Bignews ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ OPA Jul 23, 2018 0 ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ଅବିରତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି ।ମହନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁ ମଧ୍ୟମ ଧରଣର ବନ୍ୟା… Read More...
Crime ବିଭାହିତ ହୋଇବି ଶାରୀରିକ ସଂପର୍କ ରଖିବାକୁ ଯୁବକଙ୍କୁ ବାଧ୍ୟକଲା ତିନି ପିଲାର ମା : ସଂପର୍କ ନରଖି କଣ କଲା ପ୍ରେମିକ ? OPA Jul 23, 2018 0 ଭଟିଣ୍ଡା : ବିଭାହିତ ହୋଇ ଘର ସଂସାର କରିଛନ୍ତି । ତିନି ପିଲାଙ୍କୁ ନେଇ ସଂସାର କରିଛନ୍ତି । ହେଲେ ତଥାପି ଛାଡି ପାରୁ ନାହାନ୍ତି ଅନୈତିକ ସଂପର୍କର ନିଶା । ଏମିତି ଜଣେ ବିଭାହିତ ମହିଳା ଜଣେ ଯୁବକଙ୍କୁ ତାଙ୍କ ସହ ଶାରୀରିକ… Read More...
Crime ବୟଫ୍ରେଣ୍ଡଙ୍କ ପାଇଁ ଜୀବନ ହାରିଲେ ଯୁବତୀ : ସୁଇସାଇଡାଲ୍ ନୋଟରେ ୫ ପୁଅ ସାଙ୍ଗକୁ କଲେ ଦାୟୀ OPA Jul 23, 2018 0 ଭୁବନେଶ୍ବର : ବୟଫ୍ରେଣ୍ଡଙ୍କ ପାଇଁ ଜୀବନ ହାରିଲେ ଯୁବତୀ । ଦୁଇବର୍ଷ ଧରି ପୁଅ ସାଙ୍ଗଙ୍କ ନିର୍ଯାତନାରେ ଅତିଷ୍ଠ ହେବା ପରେ ଆତ୍ମହତ୍ୟା କଲେ ୧୭ ବର୍ଷୀୟା ଯୁକ୍ତ ଦୁଇ କଲେଜ ଛାତ୍ରୀ । ଆଉ ସୁଇସାଇଡାଲ୍ ନୋଟରେ ୫ ଜଣ ପୁଅ… Read More...
Crime ଆଉ ଜଣେ ଭଣ୍ଡ ବାବା ଗିରଫ : ଶତାଧିକ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାନ୍ତ୍ରିକ ବାବା ଅମରପୁରୀ ନାଗା ସାଧୁ ଗିରଫ OPA Jul 23, 2018 0 ହରିୟାନା : ଶତାଧିକ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ହରିଆନା ଫତେହାବାଦର ତାନ୍ତ୍ରିକ ବାବା ଅମରପୁରୀ ନାଗା ସାଧୁ ଓରଫ ଜଲେବି ବାବା ଗିରଫ । ୬୦ ବର୍ଷୀୟ ଜଲେବି ବାବା ସମସ୍ୟା ସମାଧାନ ପ୍ରତିଶ୍ରୁତିରେ ମହିଳାଙ୍କୁ… Read More...
ବିବିଧ ଭାଇ ଭଉଣୀଙ୍କୁ ମନା ଲଙ୍କା ମୀନାର OPA Jul 23, 2018 0 ଉତରପ୍ରଦେଶର କଲ୍ପିରେ ରହିଛି ୨୧୦ ଫୁଟ୍ ଉଚ୍ଚ ‘ଲଙ୍କା ମୀନାର୍’ । ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି । ମୀନାରକୁ ନେଇ ରହିଛି ଏକ ରୋଚକ କଥା । କୁହାଯାଏ, ଏହା ଭିତରକୁ ଭାଇଭଉଣୀ ଏକତ୍ର ପ୍ରବେଶ… Read More...
Bignews ଆଜି ଆହୁରି ଫୁଲିବ ମହାନଦୀ, ତଳମୁଣ୍ଡରେ ବନ୍ୟା ଆଶଙ୍କା OPA Jul 23, 2018 0 ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇ ପ୍ରବଳ ବର୍ଷା ଯୋଗୁୂ ଗତ ୨ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ ୩ଦିନ ଧରି ନଦୀଗୁଡ଼ିକ ଫୁଲି ଉଠିଥିଲେ ମଧ୍ୟ ବିପଦ ସଂକେତର ତଳେ… Read More...
National ନ୍ୟାୟ ପାଇଁ ଅଭିନବ ଅଭିଯୋଗ : ବ୍ୟାଗ୍ରେ ଭ୍ରୁଣ ରଖି ଥାନାରେ ପହଞ୍ôଚଲା ଦୁଷ୍କର୍ମ ପୀଡ଼ିତା OPA Jul 23, 2018 0 ମୀରଟ୍ : ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଆମ୍ରୋହା ଜିଲ୍ଲାର ହସନପୁର ଥାନାରେ ଜନୈକା ୧୯ ବର୍ଷୀୟା ମହିଳା ପହଞ୍ôଚଥିଲେ । ସେ ଧରିଥିବା ବ୍ୟାଗରେ ଅପରିପକ୍ୱ ମୃତ ଭ୍ରୁଣଟିଏ ଥିଲା । ପୀଡ଼ିତା ମହିଳା ଦୁଷ୍କର୍ମ ଅଭିଯୁକ୍ତଙ୍କ… Read More...
Politics କଂଗ୍ରେସକୁ ମେଣ୍ଟ ଭରସା,ନିଷ୍ପତି ନେବେ ରାହୁଲ OPA Jul 23, 2018 0 ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ପ୍ରଥମ ବୈଠକ ବସି କେଉଁ ଦଳ ସହ ମେଣ୍ଟ କରାଯିବ, ସେଥିନେଇ ନିଷ୍ପତ୍ତି… Read More...
Entertainment ଟଙ୍କା ନାହିଁତ ଅଣ୍ଟା ହଲିବନି,ମଲାଇକାଙ୍କ ଉପରେ ରାହିଲେ ପ୍ରସଂଶକ OPA Jul 23, 2018 0 ବଲିଉଡ୍ ଅଭିନେତ୍ରୀ ମଲ୍ଲାଇକା ଆରୋଡ଼ାଙ୍କ ଉପରେ ବୋଧହୁଏ ଏବେ ଭାଗ୍ୟଦେବୀ ପ୍ରସନ୍ନ ନାହାନ୍ତି । ଏଇ କିଛି ମାସ ହେବ ତାଙ୍କ ସହ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । ଏ ଅଘଟଣର କାରଣ ହେଉଛି ତାଙ୍କ ବ୍ୟବହାର । ଏବେ ମଲ୍ଲାଇକା… Read More...
National ଗାଧୋଇବା ବେଳେ ୫ ଜଣ ଭାସିଗଲେ OPA Jul 23, 2018 0 ଚେନ୍ନାଇ : ତାମିଲନାଡୁର ସାଲେମ୍ ଜିଲ୍ଲାରେ କାବେରୀ ନଦୀରେ ଗାଧୋଇବା ବେଳେ ହଠାତ୍ ବନ୍ୟା ଆସିବାରୁ ୫ ଜଣ ଭାସି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସାଲେମ୍ ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରୁଗେସାନ୍… Read More...