Bignews ଅନରକିଲିଂ : ବାପା ଭାଇ ମାରିଦେଲେ ! OPA Jul 24, 2018 0 ଜୟପୁର : କୋରାପୁଟ ମୁଣ୍ଡିପଦର ହତ୍ୟାକାଣ୍ଡ ଉପରୁ ପରଦା ହଟିଛି ।ସଂପର୍କୀୟ ଭାଇଉଉଣୀଙ୍କ ପ୍ରେମ ସଂପର୍କ କାରଣରୁ ହତ୍ୟାକାଣ୍ଡ । ଝିଅ ଧନମତି ଓ ଭଣଜା ପର୍ଶୁରାମଙ୍କୁ ହତ୍ୟା କରିଛି ମେଟା ମୁଦୁଲି। କାରଣ ଝିଅ ଓ ଭଣଜାଙ୍କ… Read More...
Corporate ଅମ୍ବାନୀ ଆଉ ମିତଲଙ୍କ ଚାକିରୀ ଯିବ ! OPA Jul 24, 2018 0 ନୂଆଦିଲ୍ଲୀ : କେବଳ ଭାରତ ନୁହେଁ ଏସିଆର ଧନି ତାଲିକାରେ ଥିବା ରିଲାଏନ୍ସର ମାଲିକ ମୁକେଶ ଅମ୍ବାନୀ ଓ ଏୟାରଟେଲ ମାଲିକ ସୁନୀଲ ମିତଲଙ୍କ ଚାକିରୀ ଚାଲିଯିବ । ସେବିର ନୂଆ ନିୟମ ଏହି ଦୁଇ ଧନିଙ୍କ ଚାକିରୀ ଯିବାର କାରଣ… Read More...
National ପାକିସ୍ତାନ ନିର୍ବ।ଚନ : ସରିଲା ପ୍ରଚାର, ବୁଧବାର ଭୋଟ OPA Jul 24, 2018 0 ଇସ୍ଲାମାବାଦ : ବୁଧବାର ଆସନ୍ତା ୨୫ ତାରିଖ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ପାକ୍ ନିର୍ବାଚନ କମିଶନ (ଇସିପି)ଙ୍କ ପକ୍ଷରୁ ରାଜନୀତିକ ଦଳ ଓ… Read More...
Bignews ମହାନଦୀରେ ବନ୍ୟା : ଆଜି ହିରାକୁଦ ଛାଡିବ ପାଣି OPA Jul 24, 2018 0 ଭୁବନେଶ୍ୱର : ମହାନଦୀରେ ଆସୁଛି ବନ୍ୟା । ଏହା ମଧ୍ୟମ ଧରଣର ବନ୍ୟା ବୋଲି ସରକାରୀ ଭାବେ କୁହାଯାଇଛି । ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଛି ଓ ହୀରାକୁଦ ଜଳଭଣ୍ଡାର କ୍ରମଶଃ ଫୁଲିବାରେ ଲାଗିଛି ।… Read More...
More News ଚଳଚ୍ଚିତ୍ର ବିକାଶ ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି OPA Jul 24, 2018 0 ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ରର ସୁଦିନ ଫେରିବ । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଅଣଅଟା ଭିଡ଼ିଛନ୍ତି । ଏଥିପାଇଁ ଚିଠାନୀତି ପ୍ରସ୍ତୁତି ନିମନ୍ତେ ଗଠନ ହୋଇଛି… Read More...
Bignews ସରିଲା ସୁନା ବେଶ ,ଆଜି ଅଧରପଣା ଓ ଗରୁଡ଼ ଶୟନନୀତି OPA Jul 24, 2018 0 ପୁରୀ : ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସହ ଗରୁଡ଼ଶୟନ ନୀତି ସମ୍ପନ୍ନ ହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ତୁମ୍ବାକୃତି ମୃର୍ତ୍ତିକା ପାତ୍ରରେ ଅଧରପଣା ପ୍ରସ୍ତୁତ କରାଯାଇ ଭୋଗ କରାଯିବ ।… Read More...
National ମାର କୋକେଇକୁ କାନ୍ଧ ଦେଲେନି ପୁଅ,ଝିଅ ଓ ବୋହୁ କୋକେଇ କାନ୍ଧେଇ ସ୍ମଶାନକୁ ନେଲେ ଶବ OPA Jul 24, 2018 0 ବାରଣାସି : ମାର ମୃତ୍ୟୁ ପରେ ପୁଅ ମାର କୋକେଇରେ କାନ୍ଧ ଲଗାଇଲେନି । ପୁଅ ମାନେ ଉପସ୍ଥିତ ଥାଇ ବି ଝିଅ ଏବଂ ବୋହୁ ମାନେ ମୃତ ଦେହକୁ କୋକେଇରେ କାନେ୍ଧଇ କାନେ୍ଧଇ ନେଲେ ଆଉ ଶେଷକୃତ୍ୟ ହେଲା । ଏମିତି ଘଟଣା ଘଟିଛି ଉତର… Read More...
Bignews ରାଜ୍ୟରେ ଅର୍ଥ ଅଭାବ : ଖୋଲା ବଜାରରୁ ଋଣ କରିବେ ସରକାର OPA Jul 24, 2018 0 ଭୁବନେଶ୍ବର : ରାଜ୍ୟର ଉନ୍ନୟନମୂଳକ କାମ ପାଇଁ ଖୋଲା ବଜାରରୁ ଋଣ କରିବେ ରାଜ୍ୟ ସରକାର । ଷ୍ଟକ ଓ ସିକ୍ୟୁରିଟକୁ ରିଜର୍ଭ ବ୍ୟାଙ୍କ ସହାୟତାରେ ବିକ୍ରି କରି ଋଣ ଅର୍ଥ ଉଠାଇବେ ସରକାର । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ… Read More...
Bignews ବିପଦ ସଙ୍କେତ ଟପିଲା ବୈତରଣୀ : ୫୦ରୁ ଅଧିକ ଗାଁ ବନ୍ୟା ଜଳ ପ୍ରଭାବିତ OPA Jul 24, 2018 0 ଭଦ୍ରକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୈତରଣୀ ନଦୀ ଫୁଲି ଉଠିଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ସୋମବାର ବିପଦ ସଂକେତ ଉପରେ ରହିଛି। ଏଠାରେ ଜଳସ୍ତର ୧୭.୯୦ ମିଟରକୁ ଛୁଇଁଛି। ଆଉ ମାତ୍ର ୦.୩୦ ମିଟର ଜଳସ୍ତର ବଢ଼ିଲେ… Read More...
National ବାଳିକା ଆଶ୍ରମରେ ବ୍ୟଭିଚାର : ଦୁଷ୍କର୍ମ ପରେ ପରେ ମାରି ପୋତିଦେଲେ ନାବାଳିକାଙ୍କ ମୃତ ଦେହ OPA Jul 23, 2018 0 ମୁଜାଫରପୁର : ବିହାର ମୁଜାଫରପୁରରେ ଛାଞ୍ଚଲ୍ୟ । ସରକାରୀ ବାଳିକା ଗୃହରେ ଅନ୍ତେବାସୀ ନାବାଳିକାକୁ ବଳାତ୍କାର ପରେ ହତ୍ୟା । ମୃତ ଦେହକୁ ବାଳିକା ଆଶ୍ରମ ପରିସରରେ ହିଁ ପୋତି ଦେଇଛନ୍ତି ବାଳିକା ଆଶ୍ରମ କର୍ମକର୍ତ୍ତା ।ଏପରି… Read More...