Browsing Category

Odisha

ରୋଡ ରୋମିଓଙ୍କୁ ଚପଲରେ ପିଟିଲେ ଛାତ୍ରୀ

ବ୍ରହ୍ମପୁର : ରୋଡ ରୋମିଓଙ୍କୁ ନିସ୍ତୁକ ଛେଚା । କମେଣ୍ଟ କରୁଥିବା ଅସମାଜିତ ଯୁବକଙ୍କୁ ଧରି ଚପଲରେ ପିଟିଲେ ଛାତ୍ରୀ । ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି । ରୋଡ ରୋମିଓଙ୍କ ଏପରି ହୀନସ୍ତା ହେବାର ଦୃଶ୍ୟ…
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭୁବନେଶ୍ୱର ଏମ୍ସ ପରିଦର୍ଶନ :ଏମ୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ କମିଟି ଉପରେ ଗୁରୁତ

ଭୁବନେଶ୍ୱର : ଚିକିତ୍ସା ଲାଗି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ରୋଗୀ ଏମ୍ସ୍କୁ ଆସୁଛନ୍ତି । ହେଲେ ରୋଗୀ ସେଠାରେ କିପରି ଚିକିତ୍ସା ପାଉଛନ୍ତି ଓ ରାଜ୍ୟ ସରକାରଙ୍କ ପକ୍ଷରୁ କି ପ୍ରକାର ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ।…
Read More...

୫ ଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ମାଷ୍ଟର ଗିରଫ

ଦେବଗଡ : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ମାଷ୍ଟର ଗିରଫ । ଦେବଗଡ ଥାନା କୁଣ୍ଢେଇଗୋଳା ଗାଁରୁ ଆସିଛି ଏମିତି ଅଭିଯୋଗ । ଟ୍ୟୁସନ ଯାଉଥିବା ୫ ଜଣ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଟ୍ୟୁସନ…
Read More...

ହଜିଗଲା ମାନବିକତା : ଶବକୁ ମିଳିଲାନି କାନ୍ଧ, ସାଇକେଲରେ ଶବ ଗଲେ ଶ୍ମଶାନ

ବୌଦ୍ଧ : ହଜିଗଲା ମାନବିକତା । ସ୍ମଶାନକୁ ଯିବା ପାଇଁ ଶବକୁ ମିଳିଲାନି କାନ୍ଧ । ଶାଳୀର ଶବକୁ ସାଇକେଲରେ ବୋହି ସ୍ମଶାନକୁ ନେଲେ ଭିଣୋଇ । ମୃତକ ହେଲେ ପାଞ୍ଚ ମହାକୁଡ । ବୌଦ୍ଧ ଜିଲ୍ଲା ବ୍ରହ୍ମଣପାଲି ପଞ୍ଚାୟତ କୃଷ୍ଣପାଲି…
Read More...

୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି…
Read More...

ଯନ୍ତ୍ରଣାରେ ଛଟପଟ ଗଜରାଜ : ଉଠି ପାରୁନି କି ଶୋଇପାରୁନି

ଝାରସୁଗୁଡା : ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ । ଗତ ଦେଢ ମାସ ଧରି ଜଙ୍ଗଲରେ ବିକଳ ହୋଇ ବୁଲୁଛି । ଶୋଇବା ଜାଗାରୁ ଉଠିବା ତା ପାଇଁ ମୁସ୍କିଲ ହୋଇ ପଡିଛି । ହେଲେ ହାତୀର ଚିକିତ୍ସା ନେଇ ବନବିବାଗ ଚୁପ ବସିଛି । ଦିନେ ଥିଲା…
Read More...

ସ୍କୁଲରେ ମାତିଛି ଭୂତ : କାନ୍ଦୁଛି ଅତୃପ୍ତ ଆତ୍ମା, ବଖାଣୁଛି ମୃତ୍ୟୁର କାହାଣୀ,ସ୍କୁଲ ଛାଡିଲେ ଛାତ୍ରୀ

ଭୁବନେଶ୍ବର  : କାନ୍ଦୁଛି ଅତୃପ୍ତ ଆତ୍ମା । ଭୁତ କହୁଛି ମୃତ୍ୟୁର କାହାଣୀ । କେନ୍ଦୁଝର ବାଂଶପାଳ ବ୍ଲକ ବାୟାପଣ୍ଡାଧାର ଆଶ୍ରମ ସ୍କୁଲରେ ମାତିଛି ଭୂତ । ୪ ବର୍ଷ ତଳେ ସ୍କୁଲରେ ଆତ୍ମହତ୍ୟା କରିଥିବା ଛାତ୍ରୀ ଖୋଜୁଛି ମୃତ୍ୟୁ…
Read More...

