Bignews ମହାନଦୀର ସୁରକ୍ଷା ଦିଗରେ ‘ସବୁଜ ମହାନଦୀ ମିଶନ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ-ନବୀନ OPA Jul 25, 2018 0 ସୁବର୍ଣ୍ଣପୁର : ମହାନଦୀ ଓଡ଼ିଶାର ଜୀବନରେଖା । ଏହାର ପାଣି ଉପରେ ରାଜ୍ୟବାସୀଙ୍କ ଅଧିକାରରୁ ଆମକୁ କେହି ବଞ୍ôଚତ କରିପାରିବେ ନାହିଁ । ମହାନଦୀର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… Read More...
Bignews ଏସିଆ କପ କ୍ରିକେଟ : ୧୯ ସେପ୍ଟେମ୍ବରରେ ପାକିସ୍ତାନକୁ ଭେଟିବ ଭାରତ OPA Jul 24, 2018 0 ନୂଆଦିଲ୍ଲୀ : ଏସିଆ କପ କ୍ରିକେଟ ଲାଗି ଘୋଷଣା ହୋଇଛି କାର୍ଯ୍ୟସୂଚୀ । ଏହି ସୂଚୀରେ ଭାରତ ତାର ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ସେପ୍ଟେମ୍ବର ୧୯ରେ ଭିଟିବ । ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ ବାଂଲାଦେଶ ଓ… Read More...
Entertainment ଗୋଟିଏ ଫ୍ରେମରେ ଏକାଠି ହେବନି- ବିରାଟ ଅନୁଷ୍କା OPA Jul 24, 2018 0 ନୂଆଦିଲ୍ଲୀ : ବଲିଉଡ ଓ କ୍ରିକେଟ ଦୁନିଆରେ ସବୁଠୁ ଅଧିକ ଚର୍ଚ୍ଚିତ ରୋମାଣ୍ଟିକ କପୁଲ୍ ବିରୁଷ୍କାଙ୍କ ଏକାଠି ହେବନି । କଣ ଆପଣ ଡରିଗଲେ କି ଆମେ ସେମାନଙ୍କର ଏକାଠି ଫୋଟ କଥା କହୁଛୁ । ବିରାଟ କୋହେ ଲି ଓ ଅନୁଷ୍କା ଶର୍ମାଙ୍କ… Read More...
Crime ଧମକାଇ କହିଲେ କିସ୍ କର , ଆପତି ଜନକ ମୁଦ୍ରାର ଭଇଡିଓ କଲେ ଭାଇରାଲ OPA Jul 24, 2018 0 କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀରେ ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ କରି ସେମାନଙ୍କ ଆପତି ଜନକ କାମ କରାଇବା ଓ ସେଇ ଦୃଶ୍ୟକୁ ମୋବାଇଲରେ ଭିଡିଓ କରି ଭାଇରାଲ କରିବା ଘଟଣା ଏବେ କେନ୍ଦୁଝରରେ ଚର୍ଚ୍ଚାର ବିଷୟ… Read More...
Bignews ରାଜ୍ୟ ସଭାରେ ପୁଣି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଲା ବିଜେଡି OPA Jul 24, 2018 0 ଭୁବନେଶ୍ବର : ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳୁ । ଆଜି ପୁଣି ଥରେ ରାଜ୍ୟ ସଭାରେ ଏହି ପ୍ରସଙ୍ଗ ଉଠାଇଛି ବିଜେଡି । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ପ୍ରସଙ୍ଗରେ ଆଲୋଚନା ଚାଲିଥିବାବେଳେ ବିଜେଡି ଏହି ପ୍ରସଙ୍ଗ ଉଠାଇଛି ।… Read More...
Bignews ୨୭ରେ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ : ରକ୍ତବର୍ଣ୍ଣ ହେବ ଚନ୍ଦ୍ରମା OPA Jul 24, 2018 0 କୋଲକାତା : ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ଚନ୍ଦ୍ରଗ୍ରହଣ… Read More...
Politics ଗୁରୁବାର ଖୋଲିବ ଗୁରୁପ୍ରିୟା ରୁଟ : ଶ୍ରେୟ ନେବାକୁ ଜୋର ଧରିଲା ରାଜନୀତି OPA Jul 24, 2018 0 ଭୁବନେଶ୍ବର : ଗୁରୁବାର ଗୁରୁପ୍ରିୟା ସେତୁ ଉଦଘାଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ । ଏହି ବହୁ ପ୍ରତୀକ୍ଷିତ ସେତୁ, ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଥିବା ଦେଢ଼ ଶହ ଗାଁରେ ଲାଇଫ୍ ଲାଇନ୍ ଭାବେ… Read More...
Odisha ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତେଜନା, ୫୦ରୁ ଅଧିକ ଟ୍ରକ ଭାଙ୍ଗିଦେଲେ OPA Jul 24, 2018 0 ବାଲଶ୍ବର : ବାଲଶ୍ବର ମାଲଗୋଦାମ ଅଞ୍ଚଳରେ ଟ୍ରକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତେଜନା । ଉତ୍ତ୍ୟକ୍ତ ଲୋକେ ୫୦ରୁ ଅଧିକ ଟ୍ରକରେ ଭଙ୍ଗାରୁଜା କରିଛନ୍ତି । ଟ୍ରକ ଆସୋସିଏସନ ଅଫିସରେ ଭଙ୍ଗାରୁଜା ସହ ପୋଡାଜଳା… Read More...
More News ଗଞ୍ଜାମ ଖଲ୍ଲିକେ।ଟ ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦଫାସ OPA Jul 24, 2018 0 ଖଲ୍ଲିକେ।ଟ : ସେପଟେ ଗଞ୍ଜାମ ଖଲ୍ଲିକେ।ଟ ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦଫାସ । ୬ ଲୁଟେରାଙ୍କୁ ଗିରଫ କରିଛି ଖଲ୍ଲିକୋଟ୍ ପେ।ଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି ।… Read More...
More News ଝାରସଗୁଡାରେ ବନ୍ଧୁକ ଦେଖାଇ ଦିନ ଦ୍ବିପହରେ ଟଙ୍କା ସୁନା ଲୁଟ OPA Jul 24, 2018 0 ଝାରସଗୁଡା : ବନ୍ଧୁକ ଦେଖାଇ ଦିନ ଦ୍ବିପହରେ ଲୁଟ । ନଗଦ ଅର୍ଥ ସହ ସୁନାଗହଣା ଲୁଟ୍ । ଝାରସୁଗୁଡା ବାଗଡିହିର ପେଟ୍ରୋଲ ପମ୍ପ ମାଲିକ ମୋହନ ବାଧାନଙ୍କ ବଗଡିହିସ୍ଥିତ ଘରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ନଗଦ ୭… Read More...