୍ଷଣ କେନ୍ଦ୍ର । ଭିକାରିଙ୍କୁ ଦିଆଯିବ ଧନ୍ଦାମୂଳକ ପ୍ରଶିକ୍ଷଣ ଓ ସେମାନଙ୍କୁ ଥଇଥାନ କରାଯିବ । ପୁରୀ ସହରରୁ ପାଇଲଟ ପ୍ରୋଜେକ୍ଟ ଭାବେ ଏହା…
Read More...

‘କୋରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ’

ଭୁବନେଶ୍ବର: କୋରୋନା ଭାଇରସକୁ ନେଇ କ୍ୟାବିନେଟ ସଚିବଙ୍କ ସମୀକ୍ଷା । ସମୀକ୍ଷା ପରେ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ପ୍ରତିକ୍ରିୟା । ମାଲେସିଆରୁ ଦୁଇଜଣ ଯାତ୍ରୀ ଆସିଥିଲେ ସେମାନଙ୍କ ବ୍ଲଡ ସଂଗ୍ରହ କରାଯାଇଛି । ଯେହେତୁ…
Read More...

୩ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଏବେ ୪ଦିନ ଓଡ଼ିଶାରେ ପାଗ ଶୁଖିଲା ରହିବ । ମାତ୍ର ୩ରୁ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି…
Read More...