ଜଙ୍ଗଲର ରାଜା ଅସୁରକ୍ଷିତ

ଭୁବନେଶ୍ଜର  : ଙ୍ଗଲର ରାଜା ବାଘ ଅସୁରକ୍ଷିତ । ଶହେ ବର୍ଷ ତଳେ ସାରା ବିଶ୍ୱରେ ବାଘ ସଂଖ୍ୟା ଥିଲା ୧ଲକ୍ଷ । ହେଲେ ଏବେ ଏହି ସଂଖ୍ୟା ୪ହଜାରରୁ ମଧ୍ୟ କମି ଯାଇଛି । ଭାରତର ବିଭିନ୍ନ ଅଭୟାରଣ୍ୟ ଏବଂ ଚିଡିଆଖାନାରେ ଅଛନ୍ତି…
Read More...

ମହାନଦୀ ପୋଲରୁ ଖସିଲା ଟ୍ରକ,ଡ୍ରାଇଭର ହେଲପର ପତ୍ତା ମିଳୁନି

ପାରାଦୀପ : ପାରାଦୀପ ମହାନଦୀ ପୋଲରୁ ଖସିଲା ଟ୍ରକ । ଭୁତୁମୁଣ୍ଡାଇ ପୋଲରେ ଏହି ଦୁର୍ଘଟଣା ଘଟିଛି । ଭାରସ୍ୟାମ ହରାଇ ଟ୍ରକଟି ନଦୀ ଭିତରକୁ ଖସିପଟିଛି । ନଦୀରେ ବନ୍ୟାଜଳ ଥିବାରୁ ଟ୍ରକଟି ଏବେ ପାଣିରେ ବୁଡି ରହି ଦେଖାଯାଉନି ।…
Read More...

ମହାକାଳପଡାରେ ହେବ ନଦୀଭିତ୍ତିକ ବନ୍ଦର,ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କେନ୍ଦ୍ରାପଡାର ଜିଲ୍ଲାରେ ହେବ ନଦୀ ଭିତିକ ବନ୍ଦର ।  ମହାକାଳପଡ଼ାସ୍ଥିତ ଆଖଡ଼ାଶାଳି ଗାଁ ନିକଟରେ ମହାନଦୀରେ ନଦୀଭିତ୍ତିକ ବନ୍ଦର ସ୍ଥାପନ ହେବ। ରାଜ୍ୟ ସରକାର ପିପିପି ମୋଡରେ ଏହି ବନ୍ଦର ପ୍ରତିଷ୍ଠା କରିବେ।…
Read More...

ଅଗଷ୍ଟ ୧୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଗଷ୍ଟ ୧୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି । AIIMSର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥୀ ଭାବେ ଯେ।ଗଦେବାର କାର୍ଯ୍ୟକ୍ରମ…
Read More...

ଇସ୍କନରେ ଖଣ୍ଡଯୁଦ୍ଧ : ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ବର : ଇସ୍କନରେ ଖଣ୍ଡଯୁଦ୍ଧ । ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ପେ।ଲିସର ଲାଠିଚାର୍ଜ । ମନ୍ଦିର ସମ୍ମୁଖରେ ଥିବା ସମାଧୀପୀଠକୁ ଉଚ୍ଛେଦବେଳେ ଉତ୍ତେଜନା ବେଳେ ଲାଠିଚାର୍ଜ…
Read More...

ଆଜି କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ,ଦିନ୨ଟା ୪୫ରୁ ପାକ ନିଷେଧ

ଭୁବନେଶ୍ୱର: ଆଜି ହେଉଛି ସବୁଠୁ ଦୀର୍ଘତମ ବିରଳ ଚନ୍ଦ୍ର ଗ୍ରହଣ । ଜୋତିଷ ଶାସ୍ତ୍ରରେ ଏହାକୁ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ କୁହାଯାଉଛି । ଆଷାଢ ପୂଣ୍ଣିମା ତିଥିରେ ଏହି ଚନ୍ଦ୍ର ଗ୍ରହଣ ଲାଗୁଛି । ରାତି ୧୧ଟା ୫୩ ମିନିଟ ୪୮…
Read More...

୨୯ରୁ ପୁଣି ବର୍ଷିବ

ଭୁବନେଶ୍ବର  : ପୁଣି ବର୍ଷିବ । ଜୁଲାଇ ୨୯ରୁ ହେବ ବର୍ଷା । ଏମିତି ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ । ୨୯ ତାରିଖରେ ଉତ୍ତର ଓଡିଶା ଓ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏକ ଘୂଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।…
Read More...